ମିଠା ନେଇ ସୁମିତଙ୍କ ଓକିଲ କୋର୍ଟରେ ପହଁଞ୍ଚିଲେ। କଣ ଏକାଠି ହୋଇଗଲେ କି ତପସ୍ୱିନୀ ଆଉ ସୁମିତ ? ନା ସୁମିତ ଯାହା ଦାବି କରୁଥିଲେ ତାହା ମିଳିଗଲା କି ?

ଆପଣମାନେ ଜାଣିଥିବେ ନ୍ୟାୟ ପାଇଁ, ନିଜର ହକ୍ କୁ ଫେରି ପାଇବା ପାଇଁ, ସ୍ତ୍ରୀ ଭାବରେ ମାନ୍ୟତା ପାଇବା ପାଇଁ ଜଣେ ମହିଳା କିପରି ସବୁ ବାଧା ବିଘ୍ନକୁ ଆଡେଇ ନିଜର ଅନବରତ ପ୍ରୟାସ ଜାରି ରଖିଛନ୍ତି। ଆଜ୍ଞା ହଁ ସୁମିତ ଓ ତପସ୍ୱିନୀ ମା-ମ-ଲାର ଏପର୍ଯ୍ୟନ୍ତ କୋୖଣସି ସମାଧାନର ବାଟ ମିଳି ନାହିଁ।

ସ୍ୱାମୀଙ୍କୁ ପାଇବା ପାଇଁ ରାଜ ରାସ୍ତାକୁ ଓହ୍ଲେଇ ଆସିଥିବା ତାପସ୍ବିନୀ ଆଜି ମଧ୍ୟ ଏହି ଲଢେ-ଇରେ ହାର ମାନି ନାହାଁନ୍ତି। ଜିଲ୍ଲା କୋର୍ଟରେ ଆରମ୍ଭ ହୋଇଥିବା ଲଢେଇ ବର୍ତ୍ତମାନ ଏହି ଲ-ଢେ-ଇ ହାଇକୋର୍ଟରେ ପହଞ୍ଚିଛି। ତାପସ୍ବିନୀ ଲ-ଢେ-ଇ କରି ଦେଖେଇ ଦେଇଛନ୍ତି ଯେ କୌଣସି ନାରୀ ଅବହେଳା ନୁହଁନ୍ତି। ଅନ୍ୟ ପୁରୁଷଙ୍କ ଭଳି ନାରୀ ମାନଙ୍କ ମଧ୍ୟ ହାତ ଅଛି, ଗୋଡ଼ ଅଛି ପାଟି ମଧ୍ୟ ଅଛି। ଅନ୍ୟା-ୟ ଘ-ଟିଲେ ସେଥିପାଇଁ କିପରି ସ୍ୱର ଉଠା ଯାଏ ତାହା ତାପସ୍ବିନୀ ଶିକ୍ଷେଇ ଦେଉଛି।

ସୁମିତ ଓ ତପସ୍ୱିନୀ ମା-ମ-ଲା ବ୍ରହ୍ମପୁର ଜିଲ୍ଲା କୋର୍ଟରୁ ଆରମ୍ଭ ହୋଇଥିଲା। ବ୍ରହ୍ମପୁର କୋର୍ଟଙ୍କ ରାୟ ତପସ୍ୱିନୀଙ୍କ ପକ୍ଷରେ ଯାଇଥିଲା। ସୁମିତ ଏବଂ ତପସ୍ୱିନୀ ଙ୍କୁ ୭ ଦିନ ପର୍ଯ୍ୟନ୍ତ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦୁହେଁ ଭଡା ଘରେ ଏକାଠି ମଧ୍ୟ ରହିଥିଲେ। କେବଳ ସେତିକି ନୁହେଁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତପସ୍ୱିନୀ ନିଜ ଶଶୁର ଘରେ ରହି ଲ-ଢେ-ଇ କରି ପାରିବେ। ଏହାପରେ ସୁମିତ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ତେବେ ତାପସ୍ବିନୀ ଓ ସୁମିତ ପୁଣିଥରେ ଦୁହେଁ ଏକାଠି ହେବେ ବୋଲି ଆଶା ରଖିଛନ୍ତି ତାପସ୍ବିନୀ। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୋର୍ଟ ସେମାନଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ ଦୁହିଁଙ୍କ ମଧ୍ୟରେ କାଉଁସିଲିଂ ମଧ୍ୟ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ସାମଧନର ବାଟ ମିଳୁ ନାହିଁ। କୋର୍ଟରେ ଗୋଟିଏ ପରେ ଗୋଟିଏ ତାରିଖ ଗଡି ଚାଲିଛି।

ଦିନକୁ ଦିନ ଏହା ଅଧିକ ଜଟିଳ ହେବାରେ ଲାଗିଛି। ସୁମିତ୍ ଓ ତପସ୍ୱିନୀଙ୍କ ପ୍ରସଙ୍ଗରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତା ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ ବର୍ତ୍ତମାନ ସମୟରେ ଏହି ମା-ମ-ଲା ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ସୁମିତଙ୍କ ଓକି-ଲଙ୍କ ଏକ ଫୋଟ ଖୁବ ଭାଇରାଲ ହେଉଛି। ତେବେ ଲୋକମାନେ ଏହାକୁ ନେଇ ଅନେକ ପ୍ରତି-କ୍ରିୟା ରଖିଛନ୍ତି।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ସୁମିତଙ୍କ ଓକିଲ ମିଠା ନେଇ କୋର୍ଟ ଭିତରକୁ ଯାଉ ଥିବାର ଆପଣ ଦେଖିବାକୁ ପାଇବେ। ସୁମିତଙ୍କ ଓ-କି-ଲ ହାତରେ ମିଠା ଦେଖି ସମସ୍ତେ ଭାବୁଛନ୍ତି ଏବେ ସୁମିତ ଓ ତପସ୍ଵିନୀ ମିଶି ଯାଇଛନ୍ତି। କିନ୍ତୁ ଏହାପଛରେ କଣ ସତ୍ୟତା ରହିଛି ତାହା ଜଣା ପଡି ନାହିଁ।

Leave a Reply

Your email address will not be published. Required fields are marked *