ଓଡ଼ିଶା ଉପକୂଳ ଛୁଇଁବ ସମ୍ଭାବ୍ୟ ବାତ୍ୟା ଆସାନି ! ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁଙ୍କ ସ୍ପଷ୍ଟ ପୂର୍ବାନୁମାନ :-

ମଇ ୪ ରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଗାମୀ ୫ ରେ ଲଘୁଚାପ ପରିଣତ ହୋଇଛି । ଏବଂ ପୂର୍ବରୁ ପାଣିପାଗ ବିଜ୍ଞାନୀଙ୍କ ଅନୁମାନ ଅନୁଯାୟୀ ଏହା ଆଗାମୀ ସମୟରେ ଅବପାତ ଏବଂ କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର …

Read More