ସ୍ତ୍ରୀ ପାଖରେ ଶୋଉଥିଲା ପରପୁରୁଷ , ରା-ଗ ଜର୍ଜ-ରିତ ସ୍ଵାମୀ ନେଲା ଏମିତି ପଦକ୍ଷେପ

ଆଜିକାର ସମୟରେ ପର-କୀୟାପ୍ରୀତି ଚାରିଆଡ଼େ ଚାଲିଛି । ବିବାହ ପରେ ଗୋଟିଏ ସ୍ଵାମୀ କିମ୍ବା ସ୍ତ୍ରୀରେ ସନ୍ତୁଷ୍ଟ ହେଉ ନଥିବା ମଣିଷ ଅନ୍ୟ ପ୍ରତି ଆକ-ର୍ଷିତ ହେଉଛି ଆଉ ତାର ନିକଟତର ମଧ୍ୟ ହେଉଛି । ଆଉ ତା ପରେ ସେହି ସ୍ଵାମୀ କିମ୍ବା ସ୍ତ୍ରୀ ଜାଣିବା ପରେ ଯାହା ହେଉଛି , ସେ ବିଷୟରେ ଆପଣ ସମସ୍ତେ ଜାଣିଥିବେ । ତେବେ ହଁ ଆଜ୍ଞା ଆଜି ମଧ୍ୟ ଆମେ ଆପଣଙ୍କୁ ସେପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ । କେବଳ ପର-କୀୟା ପ୍ରୀତି ପାଇଁ ଚାଲିଗଲା ଜଣେ
ମଣିଷର ଜୀବନ ।

ତେବେ ଆମେ ଆପଣଙ୍କୁ କହୁଛୁ ଏକ ଚର୍ଚ୍ଚିତ ହ-ତ୍ୟାକା-ଣ୍ଡ ବିଷୟରେ । ଆପଣ ସମସ୍ତେ ନୁରେନ କୁମ୍ଭାର ହ-ତ୍ୟାକା-ଣ୍ଡ ବିଷୟରେ ନିଶ୍ଚିତ ଭାବରେ ଶୁଣିଥିବେ । ଯେଉଁଠି ନୂରେନ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଶ-ବ କୂଅ ମଧ୍ୟରୁ ମିଳିଥିଲା । ଆଉ ତା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ତ-ଦନ୍ତ ଚାଲିଥିଲା । ତେବେ ବର୍ତ୍ତମାନ ତାହାର ପର-ଦାଫା-ଶ ହୋଇଛି ଆଉ ଏହା ପଛର ମୁଖ୍ୟ ଅଭି-ଯୁକ୍ତ ସୁକାନ୍ତ ନାଗ ଏବଂ ଛବିଳ ନାୟକଙ୍କୁ ଡାକ୍ତରୀ ମାଇନା ପରେ ଗି-ରଫ କରି କୋର୍ଟ
ଚା-ଲାଣ କରାଯାଇଛି ।

ସୂଚନା ଅନୁଯାୟୀ , ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥା-ନା ଅନ୍ତର୍ଗତ ଖଲିଆପାଲି ଗାଆଁରେ ରୁହନ୍ତି ନୁରେନ୍ କୁମାର । ଆଉ ଠିକ୍ ସେହି ଗାଁର ଛବିଳ ନାୟକ ବାହାରକୁ ଦାଦନ ଖଟିବା ପାଇଁ ଯାଇଥାନ୍ତି । ତେବେ ଏପଟେ ଗାଁରେ ତାଙ୍କ ସ୍ତ୍ରୀ ଏକ ମ-ଦ ଭାଟି କରି ମ-ଦ ବିକ୍ରି କରିଥାନ୍ତି । ଆଉ ପ୍ରତିଦିନ ମ-ଦ ପିଇବାକୁ ନୂରେନ୍ କୁମାର ଆସିଥାନ୍ତି । ଆଉ ଏହି ସମୟ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂ-ପର୍କ ଗଢ଼ି ଉଠିଥିଲା । ଆଉ ଏପଟେ ସ୍ଵାମୀ ପାଖରେ ନଥିବା ଫାଇଦା ଉଠାଇ ଦୁହେଁ ଶାରୀ-ରିକ ସ-ମ୍ପର୍କ ରଖିଥିଲେ।

ତେବେ ଗାଁକୁ ଫେରିବା ପରେ ଏହି କଥା ଜାଣିଥିଲେ ଛବିଳ ଆଉ ସ୍ତ୍ରୀଙ୍କୁ ଏପରି କରିବାକୁ ମନା କରିଥିଲେ । ତଥାପି ସେ ମାନି ନଥିଲେ । ଯାହା ପରେ ଏକଦା ସେ ନୁରେନ୍ ଙ୍କୁ ହ-ତ୍ୟା କରିବା ପାଇଁ ସୁକାନ୍ତ ନାମ ଜଣକ ଜଣେ ଗୁ-ଣ୍ଡାଙ୍କୁ ଡ଼ାକି ପଠାଇ ଥିଲେ। ଆଉ ଦୁହେଁ ମିଶି ହ-ତ୍ୟା ପାଇଁ ଯୋଜନା କରିଥିଲେ। ତେବେ ସେପ୍ଟେମ୍ବର ୨୪ ତାରିଖରେ ନୁରେନ୍ କୁମ୍ଭାର ମଦଭାଟିକୁ ମ-ଦ ପିଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । କାହିଁକି ନା ଏମାନେ ଦୁହେଁ ମିଶି ତାଙ୍କୁ ହ-ତ୍ୟା କରି ଏକ କୂଅ ମଧ୍ୟକୁ ଫୋପାଡ଼ି ଦେଇଥିଲେ।

Leave a Reply

Your email address will not be published. Required fields are marked *