ଦିଅରକୁ ମା-ରିଥିବା ଲୋକଙ୍କୁ ନିଜ ହାତରେ ମା-ରିବେ ବୋଲି କହିଲେ ଭାଉଜ । କାନ୍ଦି କାନ୍ଦି ପୁଅର ଝୁରୁଛନ୍ତି ପରିବାର ଲୋକ ।

ରାସ୍ତା ଉପରେ ପ୍ରତି-ଶୋଧର ଧ-ମକ । ଦିଅରକୁ ହରାଇଥିବା ଜଣେ ଭାଉଜ ବର୍ତ୍ତମାନ ଦିଅରର ହ-ତ୍ୟାର ପ୍ରତି-ଶୋଧ ନେବାକୁ ଚାହୁଁଛି । ଯିଏ ତାଙ୍କ ଦିଅରକୁ ହ-ତ୍ୟା କରିଛି ତାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି ଭାଉଜ ଜଣକ । ଆଇନକୁ ନିଜ ହାତକୁ ନେବେ ବୋଲି ଚିତ୍କାର କରି କହୁଛନ୍ତି ମହିଳା ଜଣକ । ନିଜ ଦିଅରର ହ-ତ୍ୟା ପରେ ଭାଉଜ ଜଣକ ପ୍ରତି-ଶୋଧର ନି-ଆଁରେ ଜର୍ଜରିତ ହୋଇ ଏଭଳି କହୁଛନ୍ତି । ଦିଅରର ହ-ତ୍ୟା ପରେ ଭାଉଜ ଜଣକ କାନ୍ଦି କାନ୍ଦି ଏଭଳି କିଛି କହୁଛନ୍ତି । ତାଙ୍କ ଦିଅରର ହ-ତ୍ୟା ହୋଇଥିବାରୁ ସେ ନିଜକୁ ସମ୍ଭାଳି ସୁଦ୍ଧା ପାରୁ ନାହାଁନ୍ତି । ଅନ୍ୟ ପରିବାର ଲୋକଙ୍କର ପରିସ୍ଥିତି ମଧ୍ୟ ସମାନ ।

ଦିଅରର ବିବାହର ମାତ୍ର ୧୪ ଦିନ ପରେ ହ-ତ୍ୟା ହୋଇଛି ଏବଂ ତାଙ୍କ ଜାଆଙ୍କ ହାତରୁ ଶଙ୍ଖା ଭାଙ୍ଗିଛି । ଆଉ ସେଥିପାଇଁ ହିଁ ସେ ହ-ତ୍ୟାକା-ରୀଙ୍କୁ ହ-ତ୍ୟା କରିବାକୁ ପଣ ନେଇଛନ୍ତି । ଆଉ କହିଛନ୍ତି ଯେ ହ-ତ୍ୟାକା-ରୀଙ୍କୁ ଜୀବନରୁ ନମା-ରିବା ଯାଏ ସେ ରାସ୍ତାରୁ ହଟିବେନି । ଖବର ଅନୁଯାୟୀ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗାଁର ପ୍ରଶାନ୍ତ ପ୍ରଧାନଙ୍କ ସହିତ ସୋନିଙ୍କର ଫେବୃଆରୀ ୨୭ ତାରିଖରେ ବିବାହ ହୋଇଥିଲା ।

କିନ୍ତୁ ବିବାହର ୧୦ ଦିନ ନପୁରୁଣୁ ଏଭଳି କିଛି ହୋଇଯିବ ବୋଲି କେହିବି ଭାବି ନଥିଲେ । ଗତ ଶନିବାର ଦିନ ପ୍ରଶାନ୍ତ ନିଜ ସ୍ତ୍ରୀ ସୋନିଙ୍କୁ କିଛି ଦିନ ପାଇଁ ତାଙ୍କ ବାପା ଘରେ ଛାଡ଼ି ଆସିଥିଲେ । ଶ୍ୱଶୁର ଘରେ କିଛିଦିନ ରହି ବେଶ ଖୁସିରେ ମଙ୍ଗଳବାର ଦିନ ଅପରାହ୍ଣରେ ଘରକୁ ଫେରିଥିଲେ ।

ଗୋଠମଡ଼ାଣି ପରେ ଆସି ସାଥିରେ ପୁଣିଥରେ ସୋନିଙ୍କୁ ନେ ଘରକୁ ଚାଲି ଯାଇଥାନ୍ତେ । କିନ୍ତୁ ପ୍ରଶାନ୍ତ ଆଉ ଫେରି ନଥିଲେ । ରାତିରେ ହିଁ ଛୁ-ରା ମା-ଡ଼ରେ ତାଙ୍କର ଜୀବନ ଚାଲିଗଲା । ଏକ ବରଯାତ୍ରୀ ପ୍ରୋସେସନରେ ତାଙ୍କ ଉପରେ ଅତର୍କିତ ଛୁରା ମା-ଡ଼ ଆକ୍ର-ମଣ ହୋଇଥିଲା । ଆଉ ସକାଳୁ ହଠାତ ଏଭଳି ଖବର ପାଇ ଗୁଣ୍ଡୁରାରୁ ଚନ୍ଦ୍ରଗିରି ନିଜ ମା’ଙ୍କ ସହିତ ସୋନି ପହଞ୍ଚିଥିଲେ । କିନ୍ତୁ ସ୍ୱାମୀଙ୍କ ମୃ-ତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇ ସେଠାରେ ହିଁ ଅ-ଚେତ ହୋଇ ପଡ଼ିଥିଲେ । ସେପଟେ ପ୍ରଶାନ୍ତଙ୍କ ମୃ-ତ୍ୟୁ ଘଟ-ଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି ଏବଂ ଭାଉଜ ହ-ତ୍ୟାକା-ରୀଙ୍କୁ ଜୀବନରୁ ମା-ରିବାକୁ ଜିଦ ଧରି ବସିଛନ୍ତି ।

Leave a Reply

Your email address will not be published. Required fields are marked *