ସୁନ୍ଦରୀ ଅର୍ଚ୍ଚନା ସଜ ନହେଲେ ଆସିବେ ନାହିଁ କୋର୍ଟ।

ଜେଲ ହେଉ କି ବନ୍ଦୀଶାଳା ଅର୍ଚ୍ଚନା ସବୁଠି ସବୁ ଜାଗାରେ ଆଗ ମେକଅପ ନେଇ ସୁନ୍ଦରୀ ହେବେ ତା ପରେ ଯାହା କରିବେ।ସମସ୍ତେ ଜାଣିଛନ୍ତି କି ଅର୍ଚ୍ଚନା ନାଗ ଅନେକ ଦିନ ହେଲାଣି ଜେ-ଲରେ ରହିଥିଲେ। ତେବେ ଆଜି ତାଙ୍କୁ କୋର୍ଟରେ ହାଜର କାରାଯାଇଥିଲା। ହେଲେ ସୁନ୍ଦରୀ ଅର୍ଚ୍ଚନାଙ୍କର ତାଙ୍କ ସୌନ୍ଦର୍ଯ୍ୟ ପ୍ରତି ଏତେ ସଉକ ଯେ ଅର୍ଚ୍ଚନା ଯେତେବେଳେ କୋର୍ଟକୁ ଆସିଥିଲେ ଓଠରେ ଲିପିଷ୍ଟିକ ଆଉ ଆଖିରେ ଆଇ ଲାଇନର ଆଉ ଗାଲରେ ଚିକ ମିକ କରୁଥିବା ମେକଅପ ଲଗାଇ ଅର୍ଚ୍ଚନା ଏକ ଦମ ଭାବେ ଚିକ ଚିକ ଛାଡୁଥିଲେ।

ହେଲେ ଦର୍ଶକ ବନ୍ଧୁ କୁହାଯାଉଛି କି ଅର୍ଚ୍ଚନାଙ୍କୁ ମେକଅପ କୀଟ ଦେଲେ ଅର୍ଚ୍ଚନାଙ୍କର ଆଉ କୌଣସି ଜିନିଷର ଆବଶ୍ୟକତା ନାହିଁ। ଅର୍ଚ୍ଚନାଙ୍କୁ ମେକଅପ କୀଟ ଦେଲେ ଅର୍ଚ୍ଚନା ଯେତେ ଦିନ ପାରିବେ ସେତେଦିନ ଜେ-ଲରେ ରହି ପାରିବେ। ସୁନ୍ଦରୀ ଅର୍ଚ୍ଚନା ମେକଅପ ବିନା ରହି ପାରିବେ ନାହିଁ ଏ କଥା ଆମେ କହୁନୁ ଯାହା ସାଧାରଣ ଲୋକେ ଆଲୋଚନା କରୁଛନ୍ତି।

ଅର୍ଚ୍ଚନା ନାଗ ଘରେ ଯେମିତି ସଜ ହେଉଥିଲେ ଘରେ ଯେପରି ଭାବେ ମେକଅପ ନେଉଥିଲେ ଠିକ ସେହିଭଳି ଅର୍ଚ୍ଚନା ଜେ-ଲରେ ମଧ୍ୟ ମେକଅପ ନେଉଥିଲେ। ଅର୍ଚ୍ଚନା ଗି-ରଫ ହେବା ପରେ ତାଙ୍କୁ ନେଇ ଅନେକ ଆଲୋଚନା ହେଉଥିଲା କି ଅର୍ଚ୍ଚନା କୁଆଡେ ପ୍ରଥମରୁ ଏତେ ସୁନ୍ଦର ନଥିଲେ ଯେତେବେଳେ ଅର୍ଚ୍ଚନା ମୁମ୍ବାଇ ଯାଇଥିଲେ ଓ ସେଠାରୁ ଆସି ଯେତେବେଳେ ଅର୍ଚ୍ଚନା ବିୟୁଟି ପାଲରରେ କାର୍ଯ୍ୟ କଲେ ସେତେବେଳେ ଅର୍ଚ୍ଚନା ଖୁବ ସୁନ୍ଦରୀ ହୋଇ ଯାଇଥିଲେ।

ସବୁବେଳେ ସୁନ୍ଦର ହେବାକୁ ଚାହୁଁଥିବା ଅର୍ଚ୍ଚନା ଜେ-ଲ ଭିତରେ ମେକଅପ ନେଇ ଆଜି ଯେତେବେଳେ କୋର୍ଟକୁ ଆସିଥିଲେ ସେତେବେଳେ ଅର୍ଚ୍ଚନାଙ୍କୁ ନେଇ ଅନେକ ଆଲୋଚନା ହୋଇଥିଲା। ସମସ୍ତେ ଅର୍ଚ୍ଚନାଙ୍କୁ ଦେଖି ଚକିତ ହୋଇଥିଲେ କି ଅର୍ଚ୍ଚନା ଜେ-ଲ ଭିତରେ ଥିଲେ ସୁଦ୍ଧା କିପରି ସଜ ବାଜ ହେବାକୁ ଆଉ ସୁନ୍ଦର ଦେଖା ଯିବାକୁ ଭୁଲୁ ନାହାନ୍ତି ତାକୁ ନେଇ ଆଲୋଚନା ମଧ୍ୟ କରିଥିଲେ।

ମୁଁ ଜେ-ଲରେ ରହିଲେ କଣ ହେଲା ମୁଁ ଜେଲ ରେ ରହିଲି ବୋଲି ମୁଁ କଣ ମେକଅପ ନେବିନି। ଯଦି ମତେ ଜେଲ ଭିତରେ ମେକଅପ କୀଟ ଦେବେ ତେବେ ମୁଁ ଜେ-ଲ ଭିତରେ ରହିବି ନହେଲା ରହିବି ନାହିଁ। ବନ୍ଧୁଗଣ ଯଦି ଆପଣ ଅର୍ଚ୍ଚନା ଜେ-ଲ ଯିବା ପରଠାରୁ ଭାବୁଥିବେ କି ଅର୍ଚ୍ଚନା ଜେଲରେ ଥାଇ ଚିନ୍ତାରେ କଳା କାଠ ପଡିଯାଇଥିବେ କି ଜେଲ ଭିତରେ ରହି ରହି ଅର୍ଚ୍ଚନା ଆଉ ସୁନ୍ଦରୀ ହୋଇ ରହିନଥିବେ ତେବେ ତାହା ଆପଣଙ୍କ ଭୁଲ ଧାରଣା। ଅର୍ଚ୍ଚନା ଆଜିବି ଠିକ ସେମିତି ଚିକ ଚିକ କରୁଥିଲେ ଯେମିତି ଅର୍ଚ୍ଚନା ପୂର୍ବରୁ ସୁନ୍ଦରୀ ଥିଲେ ଆଉ ତାଙ୍କ ସୁନ୍ଦର ରୂପରେ ଅନେକ ନେତାମନ୍ତ୍ରୀଙ୍କୁ ଫସାଉଥିଲେ।

ଅର୍ଚ୍ଚନା ଯେତେବେଳେ ନିଜର ସାମ୍ରାଜ୍ୟ ଆରମ୍ଭ କରିଥିଲେ ସେତେବେଳେ ସୁନ୍ଦରୀ ଅର୍ଚ୍ଚନା ନିଜ ରୂପର ଜାଲରେ ବଡ଼ ବଡ଼ ନେତା ମନ୍ତ୍ରୀ ଆଉ ଧନୀ ବ୍ୟକ୍ତି ମାନଙ୍କୁ ଫ-ସାଇଥିଲେ। ଲୋକେ କହୁଛନ୍ତି ଯଦି ଅର୍ଚ୍ଚନା ସୁନ୍ଦରୀ ନ ହୋଇଥାନ୍ତେ ତେବେ ଅର୍ଚ୍ଚନାଙ୍କ ଉଦ୍ୟଶ ଯାହା ଥିଲା ତାହା ହୁଏତ ପୂରଣ ହୋଇ ପାରିନଥାନ୍ତା। ତେଣୁ ଅର୍ଚ୍ଚନା ପାଲରରେ କାର୍ଯ୍ୟ କରି ପ୍ରଥମେ ସୁନ୍ଦରୀ ହେଲେ ଓ ଲୋକଙ୍କୁ କିପରି ସର୍ଭିସ ଦେଇ ଖୁସି କରିବେ ତାହା ଶିଖିଲେ ଓ ତା ପରେ ଅର୍ଚ୍ଚନା ନିଜର ସାମାର୍ଜ୍ୟ ଆରମ୍ଭ କଲେ ଓ ତାଙ୍କ ଲକ୍ଷ ସ୍ଥଳରେ ପହଞ୍ଚିଲେ ବୋଲି ଲୋକେ ଏବେ ଆଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *