ଅର୍ଚ୍ଚନା ତୁ ମୁଁହ ଖୋଲିଲେ ଆମେ ଫ-ସିଯିବୁ।

ଏ ଅର୍ଚ୍ଚନା ତତେ କେତେ ବୁଝେଇଥିଲି ତୁ ମେଡିଆ ବାଲା ଙ୍କୁ କିଛି ନ କହିବା ପାଇଁ, ତୁ କାହିଁକି ମୁଁହ ଖୋଲିଲୁ , ତୁ କଣ ଜାଣିନୁ ତୁ ମୁଁହ ଖୋଲିଲେ କେବେଳ ତୁ କି ଜଗବନ୍ଧୁ ନୁହେଁ ଆମେ ବି ତୋ ସହ ଫ-ସିଯିବୁ। ତୁ କଣ ଚାହୁଁଛୁ ତୁ ସେ ଅନ୍ଧାର କଠୋରି ଭିତରେ ଯେମିତି ଏବେ ଜୀବନ ବିତାଉଛୁ ଆମେ ବି ଠିକ ସେମିତି ଜେ-ଲ ଯାଉ। ତୋ ମୁଣ୍ଡରେ ଟିକେ ହେଲେ ବୁଦ୍ଧି ନାହିଁ ଅର୍ଚ୍ଚନା ତୁ କିଛି ବୁଝି ପାରୁନୁ।

ଯଦି ତୁ ବୁଝି ପାରିଥାନ୍ତୁ କି ତୋ ଉପରେ ପୋଲିସ ଆଉ ବଡ଼ ବଡ଼ ବ୍ୟକ୍ତି ମାନଙ୍କ ବୁଦ୍ଧି ଅଧିକ ଅଛି ହୁଏତ ତତେ ଆଜି ଏପରି ଦିନ ଦେଖିବାକୁ ମିଳି ନଥାନ୍ତା। ହେଲେ ନାଇଁ ତୁ ଖାଲି ଫୁଲୁଫୁଟି ମାଛ ଭଳି ଫଡଫଡ ହେଲୁ ଆଉ ସେଥିପାଇଁ ନିଜେ ଜେ-ଲ ଗଲୁ। ଆଉ ତୋ ସାଥିରେ ତୋ ସ୍ୱାମୀ ମାନେ ଜଗବନ୍ଧୁ ବି ଜେ-ଲ ଗଲା। ଆଉ ଏବେ ପୁଣି ମିଡିଆ ସହ ଲାଗୁଛୁ ମିଡିଆ ଉପରେ ରାଗୁଛୁ ଆଉ ଯାହା ଯେତିକି ପ୍ରମାଣ ଲୁ-ଚିକି ଅଛି ସବୁ ମିଡିଆ ଦିନେ ସାମ୍ନାକୁ ଆଣିବ। କେବଳ ତୋରି ପାଇଁ । ତୁ କିଛି ବୁଝୁନୁ କି ବୁଝିବାକୁ ଚେଷ୍ଟା ବି କରୁନୁ।

ନାଇଁ ସାର ମୁଁ ସବୁ ବୁଝୁଛି ହେଲେ କଣ କରିବି କୁହନ୍ତୁ ଏ ମିଡିଆ ଉପରେ ମତେ ଖୁବ ରାଗ ଲାଗୁଛି। ସାର ଏ ମିଡିଆ ଯେଉଁ ଖବର ପ୍ରସାରଣ କରୁଛି ମୁଁ ତାକୁ ସହି ପାରୁନି। ମୋ ଅତୀତ ମୋ ବର୍ତ୍ତମାନ ଆଉ ମୋ ଭବିଷ୍ୟତ ସବୁକିଛି ଆଣି ଲୋକଙ୍କ ସାମ୍ନାରେ ଉପସ୍ଥାପନ କରୁଛି। ଆପଣ ନିଜେ କୁହନ୍ତୁ ତ ମୁଁ ଆଉ କେତେ ସହିବି। ଯାହା ନାଇଁ ତାହା ମିଡିଆ ମୋ ନାଁ ରେ ଗପୁଛି। ମୁଁ ଏ ଘଟ-ଣାକୁ ଭୁଲିବାକୁ ଯେତେ ଚେଷ୍ଟା କଲେ ଏ ମିଡିଆ ମତେ ସବୁକିଛି ପୁଣି ମନେ ପକାଇ ଦେଉଛି।

ମତେ ଭାରି କ-ଷ୍ଟ ହେଉଛି ସାର। କାଇଁ ମୁଁ ଯେତେବେଳେ ଅନେକ କ-ଷ୍ଟ ଆଉ ଅନ୍ୟାୟ ନି-ର୍ଯ୍ୟାତ-ନାର ଶି-କାର ହେଇଥିଲି ମିଡିଆ ଚୁପ ରହିଥିଲା ଆଉ ଆଜି ଯେତେବେଳେ ମୋ ନାରେ ଗୋଟିଏ ଅଭି-ଯୋଗ ଆସିଲା ସେତେବେଳେ ସେତେବେଳେ ସବୁକିଛି ଲୋକଙ୍କ ସାମ୍ନାକୁ ଆଣିଲା। ସାର ମୁଁ ଏତେ ଦିନ ହେଲାଣି ଯେଉଁ ନେମ ଆଣ୍ଡ ଫେମ ସୃଷ୍ଟି କରିଥିଲି ସବୁକିଛି ଏ ମିଡିଆ ଧ୍ୱଂ-ସ କରିଦେଲା। ଏ ସବୁ ମୁଁ କେମିତି ସହି ପାରିଥାନ୍ତି ଆପଣ ନିଜେ କୁହନ୍ତୁ। ମୁଁ ସହିବାକୁ ଅନେକ ଚେଷ୍ଟା କରିଥିଲି ହେଲେ ସକାଳୁ ରାତି ପର୍ଯ୍ୟନ୍ତ ମିଡିଆ କେବଳ ମୋ ଖବର ବଜାଉଛି ମୁଁ ଶାନ୍ତିରେ ରହି ପାରୁନି।

ଅର୍ଚ୍ଚନା ଦିନେ ତୁ ପ୍ରତି-ଶୋଧ ନେବା ଚକରରେ ଆଜି ଏମିତି ଦିନ ଆସିଲା ଆଉ ତୁ ଜେ-ଲ ଗଲୁ। ଆଉ ଏବେ ମିଡିଆ ସହ ଲାଗିଛୁ ଆମକୁ ବି ଜେ-ଲ ପଠାଇବୁ। ମୁଁ ଦେଖୁଛି ତୋ ମୁଣ୍ଡରେ ଟିକେ ହେଲେ ବୁଦ୍ଧି ନାହିଁ। କିଏ ଚାହେଁ ନିଜକୁ ଆଗ ମୁକୁଳାଇବା ପାଇଁ ହେଲେ ତୁ କିନ୍ତୁ ନିଜକୁ ପୁଣି ଫସା-ଇବାରେ ଲାଗିଛୁ। ହେଲେ ଅର୍ଚ୍ଚନା ମୁ କହି ଦେଉଛି ତୋର ଭୁଲ ପାଇଁ ଯେମିତି ଆମେ ପୋ-ଲିସ ର ତ-ଦନ୍ତ ପରିସର ଭୁକ୍ତ ନହେଉ। ଆଉ ହଁ ତତେ ଏ କଥା ବି କହିଦେଉଛି ତୁ ଯାହା କରୁଛୁ କରେ କିନ୍ତୁ ସେଥିରେ ଆମ ନା ନ ଆସିବା ଦରକାର।

ଆମେ କଣ ତୋ ପାଖକୁ ଖୁସିରେ ଯାଉଥିଲୁ ତୁ ଟଙ୍କା ନେଉଥିଲୁ ଆଉ ଆମେ ମଜା ନେଉଥିଲୁ। ନିଜେ ତ ଚାରି ପାଞ୍ଜିରୁ ଗଲୁ। ହେଲେ ଆମେ ସ୍ୱଚ୍ଛ ଭାବ ମୂର୍ତ୍ତି ବନାଇ ରଖିବାକୁ ଅନେକ ପରିଶ୍ରମ କରିଛୁ। ଜନ ସାଧାରଣଙ୍କ ପାଖରେ ମୁଖା ପିନ୍ଧି ଅଭିନୟ କରିଛୁ ତୋ ଭଳି ଆମେ ଶରୀର ବିକୁନୁ ଅର୍ଚ୍ଚନା। ଛାଡ଼ ତୁ ଆଉ ତୋ ସ୍ୱାମୀ ଏବେ ଜେ-ଲ ଭିତରେ ଅଛ ସେଥିପାଇଁ ମୁ ତତେ ବୁଝାଇ ଦେଉଛି ତୁ ଯେମିତି କିଛି ଏପଟ ସେପଟ ନ କରୁ।

ସାର ଜାଣିଥିଲି ଦୁଃ-ଖ ସମୟରେ ସମସ୍ତେ ହାତ ଛାଡି ଦିଅନ୍ତି। ହେଲେ ତା ବୋଲି ଆପଣ ଏମିତି ଧ-ମକ ଦେବେ। ନିଜକୁ ବଞ୍ଚାଇବାକୁ ଯାଇ ମତେ ଏକା ଛାଡି ଦେବେ। ସାର କେମିତି ଭୁଲି ଗଲେ ସେ ରାତି କଥା ଯେଉଁ ରାତିରେ ଆପଣ ମୋ ଶରୀରକୁ ମନ ଭରି ଉପଭୋଗ କରୁଥିଲେ। ସାର ଆପଣ ଜାଣିଛନ୍ତି ଆପଣଙ୍କୁ ସେହି ଅନ୍ତ-ରଙ୍ଗ ମୁହୂର୍ତ୍ତ ଖୁବ ଖୁସି ଆଉ ମଜା ଦେଉଥିବା ବେଳେ ମୋ ଶରୀର ମତେ କେତେ କ-ଷ୍ଟ ଦେଉଥିଲା।

ହେଲେ ସବୁ କଷ୍ଟ ସହି ମୋ ଶରୀରକୁ ଆପଣଙ୍କୁ ସମର୍ପଣ କରିଥିଲି ଆଉ ତା ପ୍ରତି ବଦଲରେ ଆପଣ ଆଜି ମତେ ସୁନ୍ଦର ଉପହାର ଦେଲେ। ସାର ମୁଁ ଜେଲ ରୁ ବାହାରିବା ପରେ ଏହି ଉପହାରକୁ ସବୁଦିନ ମନେ ରଖିବି।ଅର୍ଚ୍ଚନା କୋର୍ଟକୁ କାଲି ଯେତେବେଳେ ଆସିଥିଲେ ନେତା ମାନେ ମନେ ମନେ ଏପରି କିଛି ଭାବୁଥିଲେ ଆଉ ମନେ ମନେ ଅର୍ଚ୍ଚନାକୁ ବୁଝାଉଥିଲେ କି ଅର୍ଚ୍ଚନା ମିଡିଆ ଆଗରେ କିଛି ମୁହଁ ନଖୋଲୁ। ଆଉ ଅର୍ଚ୍ଚନା ନେତା ମାନଙ୍କ ମନ କଥା ବୁଝିପାରି ମନେ ମନେ କହୁଥିଲେ ସାର ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ମିଡିଆକୁ କିଛି କହିବି ନାହିଁ।

Leave a Reply

Your email address will not be published. Required fields are marked *