ଡାକ୍ତର ସାଜିଲେ ରା-କ୍ଷସ , ଦା-ନ୍ତ ଦେଖିବା ବାହାନାରେ ଯୁବତୀଙ୍କ ପ୍ରାଇ-ଭେଟ୍ ପା-ର୍ଟ ଦେଲେ ଛୁଇଁ

କୁହାଯାଏ ଏ ଦୁନିଆଁରେ ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ । ସେ ମଣିଷକୁ ନୂଆ ଜୀବନ ଦେଇଥାନ୍ତି । ତାଙ୍କ ହାତରେ ସବୁକିଛି ରହିଥାଏ । ସେଥିପାଇଁ ମଣିଷର ଏତେ ବିଶ୍ୱାସ ଯେ , ଟିକିଏ କଣ ଅସୁବିଧା ହେଲେ ସେ ଧାଇଁ ଯାଏ ଡାକ୍ତର ନିକଟକୁ ଆଉ କହିଥାଏ ମୋତେ ଭଲ କରି ଦିଅନ୍ତୁ । ତେବେ ଏହି ବିଶ୍ଵାସରେ କେବେ କେବେ ଡାକ୍ତର ମୁଖା ତଳେ ଲୁ-ଚି ରହିଥିବା ରା-କ୍ଷସ ମାନେ ବି-ଷ ମିଶାଇ ଦେଇଥାନ୍ତି ।

ତେବେ ଏପରି କିଛି ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ଘ-ଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ଘଟ-ଣା , ଯାହା ବିଷୟରେ ସମସ୍ତେ ଜାଣିବା ପରେ ଏହାକୁ ଛି ଛି ବୋଲି କହୁଛନ୍ତି । ତେବେ ଘଟ-ଣାଟି କିଛି ଏପରି ଥିଲା । ଜଣେ ଯୁବତୀ ନିଜ ଦାନ୍ତ ଏବଂ କିଛି ଟେ-ଷ୍ଟ ରି-ପୋର୍ଟ ଦେଖାଇବା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ।

ଯୁବତୀଙ୍କ ଘର ବାବୁଗାଆଁ ଥା-ନା ଅନ୍ତର୍ଗତ ଖଲିଗୁଡ଼ା ଗାଆଁର ଅଟେ। ତେବେ ସେହି ସମୟରେ ଡାକ୍ତର ସମ୍ବିତ କାର୍ଯ୍ୟରେ ଥିଲେ । ଆଉ ସେ ଅତ୍ୟନ୍ତ ନି-ଶାଗ୍ର-ସ୍ତ ଥିଲେ । ତେବେ ଯୁବତୀ ନିଜ ଦାନ୍ତ ସମସ୍ୟା ବିଷୟରେ ଡାକ୍ତରଙ୍କୁ ଜଣାଇ ଥିଲେ ଆଉ ସେ ସବୁ ଟେଷ୍ଟ ରି-ପୋର୍ଟ ମଧ୍ୟ ଦେଖାଇ ଥିଲେ । କିନ୍ତୁ ସେପଟେ ଡାକ୍ତର ବାବୁ ଆଦୌ ହୋସରେ ନଥିଲେ । ବାବୁ ପୁରାପୁରି ଟଳ ଟଳ ହେଉଥିଲେ । ଯାହାକୁ ଦେଖି ଯୁବତୀ ପୁରାପୁରି ଭ-ୟଭୀ-ତ ହୋଇ ଯାଇଥିଲେ ।

ତେବେ କଥା ଏତିକିରେ ସରି ଯାଇନଥିଲା । ଡାକ୍ତର ବାବୁ ଏହାପରେ ଯୁବତୀଙ୍କ ପ୍ରାଇ-ଭେଟ୍ ପା-ର୍ଟରେ ହାତ ମା-ରି ଦେଇଥିଲେ । ଯାହା ପରେ ଯୁବତୀ ବାହାରକୁ ଆସି ନିଜ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ । ତେବେ ଏହାପରେ ପରିବାର ଲୋକ ଯାଇ ନବରଙ୍ଗପୁର ଥା-ନାରେ ଏ ବିଷୟରେ ଅଭି-ଯୋଗ କରିଥିଲେ ।

ଅନ୍ୟ ପକ୍ଷରେ ଡାକ୍ତରଖାନା ଯାଇ ଦେଖିଲା ବେଳକୁ ଡାକ୍ତର ବାବୁ ଚାବି ପକାଇ କୁଆଡେ ଗା-ଏବ ହୋଇ ଯାଇଥିଲେ । ତେବେ ପରେ ବାବୁଙ୍କ ଖବର ପାଇଥିଲା ପୋ-ଲିସ । ଆଉ ତାଙ୍କୁ ପଚ-ରା ଉ-ଚରା କରି ଛାଡି ଦେଇଥିଲା । ତେବେ ଏ କଥା ଯୁବତୀଙ୍କ କାନରେ ପଡ଼ିବା ପରେ କାଲି ଯୁବତୀ ଜଣକ ସମାଜ ସେବୀ ମାନଙ୍କୁ ନେଇ ଥା-ନାରେ ପହଞ୍ଚି ଯାଇଥିଲେ । ଆଉ ନ୍ୟା-ୟ ପାଇଁ ଦାବି କରିଥିଲେ । ତେବେ ଘ-ଟଣା ଆଗକୁ କେଉଁ ରୂପ ଧାରଣ କରିବ ସେ କଥା ତ-ଦନ୍ତ ପରେ ହିଁ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *