ମହାନଦୀ ବସ ଦୁର୍ଘ-ଟଣାରେ ସାମ୍ନାକୁ ଆସିଲେ ଡ୍ରାଇଭର , କହିଲେ ମୁଁ ଜାଣି ଶୁଣି କିଛି କରି ନାହିଁ

କିଛି ଦିନ ଆଗରୁ ଏକ ଖବର ଶୁଣିବାକୁ ମିଳିଥିଲା କି , ମହାନଦୀ ଉପରେ ରହିଥିବା ଏକ ବ୍ରିଜରେ ବସ ଦୁର୍ଘ-ଟଣା ହୋଇଛି । ଅର୍ଥାତ୍ ଭାରସାମ୍ୟ ହରାଇ ବସ୍ ଟି ପୋଲ ତଳକୁ ଖସି ପଡୁଥିଲା କିନ୍ତୁ ଅଳ୍ପକେ ବର୍ତ୍ତିଗଲା । ଆଉ ତା ମଧ୍ୟରେ ରହିଥିବା ୩୦ ରୁ ଅଧିକ ଯାତ୍ରୀଙ୍କ ଜୀବନ ଯାଉ ଯାଉ ବଞ୍ଚି ଯାଇଥିଲା । ଏପରି ଦୁର୍ଘଟଣା ଲୋକଙ୍କ ମନରେ ଭ-ୟ ସୃଷ୍ଟି କରିଥିଲା ଆଉ ଏପରି ପରିସ୍ଥିତିରେ କିଏ କଣ କରିବ ଜାଣି ପାରି ନଥିଲା । କିନ୍ତୁ କୁହାଯାଏ ନା ରଖେ ହରି ତ ମା-ରେ କିଏ , ଠିକ୍ ସେହିଭଳି ଭଗବାନ ମଧ୍ୟ ବଞ୍ଚାଇ ଦେଇଥିଲେ ।

ତେବେ ହଁ ଆଜ୍ଞା ଆମେ କହୁଛୁ କଟକ ଜିଲ୍ଲା ବାଙ୍କୀ ନିକଟରେ ଥିବା ମହାନଦୀ ଉପରେ ଜାତମୁଣ୍ଡିଆ ବ୍ରିଜ ପାଖରେ ଘଟି ଯାଇଥିବା ଘ-ଟଣା ବିଷୟରେ । ବ୍ୟାରିକେଟକୁ ଧ-କ୍କା ଦେଇ ବସ ବ୍ରିଜ ତଳକୁ ଝୁଲି ହୋଇ ରହିଥିଲା । କିନ୍ତୁ ବସ୍ ପୁରାପୁରି ଭାବରେ ବ୍ରିଜ ତଳକୁ ଖସି ପଡ଼ି ନଥିଲା ଆଉ ଅଳ୍ପକେ ର-କ୍ଷା ପାଇ ଯାଇଥିଲେ ସମସ୍ତେ । ଅନ୍ୟ ପକ୍ଷରେ ଗୋଟିଏ କଥା ଚାରିଆଡ଼େ ଚର୍ଚ୍ଚା ହୋଇଥିଲା ଯେ , ଡ୍ରାଇଭର ଗାଡ଼ି ଛାଡି ଦେଇ ସେଠାରୁ ଦୌଡ଼ି ପଳେଇ ଯାଇଥିଲେ। କିନ୍ତୁ ବର୍ତ୍ତମାନ ସବୁ କଥା ସ୍ପଷ୍ଟ ଭାବରେ ଜଣା ପଡ଼ିଛି ।

କାହିଁକି ନା ଗଣମାଧ୍ୟମ ସାମ୍ନାକୁ ଆସି ସବୁ କଥା ସତ ସତ କହିଛନ୍ତି ନିଜେ ଡ୍ରାଇଭର । ସୂଚନା ଅନୁଯାୟୀ , ଅନୁଗୁଳ ରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରୁଥିବା ବସ୍ ର ଡ୍ରାଇଭର କହିଛନ୍ତି କି , ସେଦିନ ହଠାତ ବସ୍ ଭାରସାମ୍ୟ ହରାଇ ବ୍ୟାରିକେଟରେ ମା-ଡ଼ ହୋଇଥିଲା । କିନ୍ତୁ ତାକୁ ର-କ୍ଷା କରିବା ପାଇଁ ସେ ବହୁତ ଜୋରରେ ବ୍ରେ-କ ମଧ୍ୟ ମା-ରିଥିଲେ । କିନ୍ତୁ ବସ୍ କୁ ସେ ସମ୍ଭାଳି ପାରି ନଥିଲେ । ଆଉ ବସ୍ ପୋଲ ତଳକୁ ପୁରାପୁରି ଖସି ନଥିଲା । ଆଉ ଏପରି ପରିସ୍ଥିତିରେ ସେ ତାଙ୍କ ଡ୍ରାଇଭର ଭାଇ ମାନଙ୍କୁ ଫୋନ୍ କରି ଡକାଇ ଥିଲେ ଆଉ ସେମାନେ ଆସି ପହଞ୍ଚି ଥିଲେ ।

ଏହାପରେ ଆରମ୍ଭ ହୋଇଥିଲା ଉ-ଦ୍ଧାର କାର୍ଯ୍ୟ । ଆଉ ଭଲ ଭାବରେ ଉ-ଦ୍ଧାର ସରିବା ପରେ ବସ୍ ମଧ୍ୟରେ ରହିଥିବା ୩୦ ଜଣ ମହିଳା ସମେତ ପିଲା ମାନଙ୍କ ଜୀବନ ବଞ୍ଚି ଯାଇଥିଲା । ଆଉ ତାପରେ ସବୁ ଧିରେ ଧିରେ ସାଧାରଣ ହୋଇଥିଲା । ତେବେ ଏପରି ପରିସ୍ଥିତିରେ ଡ୍ରାଇଭର ଜଣକ କହିଛନ୍ତି କି , ମି-ଛରେ ତାଙ୍କ ନାମରେ ଏପରି କୁହାଯାଉଛି । ସେ କଦାପି କାହାକୁ ମା-ରିବା ପାଇଁ ଚାହିଁ ନାହାନ୍ତି । ତେଣୁ କରି ତାଙ୍କୁ ଏପରି ନ କହିବାକୁ ସେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *