ସମୁଦ୍ର ବେଳାଭୂମିକୁ ବୁଲିବାକୁ ଡାକି ସାଙ୍ଗର ଯୌ-ନା-ଙ୍ଗ କା-ଟିଦେଲା ସାଙ୍ଗ । ଆଉ ତାପରେ ………

ସାଙ୍ଗ କେବେ କଣ ଜଣେ ସାଙ୍ଗକୁ ଜୀବନରୁ ମା-ରିବାକୁ ଉଦ୍ୟମ କରେ କି ? ହଁ ହୁଏତ ଏଭଳି ଘ-ଟଣା କେଉଁଠି ଘଟିଥାଇ ପାରେ କିନ୍ତୁ ଆଜିକାର ଲେଖାରେ ଆମେ ଯେଉଁ ଘ-ଟଣା ବିଷୟରେ କହିବୁ ସେହି ଘଟଣା ସମ୍ପୂର୍ଣ୍ଣ ଭିନ୍ନ ଧରଣର ଅଟେ ।କାରଣ ଘ-ଟଣା ଅନୁଯାୟୀ ଜଣେ ସାଙ୍ଗ ନିଜ ସାଙ୍ଗର ଯୌ-ନାଙ୍ଗ କା-ଟି ଦେଇଛି । ଏମିତିରେ ସମୁଦ୍ର ବେଳାଭୂମିକୁ ଦୁହେଁ ବୁଲିବାକୁ ଯାଇଥିଲେ ଏବଂ ହଠାତ ସାଙ୍ଗ ଏକ ମାର-ଣସ୍ତ୍ରରେ ନିଜ ସାଙ୍ଗ ଉପରକୁ ଆକ୍ର-ମଣ କରିଥିଲା ।ଯେଉଁ ଘଟ-ଣାକି ବର୍ତ୍ତମାନ ସେଠାକାର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ଆଉ ଲୋକେ ଘ-ଟଣା ଶୁଣି ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି ।

ସୂଚନା ଅନୁଯାୟୀ ରାଜନଗର ପିଣ୍ଠ ସମୁଦ୍ର ବେଳାଭୂମିରେ ଏଭଳି ଏକ ଘ-ଟଣା ଘଟି ଯାଇଛି । ସାଙ୍ଗର ବେଳା ଖରାପ ପଡ଼ିଥିଲା କେଜାଣି , କେଉଁ ଭଳି ସାଙ୍ଗ ସହିତ ବୁଲିବାକୁ ଯାଇଥିଲା ଯିଏକି ମା-ରିବାକୁ ବି ପଛାଇ ନାହିଁ । ଅଳ୍ପ କିଛି ମୁହୂର୍ତ୍ତର କ୍ରୋ-ଧ ପାଇଁ ସାଙ୍ଗକୁ ହିଁ ଭୁଲିଯାଉଛି ସେ ଆଉ କେମିତିକା ସାଙ୍ଗ ? କାରଣ ସାଙ୍ଗ ହୋଇ ଅନ୍ୟ ଜଣେ ସାଙ୍ଗକୁ ବୁଲିବାକୁ ଡାକି ଏଭଳି ଘଟ-ଣା ଘଟାଇବା ଶୁଣିଲେ ନିଶ୍ଚିତ ଭାବରେ ବିଶ୍ୱାସ କରି ହେଉନାହିଁ । ସୂଚନା ଅନୁଯାୟୀ ପଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗାଁର ଭାଗବତ ଦାସ ପେଣ୍ଠ ବେଳାଭୂମିକୁ ବୁଲିବାକୁ ଯାଇଥିବା ବେଳେ ଘଟିଛି ଏଭଳି ଅଘ-ଟଣ ।

ପୀଡ଼ିତ ଯୁବକଙ୍କ କହିବା ଅନୁଯାୟୀ ତାଙ୍କ ସାଙ୍ଗ ତାଙ୍କୁ ସମୁଦ୍ର ବେଳାଭୂମିକୁ ବୁଲିବାକୁ ଡାକିଥିଲେ । ଦୁହେଁ ଖୁବ ଖୁସିରେ ରାଜନଗର ପେଣ୍ଠ ସମୁଦ୍ର ବେଳାଭୂମିକୁ ଯାଇ ବୁଲିଥିଲେ । ଯୁବକଙ୍କ କହିବା ଅନୁଯାୟୀ ପ୍ରଥମେ ସବୁକିଛି ଠିକ ଠାକ ଥିଲା । ଦୁହେଁ କିଛି ସମୟ ବେଳାଭୂମିରେ ବୁଲିବା ପରେ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । କିନ୍ତୁ ହଠାତ ଦୁହିଁଙ୍କ ମଧ୍ୟରେ କୌଣସି କାରଣ ବଶତଃ ମତାନ୍ତର ହେବାରୁ ସାଙ୍ଗ ଜଣକ ଭାଗବତ ଦାସଙ୍କ ଯୌନା-ଙ୍ଗକୁ ଏକ ମାର-ଣସ୍ତ୍ରରେ ଆକ୍ର-ମଣ କରିଥିଲା । ଯୁବକ ଜଣକ ସେଠାରୁ ପ୍ରା-ଣ ଭ-ୟରେ ଦୌଡ଼ି ପଳାଇ ଆସିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେହିଠାରେ ପଡ଼ି ଯାଇଥିଲେ । ଆଖପାଖରେ ଥିବା ଲୋକଙ୍କ ପାଇଁ ତାଙ୍କ ଜୀବନ ବଞ୍ଚି ଯାଇଥିଲା ।

ହଠାତ ଚିତ୍କାର ଶୁଣି ଲୋକେ ସେଠାକୁ ଆସି ଭାଗବତଙ୍କୁ ଗୁରୁ-ତର ଅବସ୍ଥାରେ ଉ-ଦ୍ଧାର କରି ରାଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଯୁବକ ଜଣକ ହଠାତ ନିଜ ସାଙ୍ଗ ଉପରେ ଏଭଳି ଆକ୍ର-ମଣ କାହିଁକି କରିଲେ ତାହା ଏବେ ସୁଦ୍ଧା ଜଣା ପଡ଼ିନାହିଁ । ମାତ୍ର ପୋଲି-ସରେ ଅଭି-ଯୋଗ ପରେ ବର୍ତ୍ତମାନ ପୋ-ଲିସ ଅଭି-ଯୁକ୍ତ ଯୁବକଙ୍କୁ ଖୋଜୁଛି । ଅଭି-ଯୁକ୍ତ ଧରା ପଡ଼ିବା ପରେ ସବୁ ଘ-ଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *