ଭାଙ୍ଗି ଗଲା ବାଇକର ଆଗ ଚକା । ଛିଟିକି ପଡ଼ିଲେ ଗାଡ଼ିରେ ଥିବା ପ୍ରେମୀ ଯୁଗଳ ।

ଗାଡ଼ି ଚଳାଉ ଚଳାଉ ସକପଚର ଭାଙ୍ଗିଯିବା କାରଣରୁ ଘଟି-ଗଲା ଏକ ସାଂଘା-ତିକ ସଡ଼କ ଦୁର୍ଘ-ଟଣା । ଯାହା ଶୁଣିଲେ ଆପଣ ଭ-ୟଭୀ-ତ ହୋଇଯିବେ । କାରଣ ଘଟ-ଣାଟି ମଧ୍ୟ ଖୁବ ଭ-ୟାନକ ଥିଲା । ଗାଡ଼ିରେ ଦୁଇ ପ୍ରେମୀ ଯୁଗଳ ଯାଉଥିଲେ । କେହିବି ଭାବି ନଥିଲେ ହଠାତ ଏଭଳି ଘ-ଟଣା ଘଟିଯିବ ଏବଂ ଯେଉଁ ଗାଡ଼ିର ସାହାଯ୍ୟ ନେଉଥିଲେ ତାହା ମଧ୍ୟ ଏଭଳି ହୋଇଯିବ ।

ପ୍ରେମିକ ଗାଡ଼ିକୁ ସମ୍ଭାଳିପାରି ନଥିଲେ । ଗାଡ଼ିର ସକପଚର ଭାଙ୍ଗି ଯିବା କାରଣରୁ ଚକା ସମ୍ପୂର୍ଣ୍ଣ ବାହାରି ଯାଇଥିଲା । ଯେଉଁ କାରଣରୁ ଗାଡ଼ି ଯାଇ ଆଗରେ ଚାଲୁଥିବା ଅଟୋରେ ବାଡ଼େଇ ହୋଇଥିଲା ଏବଂ ପ୍ରେମୀ ଯୁଗଳ ବହୁ ଦୂରକୁ ଛିଟିକି ପଡ଼ିଥିଲେ । ମାତ୍ର ଅଳ୍ପକେ ଜୀବନ ବର୍ତ୍ତିଗଲା ନଚେତ ଦୁହେଁ ବ୍ରିଜ ତଳକୁ ଖସି ପଡ଼ିଥାନ୍ତେ ।

କିନ୍ତୁ ଏହି ଘଟ-ଣାରେ ଲକ୍ଷାଧିକ ଟଙ୍କାର ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି କିନ୍ତୁ ଦୁଇ ମୂଲ୍ୟବାନ ଜୀବନ ଚାଲି ଯାଇଛି । ଆଜ୍ଞା ହଁ , ଏକ ବ୍ରିଜ ଉପରେ ଏଭଳି ଏକ ମର୍ମ-ନ୍ତୁଦ ସଡ଼କ ଦୁର୍ଘ-ଟଣା ଘଟି ଯାଇଛି । ଗାଡ଼ିର ସକପଚର ଭାଙ୍ଗି ଯିବାରୁ ଗାଡ଼ିର ଚକା ଖସି ଯାଇଥିଲା ଏବଂ ଯୁବକ ଯୁବତୀ ରାସ୍ତାର ଆର ପାରିକୁ ଖସି ପଡ଼ିଥିଲେ ।

କିନ୍ତୁ ଦୁହେଁ ଗୁରୁ-ତର ଭାବରେ ଆ-ହତ ହୋଇଛନ୍ତି ଏବଂ ଡାକ୍ତରଖାନାରେ ଦୁହେଁ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ ଏଭଳି ଏକ ଦୁର୍ଘ-ଟଣା ଭୁବନେଶ୍ୱର ଆଚାର୍ଯ୍ୟବିହାର ଅଭର ବ୍ରିଜ ନିକଟରେ ଦେଖିବାକୁ ମିଳିଛି । ଭାଗ୍ୟ ଭଲ ଥିବାରୁ କେହିବି ଅଭର ବ୍ରିଜ ତଳକୁ ଗଳି ନାହାଁନ୍ତି । ଭଙ୍ଗା ଗାଡ଼ିଟିକୁ ଦେଖିଲେ ଆପଣ ଭଲ ଭାବରେ ଜାଣି ପାରିବେ ଯେ ଦୁର୍ଘ-ଟଣା କେତେ ଭୟଙ୍କର ଥିଲା । ପଲସର ଗାଡ଼ିଟିର ଆଗ ସକପଚର ସହିତ ଚକା ସମ୍ପୂର୍ଣ୍ଣ ଅଲଗା ହୋଇ ଯାଇଛି ।

ବ୍ରିଜ ଉପରେ ଏକ ଅଟୋ ମଧ୍ୟ ଛିଡ଼ା ହୋଇଥିଲା । ଅଟୋ ଡ୍ରାଇଭରଙ୍କର ଓଲାରୁ ଏକ ବୁକିଂ କଲ ଆସିଥିଲା । ସେଥିପାଇଁ ବ୍ରିଜ ମଝିରେ ଅଟୋକୁ ରାସ୍ତା ମଝିରେ ସାଇଡ଼ କରି ଡ୍ରାଇଭର ବୁକିଂ ପାଇଁ କଲ ଉଠାଇ ଥିଲେ । ଏହି ସମୟରେ ହିଁ ପ୍ରେମୀ ଯୁଗଳ ପଛପଟୁ ଗାଡ଼ିରେ ଆସି ଧ-କ୍କା ଦେଇଥିଲେ । ଗାଡ଼ିର ବେଗ ୮୦ – ୯୦ ଥିବାରୁ ଲକ୍ଷେରୁ ଅଧିକ ଟଙ୍କିଆ ବାଇକ ପୁରା ଭାଙ୍ଗିରୁଜି ଚୁରମାର ହୋଇ ଯାଇଥିଲା । ସେପଟେ ଦୁର୍ଘ-ଟଣା ହେବା ପରେ ଉଭୟେ ଆମ୍ବୁଲାନ୍ସରେ ବସି ଡାକ୍ତରଖାନା ପଳାଇ ଥିଲେ । ଗାଡ଼ିର ସାମ୍ନାରେ ଆର୍ମି ଲେଖା ହୋଇଥିବାରୁ ଏହା ଅନୁମାନ କରାଯାଉଛି ଯେ ଏହା କେହି ଆର୍ମିରେ ଥିବା ବ୍ୟକ୍ତିଙ୍କର ହୋଇଥାଇପାରେ ।

Leave a Reply

Your email address will not be published. Required fields are marked *