ପ୍ରେମିକ ପାଇଁ ଥା-ନା ଆଗରେ ମାଆଙ୍କୁ ମା-ରିଲେ ଝିଅ, ମୁଁ ଆଉ ତମ ସହ ରହିବିନି ବୋଲି କହିଲେ।

ଦଶ ମାସ ଦଶ ଦିନ ଗର୍ଭରେ ଧରି, ଦୁଃ-ଖ କଷ୍ଟ ଯ-ନ୍ତ୍ରଣା ସହି ମାଆ ଆମକୁ ଜନ୍ମ ଦିଏ। ଦୁନିଆରେ ଏମିତି କେହି ନାହିଁ ଯିଏ ନିଜ ମାଆର ଋଣ ସୁଜି ଦେବ। କିନ୍ତୁ ଆଜିକାଲି ପିଲା ମାଆର ଋଣ ସୁଜିବା ବଦଳରେ ତାଙ୍କୁ ଦୁଃଖ ଦେଉଛନ୍ତି, ସମସ୍ତଙ୍କ ଆଗରେ ଅପମାନିତ କରୁଛନ୍ତି। ବାପାମାଆ ପିଲାଙ୍କ ଭବିଷ୍ୟତ ପାଇଁ ନିଜର ସବୁ ଖୁସି ଭୁଲିଯାଆନ୍ତି କିନ୍ତୁ ପିଲା ଆଉ କାହାପାଇଁ ବାପାମାଆଙ୍କୁ ଦୁନିଆ ଆଗରେ ଅପମାନିତ କରି ଘର ଛାଡ଼ି ଚାଲିଯାଏ। ଏମିତି ଏକ ମା-ମଲା ବ୍ରହ୍ମପୁର ଥା-ନା ଆଗରେ ଦେଖିବାକୁ ମିଳିଛି।

ବ୍ରହ୍ମପୁର ଥାନା ଆଗରେ ଝିଅ ନିଜ ମାଙ୍କୁ ଧକା ଦେଇ ତଳେ ପକେଇ ଦେଇ ତାଙ୍କ ସହ ଘରକୁ ଯିବେନି ବୋଲି ପୋଲିସ୍ ଅଧିକାରୀଙ୍କୁ କହିଛନ୍ତି। ଝିଅର ମାଆଙ୍କ ନାମ ଗୌରୀ ସେ ଦୁଃ-ଖରେ ମିଡ଼ିଆ ଆଗରେ କହିଛନ୍ତିଜାନୁୟାରୀ ୨୧,୨୦୨୧ ରେ ଆଶିଷ ଯିଏକି ତାଙ୍କ ଝିଅକୁ ଭଲ ପାଉଥିଲେ ସେ ତାଙ୍କ ମାମୁଁ ଜିତୁଙ୍କ କଥାରେ ପଡି ଝିଅକୁ କିଡନାପ୍ କରି ନେଇ ଯାଇଥିଲେ।

ଏବେ ସେ ତାଙ୍କ ଝିଅକୁ ବ୍ରାଉନ ସୁଗାର୍ ଦେଇ ତାଙ୍କ ମୁଣ୍ତରେ ମାଆବାପାଙ୍କ ବିରୁ-ଦ୍ଧରେ ମି-ଛ ସତ କହି ଥା-ନା କୁ ଆଣିଛନ୍ତି ସେଥିପାଇଁ ମୋ ଝିଅ ମୋ କଥା ଶୁଣୁନି। ତାକୁ ଦଶ ମାସ ଦଶ ଦିନ ଗ-ର୍ଭରେ ଧରି ଜନ୍ମ ଦେଇଥିଲି ନା ସେ ତାର ଋଣ ସୂଜୁଛି। ଗୋଟେ ପର ପୁଅ ପାଇଁ ମତେ ଥା-ନା ଆଗରେ ମାଡ଼ ମା-ରିଛି। ମୁଁ ଏବେବି କହୁଛି ସେ ଖୁସିରେ ରହୁ କିନ୍ତୁ ସେ ପୁଅ ପାରିବାର ଧୋଂଶ ହେଇଯିବ।

ଥା-ନାରେ ମା-ମଲା ବୁଝାସୁଝା ହେବା ପରେ ଥା-ନା ଅଧିକାରୀ କହିଛନ୍ତି ଝିଅ ଆଶିଷଙ୍କ ପାଖରେ ରହିବ ସେଥିପାଇଁ ଗଉରୀ କହୁଛନ୍ତି ପ୍ରଥମେ କୋର୍ଟ ମ୍ୟାରେଜ ସରିଲା ପରେ ସେ ଆମ ଝିଅକୁ ନେଇ ଯାଆନ୍ତି। ଆମର କିଛି ଚିନ୍ତା ନାହିଁ ସେ ଆଉ ଆମ ଝିଅ ନୁହେଁ। ମୁଁ ଯେତେବେଳେ ଆଶିଷଙ୍କ ଘରକୁ ଯାଇଥିଲି ତାଙ୍କ ପିତା ରବିନାରାୟଣ ଏବଂ ତାଙ୍କ ମା ସଂଯୁକ୍ତା କହିଲେ ଯଦି ୫ ଲକ୍ଷ ଟଙ୍କା ନ ଦେବେ ତେବେ ଆମେ ତମ ଝିଅକୁ ହୋଟେଲ ରେ ବିକିଦବୁ ସେଥିପାଇଁ ମୋ ଝିଅର ଭଲ ପାଇଁ ସେ ଆଗ କୋର୍ଟରେ ବାହାହେଇ ଯାଆନ୍ତୁ ତା ପରେ ତାକୁ ନେଇ ଯାଆନ୍ତୁ।

ଆଶିଷ କହିଛନ୍ତି ଆମେ ଦେଢ଼ ବର୍ଷ ହେଲା ଦୁହେଁ ଦୁହିଁଙ୍କୁ ଭଲ ପାଉଛୁ। ଝିଅକୁ ୨୧ ବର୍ଷ ହେଇନି ବୋଲି ଆମେ ବାହା ହେଇନୁ ସେଥିପାଇଁ ତାଙ୍କ ଘର ଲୋକ ତା ଉପରେ ବହୁତ୍ ଚାପ ପକାଉଛନ୍ତି, ସବୁବେଳେ ଆମ ଘର ପାଖକୁ ଆସୁଛନ୍ତି, ଦିନକୁ ୧୦୦୦ ଥର ଫୋନ୍ କରୁଛନ୍ତି ସେଥିପାଇଁ ଆମେ ଆସି ପୋ-ଲିସ୍ ଷ୍ଟେ-ସନ୍ ରେ ଅଭି-ଯୋଗ କରିଥିଲୁ କିନ୍ତୁ ସେ ଏବେ ମୋ ନା ରେ ମି-ଛ କଥା କହୁଛନ୍ତି। କୋର୍ଟ ଆମକୁ ନି-ର୍ଦ୍ଦେଶ ଦେଇଛି ଝିଅକୁ ୨୧ ହେଇଗଲେ ଆମେ ବହାହେଇ ଯିବୁ।

Leave a Reply

Your email address will not be published. Required fields are marked *