ସମସ୍ତଙ୍କୁ ଟଙ୍କାରେ କିଣିପାରିବେ ସବୁଠୁ ବଡ଼ ପ୍ଲେ ବୟ ।

ଦିନେ ସେ ଥିଲେ ବହୁତ ଗରୀବ । ହେଲେ ଏବେ ସେ ଯାହାକୁ ଚାହିଁବେ କିଣି ପାରିବେ । ଟଙ୍କାର ଅଭାବ ତାଙ୍କ ପାଖରେ ଆଦୌ ନାହିଁ । କାରଣ ଗୋଟିଏ ମୋବାଇଲ ଫୋନ ବଦଳାଇ ଦେଇଥିଲା ତାଙ୍କ ଭାଗ୍ୟ । ହଁ ବନ୍ଧୁଗଣ ଏ ହେଉଛନ୍ତି ଭାରତର ସବୁଠୁ ବଡ଼ ବ୍ୟାଡ ବୟ । ଗରିବ ଘରେ ଜନ୍ମ ହୋଇ ସେ ହୋଇଛନ୍ତି ସବୁଠୁ ବଡ଼ ଧନୀ । ସେ କୁଆଡେ ମାତ୍ର ଗୋଟିଏ ଫୋନରୁ ହୋଇଯାଇଥିଲେ କୋଟିପତି । ଆଉ କୋଟି ପତି ହେବା ପରେ ତାଙ୍କ ପାଇଁ ବଲିଉଡ ହିରୋଇନଙ୍କ ସାଜିଥିଲେ ଦିୱାନା । ଯିଏ ଦିନେ ଖୁବ ସାନ ଦିନୁ ଗରିବ ଜୀବନ ବିତାଇ ଥିଲେ ସେ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଜ ବାହୁରେ ଧରି ପାରୁଥିଲେ ।

ଆଉ ସେ କୁଆଡେ ମାତ୍ର ୧୭ ବର୍ଷ ବୟସରେ କମାଇଥିଲେ ୭୫ କୋଟି ଟଙ୍କା । ସମସ୍ତେ ବ୍ୟବହାର କରୁଥିବା ଏକ ସାଧାରଣ ମୋବାଇଲ ଫୋନକୁ ବ୍ୟବହାର କରି ସେ ବନି ଯାଇଥିଲେ ଗରିବରୁ ବଡ଼ ଧନୀ । ସେ ହେଉଛନ୍ତି ସୁକେଶ ଚନ୍ଦ୍ର । ଗରିବ ଘରେ ସିନା ଜନ୍ମ ହୋଇଥିଲେ ହେଲେ ମୋବାଇଲ ଫୋନ ଆଜି ତାଙ୍କୁ ଧନୀ କରାଇ ଦେଇଛି । ଆଜି ତାଙ୍କ ପାଖରେ ଅଛି କୋଟି କୋଟି ଟଙ୍କା ଏବଂ ତା ସହିତ ତାଙ୍କ ପାଖରେ ଅନେକ ଦାମୀ ଗାଡି ମଧ୍ୟ ରହିଛି ।

କିଛି ମାସ ପୂର୍ବରୁ ଗି-ରଫ ହୋଇଥିବା ସୁକେଶ ଚନ୍ଦ୍ର ଭାରତର ସବୁଠାରୁ ବଡ଼ ବ୍ୟାଡ ବୟ । କାରଣ ସୁକେଶ ଏମିତି ଟଙ୍କା ଉଡାଉ ଥିଲେ ଯେ ସେ ଭାରତର ଯେଉଁ ଅଭିନେତ୍ରୀଙ୍କୁ ଚାହୁଁଥିଲେ ତାଙ୍କୁ ବ୍ୟବହାର କରୁଥିଲେ । ନିଜ ଇଚ୍ଛା ମୁତାବକ ତାଙ୍କ ସହ ଯାହା ଚାହୁଁଥିଲେ ତାହା କରି ପାରୁଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ସୁକେଶ ଜଣେ ଗରିବ ପରିବାରର ପିଲା ହୋଇ ରାତାରାତି କିପରି ଧନୀ ହୋଇଗଲେ ।

ଆଉ ଗୋଟିଏ ମୋବାଇଲକୁ ବ୍ୟବହାର କରି କିପରି କମାଉ ଥିଲେ ଲକ୍ଷ ଲକ୍ଷ ଟଙ୍କା । ସୁକେଶ ଚନ୍ଦ୍ର କୁଆଡେ ଧନୀ ଲୋକଙ୍କୁ ଠକୁଥିଲା ଆଉ ଧନୀ ଏବଂ ଦାମୀ ଅଭିନେତ୍ରୀଙ୍କ ପଛରେ ଉଡାଉ ଥିଲା ଟଙ୍କା । ସୁକେଶ ଜଣେ ଗରିବ ପରିବାରରୁ ଜନ୍ମ । ଆଉ ଯେତିକି ଟଙ୍କା ସୁକେଶଙ୍କ ବାପା ରୋଜଗାର କରୁଥିଲେ ତାହା ଖାଇବା ପିଇବାରେ ସରିଯାଉଥିଲା । ନା ପାଖରେ କିଛି ବଳକା ରହୁଥିଲା ନା କିଛି ପରିବର୍ତ୍ତନ ହେଉଥିଲା ।

ତେଣୁ ସୁକେଶଙ୍କ ବାପା ସବୁବେଳେ ଚାହୁଁଥିଲେ କି ସୁକେଶ ଭଲ ପାଠ ପଢି ବଡ଼ ମଣିଷ ଟେ ହୁଅନ୍ତୁ । ଆଉ ଭଲ ଚାକିରୀ କରନ୍ତୁ । କିନ୍ତୁ ଭାଗ୍ୟର ବିଡମ୍ବନା ଏପଟେ ବାପାଙ୍କର ଆଶା ଆଉ ସେପଟେ ସୁକେଶଙ୍କର ଆଚରଣ ସବୁ କିଛି ଭିନ୍ନ ଥିଲା । ସୁକେଶ ଆଦୌ ଭଲ ପାଠ ପଢୁନଥିଲେ ତେଣୁ ଦଶମ ଶ୍ରେଣୀରେ ଫେ-ଲ ହୋଇଥିଲେ ସୁକେଶ । ଆଉ ସେହିଠାରୁ ପାଠ ମଧ୍ୟ ଛାଡି ଦେଇଥିଲେ ।

ତେବେ ସୁକେଶଙ୍କର କେବେ ବି ପାଠ ପଢ଼ାରେ ମନ ଲାଗୁନଥିଲା । ତେବେ ସୁକେଶ ସବୁବେଳେ ଧନୀ ହେବାକୁ ଚାହୁଁଥିଲେ । ତେଣୁ ସୁକେଶଙ୍କୁ ଧନୀ ହେବାର ନି-ଶା ପାଗଳ କରୁଥିଲା । କିପରି ରାତା ରାତି ଧନୀ ହେବେ ତାହା ଭାବି ସୁକେଶ ଶାନ୍ତିରେ ନିଶ୍ୱାସ ମଧ୍ୟ ମା-ରି ପାରୁନଥିଲେ ।

ଆଉ ଏହା ପରେ ସୁକେଶ ଧନୀ ମାନଙ୍କ ସଂସ୍ପର୍ଶରେ ମୋବାଇଲ ଫୋନ ମାଧ୍ୟମରେ ଆସିବାକୁ ଲାଗିଲେ । ଯେଉଁଠି କୁ ଧନୀ ଲୋକ ମାନେ ଆସୁଥିଲେ ଜାଗା କିଣିବାକୁ ସେହିଠାରେ ସୁକେଶ ଥିଲେ ମୁଖ୍ୟ । ସେ ଧନୀ ବ୍ୟକ୍ତି ମାନଙ୍କୁ ଜାଗା ଦେଇ ନେଉଥିଲେ କିଛି କିଛି କମିସନ । ଆଉ ଶେଷରେ ସୁକେଶ ବଡ଼ ବଡ଼ ଲୋକଙ୍କ ସହ ମିଶି କାହା ଠାରୁ କେତେ ଟଙ୍କା ଠ-କି ହୋଇ ପାରିବ ତାହା ସୁକେଶ ଧୀରେ ଧୀରେ ଅନୁମାନ ଲଗାଇଲା ।

ଆଉ ଏହା ପରେ କାହା ଠାରୁ ଏକ ଲକ୍ଷତ କାହା ଠାରୁ ଏକ କୋଟି ଠ-କି ସୁକେଶ ପାଲଟିଗଲା ଗରିବରୁ କୋଟିପତି । ବାସ ତା ପରେ ସୁକେସ ଯାହା ଚାହିଁଲା ତାହା କିଣି ପାରିଲା । ଯାହା ଚାହିଁଲା ତାହା କରି ପାରିଲା । ସୁକେଶ ପାଲଟି ଗଲା ବହୁତ ବଡ଼ ବ୍ୟାଡ ବ୍ୟୟ

Leave a Reply

Your email address will not be published. Required fields are marked *