ମୁଁ ବିଶ୍ୱ ରଞ୍ଜନ ଦାଶ। ଶୁଭଶ୍ରୀଙ୍କୁ ପ୍ରେମ କରି ବିବାହ କରିଥିଲି। ବିବାହ ପରେ ଆମେ ବେଶ ଖୁସିରେ ଥିଲୁ। ମାନେ ବିବାହର କିଛି ବର୍ଷ ବେଶ ହସ ଖୁସିରେ ଚାଲିଥିଲା ଆମ ପରିବାର। ଆମ ପରିବାରରେ ସମସ୍ତେ ଖୁସିରେ ଥିଲେ ସବୁକିଛି ଠିକ ଠାକ ଚାଲିଥିଲା। ହେଲେ ବିବାହର କିଛି ବର୍ଷ ପରେ ମୋ ସ୍ତ୍ରୀଙ୍କ ଦୋ-ଷ ବାହାରିଲା।
ମାନେ ପର ପୁରୁଷ ଅର୍ଥାତ ମୋ ସାଙ୍ଗ ସହ ମୋ ସ୍ତ୍ରୀ ସମ୍ପ-ର୍କ ରଖିଲା। ଆଉ ଶେଷରେ ସବୁକିଛି ସାରିଦେଇ ମୋ ଜୀବନକୁ ବ-ର୍ବାଦ କରି ଦେଇ ଚାଲିଗଲା। ମୋ ସାଙ୍ଗ ମୋ ଅନୁପସ୍ଥିତ ରେ ମୋ ଘରକୁ ଯିବା ଆସିବା କରେ। ଆଉ ଯିବା ବେଳେ ଆଉ ମୋ ଅନୁପସ୍ଥିତର ସୁଯୋଗ ନେଇ ମୋ ସ୍ତ୍ରୀ ଆଉ ମୋ ସାଙ୍ଗ ଦୁହେଁ ଶାରୀ-ରିକ ସ-ମ୍ପର୍କ ରଖିଲେ।
ଯେତେବେଳେ ଏହା ଆମ ପରିବାର ଲୋକେ ଏବଂ ମୁଁ ଜାଣିବାକୁ ପାଇଲୁ ସେତେବେଳେ ଏହାକୁ ଘୋର ବି-ରୋଧ କରିଥିଲୁ ଆଉ ସାଙ୍ଗକୁ ବୁଝାଇବା ସହିତ ସ୍ତ୍ରୀଙ୍କୁ ମଧ୍ଯ ଅନେକ ବୁଝାଇଥିଲି ଆମେ ପ୍ରେମ ବିବାହ କରିଛନ୍ତି ଆମେ ସମାଜରେ ରହୁଛନ୍ତି ମତେ ଥରେ ପ୍ରେମ ବିବାହ କରିବା ପରେ ମୋ ସାଙ୍ଗ ସହ ସ-ମ୍ପର୍କ ରଖିଲେ ତୁମକୁ ସମାଜ କଳ-ଙ୍କିନି କହିବ ତୁମ ଉପରେ ସମାଜ ଆଙ୍ଗୁଳି ଉଠାଇବ ଆଉ ମୁଁ ଯେହେତୁ ତୁମ ସ୍ୱାମୀ ତାହା ମୁଁ ଆଦୌ ସହି ପାରିବି ନାହିଁ। ମୁଁ ତୁମକୁ ସବୁ ଖୁସି ଦେବାକୁ ରାଜି ଅଛି ହେଲେ ତୁମେ ମୋ ସାଙ୍ଗ ଠାରୁ ଦୂରେଇ ରୁହ। ଏମିତିରେ ଆମ ବିବାହକୁ ଆଠ ବର୍ଷ ହୋଇଗଲାଣି। ବିବାହର ଏତେ ବର୍ଷ ପରେ ଏ ସବୁ କାର୍ଯ୍ୟ ଆଦୌ ଠିକ ନୁହେଁ।
ହେଲେ କିନ୍ତୁ ସେ ମୋ କଥା ଶୁଣିଲେ ନାହିଁ। ମୁଁ ଅସୁସ୍ଥ ହୋଇ ମେଡ଼ିକାଲ ବେଡ଼ରେ ପଡିଥିବା ବେଳେ ସେ ମୋ ସାଙ୍ଗ ସାଥିରେ ବେଡ଼ରେ ସୋଇ ରହିଥିଲେ। ଆଉ ଶେଷରେ ମତେ ଛା-ଡପ-ତ୍ର ଦେଇ ମୋ ସାଙ୍ଗ ଚନ୍ଦନ ସାଥିରେ ରହିଲେ। ସାଙ୍ଗ ଚନ୍ଦନ ମୋ ସଂସାରକୁ ନ-ଷ୍ଟ କରିଦେଲା। ମୋ ସ୍ତ୍ରୀ ପେଟରେ ବଢୁଥିବା ମୋ ଛୁଆକୁ ମେଡ଼ିସିନ ଦେଇ ମା-ରିଦେଲା। ଆଉ ଶେଷରେ ସବୁକିଛି ନ-ଷ୍ଟ କରିଦେଲା।
ମୁଁ ପ୍ରେମ କରି ବିବାହ କରିଥିଲି କେବେ ବି ସୁଦ୍ଧା ସ୍ୱପ୍ନରେ ଭାବି ନଥିଲି କି ମୋ ସହ ଦିନେ ଏମିତି ଘ-ଟିବ ବୋଲି। ଯଦି ଜାଣିଥାନ୍ତି ପ୍ରେମ କରି ବିବାହ କଲେ ମତେ ଶେଷରେ ଏତେ ସବୁ ଝଡ଼ ଝଞ୍ଜାକୁ ସାମ୍ନା କରିବାକୁ ପଡିବ ବୋଲି ତାହାଲେ ମୁ କେବେ ହେଲେ ଏଭଳି ଗୋଟେ ମାୟାବିନୀ ନାଗୁଣୀ କଳ-ଙ୍କିନି କୁ ଆଣି ମୋ ବେକରେ ଆଦୌ ବାନ୍ଧି ନଥାନ୍ତି।
ଗୋଟେ ପଟେ ବୃଦ୍ଧା ମା ବୋହୂର ଏପରି କା-ଣ୍ଡ କାର-ନାମା ପାଇଁ ଏସ୍ପି ଅଫିସ ସମ୍ମୁଖରେ ବସି ନ୍ୟା-ୟ ମାଗୁଥିବା ବେଳେ ଅନ୍ୟପଟେ ପୁଅ କ୍ୟାମେରା ସାମ୍ନାରେ ଆସି ବଖାଣିଛନ୍ତି ପତ୍ନୀ ଓ ସାଙ୍ଗଙ୍କ ଧୋ-କେବା-ଜ କାହାଣୀ। ଜଣେ ସାଥି ଆଉ ଜଣେ ଜୀବନ ସାଥି ଦୁହିଁଙ୍କୁ ବିଶ୍ୱାସ କରିବା ବିଶ୍ଵଙ୍କ ପାଇଁ ପଡିଛି ମହ-ଙ୍ଗା। ଜୀବନରେ ଦୁଇଟି ମଣିଷଙ୍କ ଉପରେ ବିଶ୍ୱାସ କରି ବିଶ୍ୱ ଏବେ ଅନୁତାପ କରୁଛନ୍ତି।
ଯେଉଁ ଜୀବନ ସାଥୀଙ୍କୁ ଦିନେ ଭଲ ପାଇ ମନ୍ଦିରରେ ବିବାହ କରିଥିଲେ ସେ ଅଧା ରାସ୍ତାରେ ଧୋ-କା ଦେବା ବେଳେ ଆଉ ଯେଉଁ ସାଙ୍ଗ ସହ ଛୋଟ ଦିନରୁ ସାଙ୍ଗ ହୋଇ ଖେଳୁଥିଲେ ବୁଲୁଥିଲେ ସେ ମଧ୍ୟ ଅଧା ବାଟରେ ବିଶ୍ୱାସ ଘା-ତକ କଲା। ଏ ଦୁଃ-ଖ ଭିତରେ ଅନଅନିଶ୍ୱାସୀ ହୋଇ ପଡୁଛନ୍ତି ବିଶ୍ୱ ଆଉ ତାଙ୍କ ପରିବାର ଲୋକେ। ଆଉ ନ୍ୟା-ୟ ପାଇଁ ଭି-କ୍ଷା କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ନ୍ୟା-ୟ ମିଳୁଛି ବିଶ୍ଵଙ୍କ ପରିବାର କୁ।