ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ସୁନ୍ଦରୀ ଯୁବତୀଙ୍କ ହାଇଡ୍ରାମା । ମ-ଦ ପିଇ ଅଟକାଇଲେ ଗାଡ଼ି ।

ପ୍ରାୟତଃ ରାଜଧାନୀ ରାଜରାସ୍ତାର ଭାଇରଲ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଦୃଷ୍ଟି ଆକର୍ଷଣ କରିଥାଏ । ଆଉ ତାହାକୁ ଦେଖିଲେ ଆପଣ ବି ଭାବୁଥିବେ ଯେ କେବଳ ରାଜଧାନୀରେ ଏଭଳି ଦୃ-ଶ୍ୟ ଦେଖିବାକୁ ମିଳୁଛି ନା ସବୁଠି ଏମିତି ଦେଖିବାକୁ ମିଳେ । ଅନେକ ସମୟରେ ରାଜଧାନୀ ରାଜରାସ୍ତାରେ ସୁନ୍ଦରୀଙ୍କ କାରନାମା ଦେଖିବାକୁ ମିଳିଥାଏ । ଆଉ ବର୍ତ୍ତମାନ ମଧ୍ୟ ଏହିଭଳି ଏକ ଘଟ-ଣା ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣବି ଭାବିବାକୁ ବାଧ୍ୟ ହେବେ ଯେ ନିଶା ଏଭଳି ହେଲେ ଯୁବତୀ ମାନେ କିଛିବି କରି ପାରନ୍ତି । ଆଉ ତାହାର ପ୍ରମାଣ ବି ଆମେ ଆପଣଙ୍କ ସାମ୍ନାକୁ ନେଇ ଆସିଛୁ ।

ରାଜ୍ୟ ରାଜଧାନୀ ଭୁବନେଶ୍ବରର ରାଜରାସ୍ତାରେ ଜଣେ ଯୁବତୀଙ୍କ କାରନାମାର ଭିଡ଼ିଓ ଭାଇରଲ ହେବାରେ ଲାଗିଛି । କେତେବେଳେ ଗାଡ଼ି ଅଟକାଉଛନ୍ତି ତ କେତେବେଳେ ଗାଡ଼ି ଆଗକୁ ଚାଲି ଆସୁଛନ୍ତି । ଯିଏବି ଦେଖିଲେ କେହିବି ଏହାର କାରଣ ବୁଝି ପାରିବେ ନାହିଁ । ପ୍ରାପ୍ତ ବୟସ୍କ ଯୁବତୀ , ବେଶଭୂଷା ମଧ୍ୟ ଠିକଠାକ ।

ତେବେ ସେ ଏଭଳି କାରନାମା କରିବାର କାରଣ କଣ ? ଯିଏବି ଦେଖିଲେ ଏଭଳି ପ୍ରଶ୍ନ ନିଶ୍ଚୟ ମନକୁ ଆସିବ । ତେବେ ଏହି ଦୃଶ୍ୟ ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏବଂ ଦେଖଣାହାରି ମଧ୍ୟ ଦେଖୁଛନ୍ତି ଏବଂ କହୁଛନ୍ତି ଯେ ରାଜଧାନୀ ରେ ଇଏ କେମିତିକା ଦୃଶ୍ୟ ?

ଆଜ୍ଞା ହଁ! ଜଣେ ଯୁବତୀ ମ-ଦ ପିଇ ରାଜଧାନୀ ରାସ୍ତାରେ ଛିଡ଼ା ହୋଇ ରହିଛନ୍ତି ଏବଂ ଟଳମଳ ହୋଇ ଚାଲୁଛନ୍ତି । ଯାହାକୁ ଦେଖି ଲୋକେ କହୁଛନ୍ତି ଯେ ଯୁବତୀ ଏଠାରେ ଠକଲମ ମା-ରିଛନ୍ତି ବୋଲି । ଯୁବତୀ ଜଣକ କେତେବେଳେ ଗାଡ଼ି ଅଟକାଇ ଦେଉଛନ୍ତି ତ କେତେବେଳେ ଗାଡ଼ି ଆଗକୁ ଚାଲି ଆସୁଛନ୍ତି । ଆଉ କେହି କେହି ପୁଣି ଏଭଳି ଦୃଶ୍ୟକୁ ଦେଖି କହୁଛନ୍ତି ଯେ ଯୁବତୀଙ୍କ ହୋସ ନାହିଁ ।

ଏଭଳି ଜଣେ ନିଶାଶକ୍ତ ଯୁବତୀଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ତାହାର ଭିଡ଼ିଓ ମଧ୍ୟ ବନାଇବାର ଲାଗିଛନ୍ତି । ସୂଚନା ଅନୁଯାୟୀ ଜାଗମରା ଅଞ୍ଚଳର କଲେଜ ଛକରେ ଏହି ଯୁବତୀ ଜଣଙ୍କର ହାଇ ଡ୍ରାମା ଦେଖିବାକୁ ମିଳିଛି । ଭାଇରଲ ଭିଡ଼ିଓ ଦେଖି ଲୋକେ ମତ ଦେଉଛନ୍ତି ଯେ ଇଏ ମହିଳା ବୋଲି ପୋ-ଲିସ କିଛି କା-ର୍ଯ୍ୟାନୁ-ଷ୍ଠାନ ନେଉ ନାହିଁ । ନଚେତ ପୁଅ ହୋଇଥିଲେ ଜେଲରେ ପୁରେଇ ଥାନ୍ତେ ।

Leave a Reply

Your email address will not be published. Required fields are marked *