ପ୍ରେମିକକୁ ଗରିବ କହି ଛାଡି ଦେଲା ପ୍ରେମିକା , ଶେଷରେ ପ୍ରେମିକ ରା-ଗରେ କଲା ଏମିତି

କୁହାଯାଏ ଯେଉଁଠି ପ୍ରକୃତ ଭଲ ପାଇବା ରହିଥାଏ , ସେଠାରେ ଦୁହିଁଙ୍କର ପରସ୍ପର ପ୍ରତି ସମ୍ମାନ ରହିଥାଏ । ଆଉ ଦୁହେଁ ଦୁହିଁଙ୍କ କଥା ମାନି ଆଗକୁ ବଢି ଥାଆନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଭଲ ପାଇବା ବିଷୟରେ କହିବାକୁ ଯାଉଛୁ , ତାହା ଆପଣଙ୍କୁ ଟିକେ ଆଶ୍ଚର୍ୟ୍ଯ ଲାଗିପାରେ , କିନ୍ତୁ ଘଟଣାଟି ପୁରାପୁରି ସତ । ହଁ ଆଜ୍ଞା ଜଣେ ପ୍ରେମିକ ଏତେ ନି-ର୍ଦ୍ଦୟ ସାଜିଗଲା ଯେ ଶେଷରେ ନିଜ କଥା ନ ରହିଲାରୁ ଏପରି ପଦକ୍ଷେପ ନେଇଗଲା , ଯାହା ତାର ପ୍ରେମିକାକୁ ମହଙ୍ଗା ପଡିଲା ।

ତେବେ ହଁ ଆଜ୍ଞା ମିଳିଥିବା ସୂଚନା ଅନୁସାରେ , ଜଣେ ପ୍ରେମିକା ଯେତେବେଳେ ପ୍ରେମିକ କଥାରେ ରାଜି ନ ହେଲା ସେତେବେଳେ ପ୍ରେମିକ କରିଦେଲା ଏମିତି । ତେବେ ଆମେ କହୁଛୁ ଗୋଆର ପରଫରୀମ ରେ ଘଟିଥିବା ଏକ ହ-ତ୍ୟାକା-ଣ୍ଡ ବିଷୟରେ । ଯେଉଁଠାରେ ନିଜ ପ୍ରେମିକାକୁ ହ-ତ୍ୟା କରି ଅମରି ଉପତ୍ୟକାକୁ ଫୋପାଡ଼ି ଦେଇଥିଲା ପ୍ରେମିକ ପ୍ରକାଶ । ଆଉ ବର୍ତ୍ତମାନ ତ-ଦନ୍ତ ପରେ ସବୁ ସତ ସାମ୍ନାକୁ ଆସିବା ସହିତ ପୋ-ଲିସ ଗି-ରଫ କରି ନେଇଛି ସେହି ପ୍ରେମିକକୁ ।

ତେବେ ଏହି କାହାଣୀର ନାୟକ ଏବଂ ନାୟିକା ହେଉଛନ୍ତି ପ୍ରକାଶ ଓ କାମାକ୍ଷି । ଏକଦା କାମାକ୍ଷିର ସ୍କୁଟି ଖରାପ ହୋଇଯାଇଥିଲା ଆଉ ସେ ସ୍କୁଟି ଠିକ୍ କରିବା ପାଇଁ ଗ୍ୟାରେଜ ଯାଇଥିଲେ ଆଉ ଯେଉଁଠି ତାଙ୍କର ଦେଖା ହୋଇଥିଲା ପ୍ରକାଶ ସହିତ । ପ୍ରକାଶ ସେଠାରେ କାମ କରୁଥିଲେ ।ତେବେ ପ୍ରଥମ ଦେଖାରେ ହିଁ ପ୍ରକାଶକୁ ମନ ଦେଇ ବସିଥିଲେ କାମାକ୍ଷୀ । ଆଉ ଅନେକ ଥର ସ୍କୁଟି ଖରାପ ହେବା ବାହାନା କରି ଗ୍ୟାରେଜ ଯାଉଥିଲେ । ତେବେ ଦୁହିଁଙ୍କ ମଧ୍ୟରେ ନିବିଡତା ବଢ଼ି ଚାଲିଥିଲା ।

ଆଉ କାମାକ୍ଷି ପ୍ରକାଶ ଠାରୁ ୮ ବର୍ଷରେ ବଡ ହୋଇ ମଧ୍ୟ ଦୁହେଁ ଭଲ ପାଉଥିଲେ । ତେବେ ଅନେକ ଥର କାମାକ୍ଷି ବିବାହ କଥା କହିଥିଲେ କିନ୍ତୁ ପ୍ରକାଶ ରାଜି ନଥିଲେ । ତେବେ ଶେଷରେ କାମାକ୍ଷି ଯାଇ ଥା-ନାରେ ଏତ-ଲା ଦେଇ ଥିଲେ ପ୍ରକାଶ ନାମରେ । ଆଉ ଏହି କଥା ସହି ପାରି ନଥିଲେ ପ୍ରକାଶ । ରା-ଗି ହୋଇ ଥା-ନା ବାହାରକୁ କାମାକ୍ଷି ଆସିବା ମାତ୍ରେ ତାଙ୍କର ହ-ତ୍ୟା କରି ଦେଇଥିଲେ । ଆଉ ନେଇ ଫୋପାଡ଼ି ଦେଇଥିଲେ । ତେବେ ବର୍ତ୍ତମାନ ପୋ-ଲିସ ପ୍ରକାଶକୁ ଗି-ରଫ କରି କୋର୍ଟ ଚା-ଲାଣ କରି ଦେଇଛି ।

Leave a Reply

Your email address will not be published. Required fields are marked *