ଝିଅ ଜନ୍ମ ହେଲା ବୋଲି ଶିବ ମନ୍ଦିରରେ ଛାଡ଼ିଦେଇଗଲା ମା’ । ଘ-ଟଣା ଜାଣିଲେ ଆପଣବି ହେବେ ଦୁଃଖିତ ।

ଆଜିକା ସମୟରେ ବି ଲୋକଙ୍କର ପୁଅ ଝିଅ ସନ୍ତାନ ଜନ୍ମକୁ ନେଇ ହୀନ ଚିନ୍ତାଧାରା ରହିଛି । ଆଗରୁ ଅନେକ ଥର ଏଭଳି ଘ-ଟଣା ଦେଖିବାକୁ ମିଳିଛି ଯେ ଝିଅ ସନ୍ତାନ ଜନ୍ମ ହେଲେ ଲୋକେ ବାହାରେ ଛାଡ଼ି ଆସୁଥିଲେ କିମ୍ବା ପେଟରେ ହିଁ ନ-ଷ୍ଟ କରି ଦେଉଥିଲେ । କିନ୍ତୁ ଏଭଳି ସମସ୍ୟା ବର୍ତ୍ତମାନ ସମୟରେ ମଧ୍ୟ ଲୋକଙ୍କ ମନରେ ରହିଛି ।

ଆଉ ଏଭଳି ଏକ ଅଭା-ବନୀୟ ଘ-ଟଣା ସମସ୍ତଙ୍କୁ ଦୁଃ-ଖିତ କରିଛି । କାରଣ ଜଣେ ମା ନିଜର ନବଜାତ କନ୍ୟା ସନ୍ତାନକୁ ଏକ ମନ୍ଦିର ପାହାଚରେ ଛାଡ଼ି ଦେଇ ଯାଇଛି । ଯାହା ବାସ୍ତବରେ ଖୁବ ଲ-ଜ୍ଜ୍ୟାଜ-ନକ କା-ଣ୍ଡ ଅଟେ । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବଡ଼ଭାଗ ଶିବ ମନ୍ଦିର ଠାରେ ଘଟିଛି ।

ଶିବ ମନ୍ଦିର ପାହାଚରେ ନବଜାତ ଶିଶୁଟି କଇଁ କଇଁ ହୋଇ କା-ନ୍ଦୁଥିବାର ଅନେକ ଲୋକ ଦେଖିବାକୁ ପାଇଥିଲେ । କହିରଖିବୁ ଯେ ଶିଶୁ କନ୍ୟାଟି ସୋମବାର ଦିନ ଜନ୍ମ ହେବା ପରେ କେହି ଜଣେ ମଙ୍ଗଳବାର ଦିନ ରାତିରେ ଆସି ବଡ଼ଭାଗ ମନ୍ଦିରରେ ରଖିଦେଇ ଚାଲି ଯାଇଛି । ଶିଶୁଟି ରାତିସାରା ରାତିସାରା ପାହାଚ ଉପରେ ଶୋଇ ରହିଥିଲା ।

କିନ୍ତୁ ଭଗବାନ ଶିବଙ୍କ ଦୟାରୁ କେହି କୁକୁର କିମ୍ବା ବିଲୁଆ ପିଲାଟିକୁ କିଛିବି କ୍ଷ-ତି ପହଞ୍ଚାଇ ନଥିଲା । ସକାଳୁ ସକାଳୁ ମନ୍ଦିର ପୂଜା କରୁଥିବା ସମୟରେ ପୂଜନ ଦେଖିଥିଲେ ଯେ ଶିଶୁ କନ୍ୟାଟି ପରିତ୍ୟକ୍ତ ଅବସ୍ଥାରେ ମନ୍ଦିର ପାହାଚ ଉପରେ ପଡ଼ିଛି । ଯାହାପରେ ପୂଜକ ପୋ-ଲିସ ଏବଂ ଗାଁ ଲୋକଙ୍କୁ ଖବର ଦେଇଥିଲେ ।

ମନ୍ଦିରର ପୂଜାରୀ କହିଛନ୍ତି ଯେ ସେ ସକାଳ ପ୍ରାୟ ସାଢ଼େ ୬ ଟା ସମୟରେ ନବଜାତ ଶିଶୁ କନ୍ୟାକୁ ଦେଖିବା ପରେ ଗାଁ ଲୋକ ଏବଂ ମନ୍ଦିର କମିଟି ସଦସ୍ୟଙ୍କୁ ଖବର ଦେଇଥିଲେ । ଏହାପରେ ପୋ-ଲିସ ମଧ୍ୟ ଘଟ-ଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉ-ଦ୍ଧାର କରିବା ସହିତ ବୁର୍ଲା ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଇଛି । କହିରଖିବୁ ଯେ ନବଜାତ ଶିଶୁଟି ରାତିରେ ଶୀତ କାକରରେ ପଡ଼ିବା ସତ୍ତ୍ୱେବି କିଛି କ୍ଷ-ତି ହୋଇ ନଥିବା ଜାଣିବାକୁ ମିଳିଛି ।

ଅନ୍ୟପଟେ ଡାକ୍ତର ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା କହିବା ପରେ ଜିଲ୍ଲା ବରଗଡ଼ ମାତୃ ଏବଂ ଶିଶୁ ସୁର-କ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଏଭଳି ଭାବରେ କିଏ ନବଜାତ ଶିଶୁକୁ ମନ୍ଦିରରେ ଛାଡ଼ି ଦେଇ ଯାଇଛି , ତାହାକୁ ନେଇ ଅତାବିରା ପୋ-ଲିସ ତଦ-ନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *