ମା’ର ଶ-ବକୁ ଧରି ପୁଅ କଲା ତୀର୍ଥ ଯାତ୍ରା । ଦୃଶ୍ୟ ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

ମା’ର ଗଳିତ ଶ-ବକୁ ଶୁଟକେଶରେ ଭରି ତୀର୍ଥ ଯାତ୍ରା କରୁଥିବା ଜଣେ ପୁଅକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ପୁଅ ୮୦୦ କିଲୋମିଟର ଯାତ୍ରା କରିବା ପରେ ନିଜ ମା’ର ଶ-ବ ସହିତ ପ୍ରୟାଗରାଜରେ ପହଞ୍ଚିଲେ । ମୁହଁରେ ଓଁ ନମଃ ଶିବାୟ ଏବଂ ହାତରେ ମା’ର ଶ-ବ ଥିବା ଶୁଟକେଶ ଏବଂ ମନରେ ମା’କୁ ମୋକ୍ଷ ଦେବାର ଇଚ୍ଛା । ତେବେ ଏହି ପୁଅର ନାମ ହେଉଛି ହିମାଂଶୁ ଯିଏକି ଡିସେମ୍ବର ୧୪ ତାରିଖ ଭୋର ସମୟରେ ଘରୁ ବାହାରି ଷ୍ଟେସନରେ ପହଞ୍ଚି ଟ୍ରେନକୁ ଅପେକ୍ଷା କରିଥିଲା । ଟ୍ରେନରେ ମା’ର ଶ-ବ ସହିତ ଖାଇବା ପିଇବା ବସିବା ଶୋଇବା ମଧ୍ୟ କଲା । କିନ୍ତୁ ଶବରୁ ବାହାରୁଥିବା ଦୁର୍ଗ-ନ୍ଧ ପ୍ରତି ତାର କୌଣସି ପ୍ରତି-କ୍ରିୟା ନଥିଲା ।

ଟ୍ରେନରେ ସମସ୍ତେ ଶୋଇଯିବା ପରେ ନିଜ ମା’ର ଶ-ବ ସହିତ କଥା ମଧ୍ୟ ହେଉଥିଲା । ଦୀର୍ଘ ତିନି ଦିନ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ହାତରେ ଶୁଟକେଶ ଧରି ଚାଲି ଚାଲି ପ୍ରୟାଗରାଜରେ ପହଞ୍ଚି ଥିଲା । ଲୋକେ ଜାଣି ପାରି ନଥିଲେ ଯେ ଶୁଟକେଶ ଭିତରେ କାହାରି ଶ-ବ ଅଛି ବୋଲି । ମାତ୍ର ସେଥିରୁ ଆସୁଥିବା ଦୁର୍ଗନ୍ଧ ସମସ୍ତଙ୍କୁ ସ-ନ୍ଦେହ କରିବାରେ ବାଧ୍ୟ କରିଥିଲା । କିନ୍ତୁ ଘ-ଟଣା ଏତେ ଭୟଙ୍କର ଯେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏ କେହି କ-ଳିଯୁ-ଗର ଶ୍ରବଣ କୁମାର ନୁହେଁ । କହିରଖିବୁ ଯେ ଏହି ଯୁବକ ଜଣକ ସାମାନ୍ୟ ୫୦୦୦ ଟଙ୍କା ପାଇଁ ନିଜ ମା’ର ହ-ତ୍ୟା କରିଛି । ଆଉ ହ-ତ୍ୟା ପରେ ପ୍ରମାଣ ଲୁଚାଇବାକୁ ଏଭଳି ଷ-ଡ଼ଯ-ନ୍ତ୍ର ରଚିଥିଲା ।

ଘଟଣା ଏହା ଥିଲା ଯେ ବୁଧବାର ଦିନ ମା’ ଘରେ ରୋଷେଇ କରୁଥିବା ସମୟରେ ପୁଅ ଘରେ ପହଞ୍ଚି ଖାଇବାକୁ ମାଗିଥିଲା । ଆଉ ଏହାପରେ ମା’କୁ ପାଞ୍ଚ ହଜାର ଟଙ୍କା ମାଗିଥିଲା । ଏହାପରେ ମା’ ଜଣକ ପାଖରେ ଟଙ୍କା ନଥିବା କହିବା ସହିତ ଏତେ ଟଙ୍କା ନେଇ ସେ କରିବ କଣ ବୋଲି ପ୍ରଶ୍ନ କରିଥିଲେ । ଆଉ ଏହାପରେ ମା’ ପୁଅଙ୍କ ମଧ୍ୟରେ ଯୁ-କ୍ତିତ-ର୍କ ହୋଇଥିଲା ।

ପୁଅ ଏତେ ରା-ଗି ଯାଇଥିଲା ଯେ ନିଜ ମା’ର ବେକ ଚି-ପି ଦେଇଥିଲା । ରାଗରେ ସେ ନିଜ ହୋସ ହରାଇ ବସିଥିଲା । ଆଉ ଯେତେବେଳେ ଜାଣିବାକୁ ପାଇଥିଲା ଯେ ସେ ନିଜ ହାତରେ ନିଜ ମା’ର ହ-ତ୍ୟା କରିଛି ସେତେବେଳେ ସେ ଶ-ବ ସହିତ କଣ କରିବ ଭାବି ଗୁଗଲ ସର୍ଚ୍ଚ କରିଥିଲା । ଆଉ ଗୋଟିଏ ଦିନ ପରେ ମୁଣ୍ଡକୁ ଉପାୟ ଆସିଥିଲା ଯେ ଏଭଳି ନେଲେ ସମସ୍ତେ ସ-ନ୍ଦେହ କରିବେ ତେଣୁ ସେ ଶୁଟକେଶରେ ଭର୍ତ୍ତି କରି ତାର ମା’ର ଶ-ବକୁ ନେଇ ଯାଇଥିଲା ।

ପ୍ରୟାଗରାଜରେ ପହଞ୍ଚି ରାତାରାତି ନିଜ ମା’ର ଶ-ବକୁ ଭସାଇ ଦେବାପାଇଁ ଭାବି ଡଙ୍ଗାରେ ଭସାଇ ଦେବାକୁ ଯାଉଥିବା ବେଳେପୋଲିସ ଧରି ନେଇଥିଲା । ହିମାଂଶୁ ସେହି ବ୍ୟାଗରେ ନିଜ ଡ୍ରେସ ଥିବା କଥା କହିବା ସତ୍ତ୍ୱେବି ପୋ-ଲିସ ବିଶ୍ୱାସ କରି ନଥିଲା । କାରଣ ହିମାଂଶୁର ଚେହେରା ଦେଖି ପୋ-ଲିସ ସ-ନ୍ଦେହ କରିଥିଲା । ଆଉ ଏପଟେ ବ୍ୟାଗରୁ ମଧ୍ୟ ଦୁ-ର୍ଗନ୍ଧ ଆସୁଥିଲା । ଏହାପରେ ପୋ-ଲିସ ବ୍ୟାଗ ଖୋଲି ଯାହା ଦେଖିଥିଲା ସେଥିରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ସେହି ବ୍ୟାଗ ଭିତରେ ତାର ମା’ର ଗଳିତ ମୃ-ତ ଦେହ ଥିଲା । ଆଉ ସବୁ ସତ ଜଣା ପଡ଼ିବା ପରେ ସଙ୍ଗେ ସଙ୍ଗେ ତାକୁ ଗି-ରଫ କରାଯାଇ ହାଜତକୁ ନିଆଯାଇଛି ବୋଲି ସୂଚନା ରହିଛି । ଆଉ ଏହାପରେ ହିମାଂଶୁ ମଧ୍ୟ ସବୁ କଥା ମାନିଥିବା ଜାଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *