ବିନା ପରିଶ୍ରମରେ ଡାକ୍ତର ଜ୍ବାଇଁ:- ଆସିଥିଲେ ଡାକ୍ତର ହୋଇ, କିନ୍ତୁ ଫେରିଲେ ବର ହୋଇ। ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ।

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ। ସେହିଭଳି ଆଉ କିଛି ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିଥାଏ। ବର୍ତ୍ତମାନ ସମୟରେ ମଧ୍ୟ ସୋସିଆଲ ମିଡିଆରେ କିଛି ଏହିଭଳି ଭିଡ଼ିଓ ଭାଇରାଲ ହେଉଛି। ପଶୁ ଡାକ୍ତର ହୋଇ ଅଜଣା ଘରକୁ ଆସିଥିଲେ କିନ୍ତୁ ଫେରିଲା ବେଳେ ବର ହୋଇ ସାଙ୍ଗରେ ସ୍ତ୍ରୀକୁ ଧରି ଫେରିଲେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ସୋସିଆଲ ମିଡିଆରେ ଏକ ବାହାଘରର ଭିଡ଼ିଓ ଭାଇରାଲ ହେଉଛି। ତେବେ ଏହାକୁ ଦେଖିବା ପରେ ଆପଣଙ୍କୁ ଲାଗିବ ଯେ ସବୁଦିନ ଭଳି ଏହା ମଧ୍ୟ ଏକ ସାଧାରଣ ବାହାଘର ହୋଇଥିବ। କିନ୍ତୁ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହି ବାହାଘର ଜୋର ଜବ-ରଦସ୍ତ କରାଯାଉଛି। ପ୍ରଥମେ ଗାଈର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ନାହିଁ ବୋଲି ପଶୁ ଡାକ୍ତରଙ୍କୁ କଲ୍ କରିଥିଲେ। ତେବେ ଡାକ୍ତରଙ୍କ ହାବଭାଵ ଘର ଲୋକଙ୍କୁ ପସନ୍ଦ ଆସିଥିଲା ଯାହାଫଳରେ ଡାକ୍ତର ଙ୍କୁ ଉଠେଇ ନେଇ ଜୋର ଜବ-ରଦ-ସ୍ତ ବିବାହ କରେଇ ଦେଇଥିଲେ।

ତେବେ ବିହାରର ବେଗୁସୁରାଇରେ ଘ-ଟିଛି ଏଭଳି ଅଜବ ଘ-ଟଣା। ସତ୍ୟମ କୁମାର ଝା ଜଣେ ପଶୁ ଡାକ୍ତର ଅଟନ୍ତି। ଗାଁ ଗାଁ ବୁଲି ଲୋକମାନେ ରଖିଥିବା ପଶୁ ମାନଙ୍କ ଚିକିତ୍ସା କରନ୍ତି। ତେବେ ସୋମବାର ଦିନ କିଛି ଲୋକେ ଗାଈ ଦେହ ଅସୁସ୍ଥ ଥିବା କହି ସତ୍ୟମ ପାଖକୁ କଲ୍ କରିଥିଲେ। ଏହାପରେ ସତ୍ୟମକୁ ଅପ-ହର-ଣ କରି ଜୋର ଜବ-ରଦ-ସ୍ତ ଝିଅ ସହ ବିବାହ କରି ଦେଇଛନ୍ତି। ଅନ୍ୟପଟେ ପୁଅର ବାପା ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିବା ପରେ ବ୍ୟସ୍ତ ହୋଇ ପଡ଼ିଥିଲେ ଏବଂ ଚାରି ଆଡ଼େ ଖୋ-ଜିବାକୁ ଲାଗିଲେ

ତେବେ ମଙ୍ଗଳବାର ଦିନ ସକାଳେ ସତ୍ୟମଙ୍କ ବାପା ପାଖକୁ ଏକ ଭିଡ଼ିଓ ମେସେଜ ପଠା ହୋଇଥିଲା। ତେବେ ସେହି ଭିଡ଼ିଓରେ ସତ୍ୟମ ବିବାହ କରୁଥିବାର ଦେଖିବାକୁ ପାଇଲେ। ଏହାପରେ ସତ୍ୟମଙ୍କ ବାପା ସମସ୍ତ ଖବର ନେବା ପରେ ଡେଘରା ଝିଅର ପରିବାର ଲୋକଙ୍କ ବିରୁ-ଦ୍ଧରେ ଅଭି-ଯୋଗ ଆଣିଛନ୍ତି।

ସେ ଅଭି-ଯୋଗ ରେ ଲେଖିଛନ୍ତି ଯେ ତାଙ୍କ ପୁଅକୁ ଅପ-ହର-ଣ କରି ଜୋର ଜବ-ରଦ-ସ୍ତ ବିବାହ କରାଯାଇଛି। ବିବାହ ସମୟରେ ପୁଅକୁ ମ-ଦ ନି-ଶାରେ ବସାଇ ଏଭଳି ଘ-ଟଣା ଘଟାଇଛନ୍ତି ବୋଲି ସତ୍ୟମଙ୍କ ବାପା ଅଭି-ଯୋଗ ଆଣିଛନ୍ତି। ତେବେ ଥା-ନାରେ ଲିଖିତ ଅଭି-ଯୋଗ ପରେ ପୋ-ଲିସ ବର୍ତ୍ତମାନ ଏହାର ସ-ନ୍ଧା-ନ ଜା-ରି କରିଦେଇଛି।

Leave a Reply

Your email address will not be published. Required fields are marked *