କାଲି ରାହୁଲ ବଞ୍ଚିଗଲା, ହେଲେ ଆଜି ସାବତ ମାଆ ଓ ବାପାଙ୍କ ମା-ଡ଼ରେ ମୃ-ତ୍ୟୁବରଣ କଲା ରାହୁଲ….

ଦୁନିଆରେ ପିଲା ମାନଙ୍କୁ ବାପା ମାଆଠାରୁ ଅଧିକ ଆଉ କେହି ଭଲ ପାଇ ପାରୁବେ ନାହିଁ। ଗୋଟେ ମାଆ ନିଜ ସନ୍ତାନକୁ ୧୦ ମାସ ଗ-ର୍ଭରେ ଧରି କେତେ କ-ଷ୍ଟ ଯ-ନ୍ତ୍ର-ଣା ସହି ଜନ୍ମ କରିଥାଏ ତାହା ଆଉ କେହି ବୁଝି ପାରିବେ ନାହିଁ। ହେଲେ ଯେତେବେଳେ ନିଜ ଛୁଆର ଖରାପ ଅବସ୍ଥା ନିଜ ଆଖିରେ ଦେଖେ ସେତେବେଳେ ସେ ଆ-ତ୍ମହରା ହୋଇପଡେ। ମାଆ ସର୍ବଦା ନିଜ ପିଲାର ମଙ୍ଗଳ ଚାହିଁଥାଏ। ନିଜେ ଦୁଃ-ଖ କ-ଷ୍ଟରେ ରହିଥିଲେ ମଧ୍ୟ ପିଲାର ସୁଖ ଚାହିଁ ଥାଏ। ବାପା ନିଜ ସନ୍ତାନର ଭରଣପୋଷଣ ପାଇଁ ସେ ବହୁତ କ-ଷ୍ଟ କରିଥାଏ। କିନ୍ତୁ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ତେବେ ଆପଣ ଛତିଶଗଡ଼ ରାହୁଲ ବିଷୟରେ ଭଲ ଭାବରେ ଜାଣିଥିବେ। ଯେଉଁ ପିଲାଟି ମୁକ ଓ କାଲ ଅଟେ। ସେହି ନିରୀହ ପିଲାଟି ୧୮ ଫୁଟ ବୋରୱଲେ ଭିତରେ ପଡି ଯାଇଥିଲା। ତାହାକୁ ବଞ୍ଚେଇବା ପାଇଁ ଏନ ଡ଼ି ଆର ଏଫ ଟିମ ଏବଂ ଯବାନ ମାନେ ଦୀର୍ଘ ପାଞ୍ଚ ଦିନର କଷ୍ଟ ପରେ ରାହୁଲକୁ ବଞ୍ଚେଇବା ରେ ସଫଳ ହୋଇଥିଲେ। କିନ୍ତୁ ବର୍ତ୍ତମାନ ଯେଉଁ ଖବର ଆସିଛି କାଲିର ରାହୁଲ ତ ବଞ୍ଚିଗଲା ହେଲେ ଆଜିର ରାହୁଲ ସାବତ ବାପା ଓ ମାଆଙ୍କ ମାଡ଼ରେ ମୃ-ତ୍ୟୁବ-ରଣ କରିଛି।

ତେବେ ଏହି ଅଭା-ବନୀୟ ଘ-ଟଣା ଜଗତସିଂହପୁର ତ୍ରିଲୋଚନ ପୁର ଗ୍ରାମରେ ଘ-ଟିଛି। ତେବେ କାଲି ରାହୁଲକୁ ପଥର କାଟି ବଞ୍ଚେଇ ଦିଆଗଲା ହେଲେ ଆଜି ନିରୀହ ରାହୁଲ ସାବତ ମାଆର ନି-ର୍ଦ-ୟୀ ମା-ଡ଼ରେ ଜୀବନ ଚାଲି ଗଲା। ତେବେ ଏହି ଘ-ଟଣା ସାମ୍ନାକୁ ଆସିବା ପରେ ଗାଁରେ ହଇ-ଚଇ ସୃଷ୍ଟି ହୋଇଛି। ତେବେ ଖବର ପାଇ ରାହୁଲଙ୍କ ପିଇସୀ ଥା-ନାରେ ଅଭି-ଯୋଗ କରିଥିଲେ ଏବଂ ଅଭି-ଯୋଗ ପରେ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ରାହୁଲର ମୃ-ତ ଶରୀରକୁ ଉ-ଦ୍ଧାର କରିଛି।

ବାପା ମକର ବେହେରା ଓ ସାବତ ମାଆ କୁନି ବେହେରାଙ୍କ ମା-ଡ଼ରେ ପୁଅ ରାହୁଲର ଜୀବନ ଚାଲି ଯାଇଛି। ପୁଅ ନୂଆ ଡ୍ରେସ ପିନ୍ଧିଲା ବୋଲି ବାପା ନିଜ ଜନ୍ମ କଲା ପୁଅକୁ ହ-ତ୍ୟା କରିଥିବା ଜଣା ପଡ଼ିଛି। ମକର ନିଜ ଦ୍ଵିତୀୟ ପତ୍ନୀର କଥାରେ ପଡି ପୁଅକୁ ଅତି ନି-ର୍ମ-ମ ଭାବେ ମା-ଡ଼ ମା-ରି ବାରିପଟେ ଥିବା ବେଲ ଗଛରେ ଟାଙ୍ଗି ଦେଇଥିଲା। ତେବେ ରାହୁଲର ପିଇସୀ ରାହୁଲ ବିଷୟରେ ପଚାରିବା ବେଳେ ଏଣୁତେଣୁ କଥା କହି ବୁଲେଇ ଦେଉଥିଲେ।

ପିଇସୀର ସ-ନ୍ଦେ-ହ ହେବା ପରେ ପୋ-ଲି-ସରେ ଖବର ଦେଇଥିଲେ। ସେପଟେ ଗାଁ ଲୋକଙ୍କ କହିବାନୁଯାୟୀ ଠିକ ୧୦ ବର୍ଷ ତଳେ ଏହିଭଳି ଭାବରେ ରାହୁଲର ମାଆକୁ ସ୍ୱାମୀ ମକର ମା-ରି ଦେଇଥିଲା। ଠିକ ସେହିଭଳି ଭାବେ ଦ୍ୱିତୀୟ ସ୍ତ୍ରୀର କଥାରେ ପଡି ପୁଅକୁ ମଧ୍ୟ ମା-ରି ଦେଇଛି। ତେବେ ପୋ-ଲି-ସ ଘଟ-ଣାସ୍ଥ-ଳରେ ପହଞ୍ଚି ମକର ଓ କୁନି ବେହେରାକୁ ଗି-ର-ଫ କରିଛି ଏବଂ ରାହୁଲ ଶ-ବକୁ ଉ-ଦ୍ଧାର କରି ଶ-ବ ବ୍ୟବଚ୍ଛେଦ ପାଇଁ ପଠେଇଛି।

Leave a Reply

Your email address will not be published. Required fields are marked *