ସତ କହିଲେ ବାହାନଗା ଟ୍ରେନ ଟ୍ରାଜେଡିର ତିନି ଅଭି-ଯୁକ୍ତ , ସେଦିନ ହୋଇଥିଲା କଣ

ଶହ ଶହ ଲୋକଙ୍କ ଜୀବନ ନେଇଥିବା ଆଉ ଶହ ଶହ ଲୋକଙ୍କ ପରିବାରକୁ ଛାରଖାର କରି ଦେଇଥିବା ସେହି ତିନି ଜଣ ରା-କ୍ଷସ ବର୍ତ୍ତମାନ ପୋ-ଲିସ ହାତରେ । ସାରା ଓଡ଼ିଶା ବର୍ତ୍ତମାନ ସେମାନଙ୍କ ବିଷୟରେ ଜାଣି ଗଲାଣି ଆଉ ସବୁ କଥା ଜାଣିବା ପରେ ଲୋକଙ୍କ ର-କ୍ତ ଯେପରି ଗରମ ହୋଇ ଯାଉଛି । ସତରେ ଏତେ ବଡ କା-ଣ୍ଡ କିପରି ଏହି ତିନି ଜଣ କରି ପାରିଲେ , ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହେବାରେ ଲାଗିଛି । ଏବେ ବାସ୍ ସିବିଆଇ ସେହି ତିନି ଅଭି-ଯୁକ୍ତଙ୍କୁ ରିମା-ଣ୍ଡରେ ନେଇ ପଚରା ଉଚରା କରିବାରେ ଲାଗିଛି ଆଉ ଖୁବ୍ ଶୀଘ୍ର ସତ ସାମ୍ନାକୁ ଆସିବ ବୋଲି ସମସ୍ତଙ୍କ ଆଶା ରହିଛି ।

ତେବେ ସୂଚନା ଅନୁଯାୟୀ , ସେଦିନର ଟ୍ରେନ ଦୁର୍ଘ-ଟଣା ଆଜି ବି ଲୋକଙ୍କ ମନରେ ଏକ ଭ-ୟ ସୃଷ୍ଟି କରି ଦେଇଛି ଆଉ ଆଜି ବି ଲୋକ ମାନେ ଟ୍ରେନରେ ଯିବା ଆସିବା କରିବା ପାଇଁ ଭ-ୟ କରୁଛନ୍ତି । ତେବେ ଏହାପରେ ମଧ୍ୟ ଗୋଟିଏ କଥା ଆପଣ ମାନେ ନିଶ୍ଚିତ ଭାବରେ ଲକ୍ଷ୍ୟ କରିଥିବେ ଯେ , ସେହି ଦୁର୍ଘ-ଟଣା ପର ଠାରୁ ବାରମ୍ବାର ଅନେକ ଦୁର୍ଘ-ଟଣା ହେବାରେ ଲାଗିଛି । ତେଣୁ ଏହା ଲୋକଙ୍କ ମନରେ ଏକ କୋକୁଆ ଭ-ୟ ସୃଷ୍ଟି କରି ଦେଇଛି । ଆଉ ଲୋକେ ରେଳରେ ଯିବା ଆଗରୁ ଶହେ ଥର ଚିନ୍ତା କରୁଛନ୍ତି ।

ତେବେ ଅନ୍ୟ ପକ୍ଷରେ , ବର୍ତ୍ତମାନ ସୁଦ୍ଧା ଯାହା ବି ଜାଣିବାକୁ ମିଳିଛି , ତାହା ଅନୁଯାୟୀ , ବାଲେଶ୍ଵର ଷ୍ଟେସ-ନରେ ଲାଗିଥିବା ପୁରୁଣା ଇଲେକ୍ଟ୍ରିକ କ୍ଲିପିଂ କ୍ୟାରିଅରକୁ ଆଣି କରି ବାହାନଗା ଷ୍ଟେସ-ନରେ ଲଗା ଯାଇଥିଲା । ଆଉ ଏହା ପଛରେ ହାତ ଥିଲା , ସିନିୟର୍ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ , ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ , ଟେକ୍ନିସିଆନ ପପୁ କୁମାରଙ୍କୁ । ତେବେ ଏହି କଥା ବର୍ତ୍ତମାନ ଜଣେ କହିଛନ୍ତି । କିନ୍ତୁ ଦେଖିବାକୁ ଗଲେ , ତିନି ଜଣଙ୍କ କଥାରେ କିଛି ତାଳ ମେଳ ନାହିଁ । ତିନି ଜଣ ଅଲଗା ଅଲଗା ମତ ରଖୁଛନ୍ତି ।

ତେଣୁ କୁହାଯାଉଛି କି , ତିନି ଜଣଙ୍କୁ ଏକାଠି ଜେ-ରା କରାଯିବ । ଯାହା ପରେ ଯାଇ ସତ କଣ ଜଣା ପଡ଼ିବ । ସତରେ ଏହା ପୁରୁଣା ଇଲେକ୍ଟ୍ରିକ କ୍ଲିପିଂ କ୍ୟାରିଅର ପାଇଁ ଘ-ଟିଛି ନା ଏହା ପଛରେ ଆଉ କେଉଁ ମହାନ ବ୍ୟକ୍ତିଙ୍କ ହାତ ରହିଛି । ଯାହାଙ୍କ ଇଶାରାରେ ଏମାନେ ତିନି ଜଣ ମିଶି ଏପରି କା-ଣ୍ଡ ଘଟାଇଛନ୍ତି । ସେଦିନ ଏମାନଙ୍କର ଏହା ମିଳିତ କୂଟନୀତି ଥିଲା ନା ଆଉ କେହି ଏହାକୁ କରିବା ପାଇଁ ବାଧ୍ୟ କରିଥିଲା । ତେବେ ଏବେ ସୁଦ୍ଧା ତ କିଛି ଜଣା ପଡି ନାହିଁ । ଆଗକୁ କଣ ହେଉଛି , ତାହା ଦେଖିବା ବାକି ରହିଲା । ଆଉ କେବଳ ଲୋକଙ୍କ ଇଚ୍ଛା ସେହି ତିନି ଜଣଙ୍କୁ କଠୋର ରୁ କଠୋର ଦ-ଣ୍ଡ ମିଳୁ ଆଉ ମୃ-ତକ ମାନଙ୍କ ଆତ୍ମା ଶାନ୍ତି ପାଉ ।

Leave a Reply

Your email address will not be published. Required fields are marked *