ଏକାଠି ଜୀବନ ହାରି ଦେଲେ ପୁରା ପରିବାର , ସାମ୍ନାକୁ ଆସିଲା ସତ

ଗୋଟିଏ ହସ ଖୁସିର ପରିବାର ଏବେ ସବୁଦିନ ପାଇଁ ନୀରବ ହୋଇ ଯାଇଛି । ଚିରଦିନ ପାଇଁ ଶାନ୍ତିର ନିଦ୍ରା ନେଇ ଯାଇଛି ପରିବାର । ନା ଆଉ ଥିବ ଅଶାନ୍ତି ନା ଥିବ ଅସୁବିଧା । ବାସ୍ କେବଳ ଶାନ୍ତି ହିଁ ଥିବ । ପରିବାର ଲୋକଙ୍କୁ ଆଉ ଆଙ୍ଗୁଠି ଉଠାଇ କହିବାକୁ କେହି ନଥିବେ କି ଲୋକଙ୍କ ଗା-ଳି ଗୁ-ଳଜ ଶୁଣିବା ପାଇଁ ଆଉ କେହି ନଥିବେ । କାହିଁକି ନା ଏକା ସହିତ ଗୋଟିଏ ପରିବାର ଅର୍ଥାତ୍ ମାଆ ବାପା ଆଉ ତାଙ୍କର ପାଞ୍ଚ ବର୍ଷର ପୁଅ ହାରି ଦେଇଛନ୍ତି ଜୀବନ । ଏହି ଘଟ-ଣା ବର୍ତ୍ତମାନ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ହଠାତ୍ ଏପରି କଣ ହୋଇଗଲା ଯେ , ଗୋଟିଏ ପରିବାର ଏତେ ବଡ ନିଷ୍ପତି ନେବା ପାଇଁ ବାଧ୍ୟ ହେଲା । ଆଉ ଚାଲିଗଲେ ସମସ୍ତେ ଆରପାରିକୁ । ଦୁଇ ଦିନ ଧରି ବିଛଣା ଉପରେ ପଡ଼ି ରହିଥିଲା ମ-ର ଶରୀର କିନ୍ତୁ ଉ-ଦ୍ଧାର କରିବାକୁ କେହି ନଥିଲେ । ତେବେ ହଁ ଆଜ୍ଞା ଏପରି ଘ-ଟଣା ବିଷୟରେ ବର୍ତ୍ତମାନ ଶୁଣିବାକୁ ମିଳିଛି , ଯାହା ସମସ୍ତଙ୍କ ମନରେ ଦୁଃ-ଖ ଭରି ଦେଇଛି । ବାପା ମାଆ ଜୀବନ ହାରିବା ସହିତ ନିଜର କୁନି ପୁଅକୁ ମଧ୍ୟ ସାଥିରେ ନେଇ ଯାଇଛନ୍ତି । ଏପରି ଏକ ଘଟ-ଣା ଦେଖିବାକୁ ମିଳିଛି ଗୋରଖପୁର ଅଞ୍ଚଳରେ ।

ସୂଚନା ଅନୁସାରେ ରବି , ତାଙ୍କ ପାଞ୍ଚ ବର୍ଷର ପୁଅ ଏବଂ ସ୍ତ୍ରୀ । ପରିବାର କହିଲେ ବାସ୍ ଏତିକି । ହସ ଖୁସିରେ ଘର ଆଗକୁ ଚାଲିଥିଲା ଆଉ କୁନି ପୁଅ ମଧ୍ୟ ତାଙ୍କ କୋଳକୁ ଆସିଥିଲା । ପୁଅକୁ ଦେଖି ବାପା ମାଆ ନିଜର ସବୁ ଖୁସି ପାଇ ଯାଉଥିଲେ । କିନ୍ତୁ ଏହା ମଧ୍ୟରେ ବାପା ରବିଙ୍କ ମନ ଆଉ ଏକ ଦିଗ ଆଡ଼କୁ ଯାଇଥିଲା । ସେ ଏହାରି ମଧ୍ୟରେ ଅନଲାଇନରେ ବ୍ୟାଟିଂ ଲଗାଇବା ଆରମ୍ଭ କରିଥିଲେ । ଆଉ ବ୍ୟାଟିଂ ଲଗାଇ ସେ ଲକ୍ଷ ଲକ୍ଷ ଟଙ୍କା ହାରି ମଧ୍ୟ ଯାଉଥିଲେ । ତେବେ ଏତିକିରେ ନି-ଶା ଉତୁରି ନଥିଲା ।

ଖେଳିବା ପାଇଁ ଅନେକ ଲୋକଙ୍କ ଠାରୁ ଟଙ୍କା ଋଣ କରି ନେଇ ଆସୁଥିଲେ । ତେବେ ଯେତେବେଳେ ଋଣ ଭାର ବହୁତ ବଢି ଯାଇଥିଲା , ସେତେବେଳେ ତାଙ୍କ ମୁଣ୍ଡ ଖରାପ ହୋଇ ଯାଇଥିଲା । ଲୋକ ମାନେ ତାଙ୍କୁ ବାରମ୍ବାର ଟଙ୍କା ମାଗିବା ଆରମ୍ଭ କରିଥିଲେ । କିନ୍ତୁ ତାଙ୍କର କ୍ଷମତା ନଥିଲା ଟଙ୍କା ଶୁଝିବା ପାଇଁ । ତେଣୁ ସେ ବାଧ୍ୟ ହୋଇ ଜୀବନ ହାରିବା ପାଇଁ ନିଷ୍ପତି ନେଇଥିଲେ । ଆଉ ସେ କହିଥିଲେ କି , ତାଙ୍କ ସ୍ତ୍ରୀ ଆଉ ପିଲାକୁ ମଧ୍ୟ ସାଙ୍ଗରେ ନେଇ ଜୀବନ ହାରିବେ । ଆଉ ସେହା କରିଥିଲେ । ତେବେ ପୋ-ଲିସ ବର୍ତ୍ତମାନ ଘଟ-ଣାର ତ-ଦନ୍ତ କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *