ଟୁଟୁ ନାୟକଙ୍କ ଗିର-ଫକୁ ନେଇ ମୁଁହ ଖୋଲିଲେ ମହିଳା , କହିଲେ ଆମେ ହେଇଥିଲେ ଛେଚି ଦେଇଥାନ୍ତୁ

ସାରା ଓଡ଼ିଶାରେ କେବଳ ଗୋଟିଏ ଚର୍ଚ୍ଚା ଆଉ ତାହା ହେଉଛି ଓଲିଉଡ଼ କଳି । ଆଉ ବର୍ତ୍ତମାନ ସମୟରେ ହାଇଲାଇଟ ରେ ମନୋଜ ମିଶ୍ର । କିନ୍ତୁ ଏହାରି ମଧ୍ୟରେ ଆଉ ଜଣେ ଭଦ୍ର ବ୍ୟକ୍ତି ହାଇଲାଇଟ ହୋଇ ଯାଇଛନ୍ତି ଆଉ ସେ ହେଉଛନ୍ତି ଟୁଟୁ ନାୟକ । ଆଉ ତାଙ୍କ ହାଇଲାଇଟ ପଛରେ ଗୋଟିଏ କାରଣ ରହିଛି ତେବେ ତାହା ହେଉଛି ତାଙ୍କ ଜେ-ଲ ଯିବା । ତେବେ ଆପଣ ସମସ୍ତେ ଜାଣିଥିବେ ଯେ , ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଟୁଟୁ ନାୟକ ଗତକାଲି ଜେ-ଲ ଯାଇଛନ୍ତି । ଆଉ ତାହା ପୁଣି କେଉଁ କାରଣରୁ ଆପଣ ଜାଣିଥିବେ।

ଜଣେ ମହିଳା ସାମ୍ବାଦିକାଙ୍କ ଦେହରେ ହାତ ମା-ରିଥିବା ସହିତ ତାଙ୍କ ଗାଲକୁ ଛୁଇଁଥିବା ଯୋଗୁଁ ତାଙ୍କୁ ଏତେ ବଡ ଦଶା ଭୋଗିବାକୁ ପଡ଼ିଛି । ମହିଳା ସାମ୍ବାଦିକା ଜଣକ ଖାରବେଳ ନଗର ଥା-ନାରେ ଟୁଟୁ ନାୟକଙ୍କ ବିରୁ-ଦ୍ଧରେ ମାନହାନି ଅଭି-ଯୋଗ ଆଣିଥିଲେ ଆଉ ଯାହା ପରେ ଟୁଟୁ ନାୟକଙ୍କୁ ଜେ-ଲ ଯିବାକୁ ପଡ଼ିଛି । ଆଉ ଯାହା ପରେ ପୁରା ଫିଲ୍ମ ଇଡଷ୍ଟ୍ରି ହଲି ଯାଇଛି । ଏହାପରେ ତାହାକୁ ନେଇ ଆଲୋଚନା ଜୋର ଧରିଛି । ଆଉ ଏହାକୁ ନେଇ ମୁଁହ ଖୋଲିଛନ୍ତି ଜଣେ ମହିଳା । ତାଙ୍କ କହିବା ଅନୁସାରେ , ଟୁଟୁ ନାୟକ ଯାହା କଲେ କିଛି ଭଲ କଲେ ନାହିଁ।

ସବୁ ଝିଅ ସମାନ ନୁହଁନ୍ତି । ସମସ୍ତଙ୍କୁ ଏହି ଜିନିଷ ଭଲ ଲାଗେ ନାହିଁ । ସମସ୍ତେ କହୁଛନ୍ତି ଯେ , ଟୁଟୁ ବାବୁ ଜଣେ ମେଳାପି ଲୋକ । କିନ୍ତୁ ଗୋଟିଏ କଥା ମନେ ରଖିବେ ଯେ , ସମସ୍ତଙ୍କୁ ଏହି ଗୁଣ ଭଲ ଲାଗେ ନାହିଁ । ତେଣୁ ଥରେ ସେହି ଝିଅ ଦେହରେ ହାତ ଦେବା ଆଗରୁ ନିଜ ମାଆ , ଭଉଣୀ କିମ୍ବା ସ୍ତ୍ରୀ କଥା ଭାବିଲେ ନାହିଁ । ଯଦି କେହି ଆପଣଙ୍କ ସ୍ତ୍ରୀ କି ଭଉଣୀ ଦେହରେ ଏପରି ହାତ ମା-ରିଥାନ୍ତେ , ତେବେ କଣ ଆପଣଙ୍କୁ ଭଲ ଲାଗିଥାନ୍ତା । ଅନ୍ୟ ପକ୍ଷରେ ସେ ଆହୁରି ମଧ୍ୟ କହିଛନ୍ତି ଯେ , ପାପର ଭାର ଅଧିକ ହୋଇଗଲା ।

ଯିଏ ପଇସା ଗର୍ବ ଦେଖାଏ , ତାର ଖୁସି ଅଧିକ ଦିନ ପର୍ଯ୍ୟନ୍ତ ରହେ ନାହିଁ ଆଉ ଠିକ୍ ତାହା ହିଁ ହେଲା ଟୁଟୁ ନାୟକଙ୍କ ସହିତ । ତାଙ୍କ ଟଙ୍କାର ଗର୍ବ ଆଉ ବେଶୀ ଦିନ ପର୍ଯ୍ୟନ୍ତ ରହି ପାରିଲା ନାହିଁ ଆଉ ଶେଷରେ ନିଜ କର୍ମ ପାଇଁ ତାଙ୍କୁ ଜେ-ଲ ଯିବାକୁ ପଡ଼ିଲା । ଏହାବ୍ୟତୀତ ସେ କହିଛନ୍ତି କି , ଯଦି ସେହି ମହିଳା ଜାଗାରେ ଆମେ ଥାଆନ୍ତୁ , ତେବେ ଅଦା ରସୁଣ ଭଳି ଆଗ ତାଙ୍କୁ ଛେଚି ପକାଇ ଥାଆନ୍ତୁ । ଏହି ଦେଢ଼ ଫୁଟିଆ ଲୋକ ମାନଙ୍କୁ ଆଦୌ ବିଶ୍ୱାସ କରିବା କଥା ନୁହେଁ । ସେମାନଙ୍କ ଗୁଣ ହିଁ ଏଭଳି । ଆଉ ସେଥିପାଇଁ ଟୁଟୁ ବାବୁ ମଧ୍ୟ ଏପରି କରିଲେ ।

Leave a Reply

Your email address will not be published. Required fields are marked *