ଭଗବାନଙ୍କ ସାମ୍ନାରେ ଆଧୁନିକ ଗୀତରେ ନାଚୁଛନ୍ତି ମହିଳା… ଆମ ସଂସ୍କୃତି ଓ ପରମ୍ପରାକୁ ପୋଡି ଖାଇ ଗଲେଣି….

ଲୋକେ କହୁଛନ୍ତି ଏହି ମାନଙ୍କ ପାଇଁ କଳିଯୁଗ ଶେଷ ହୋଇଯିବ। ଲୋକେ କହୁଛନ୍ତି ଏହି ଉଦ୍ଧତ ଝିଅ ମାନଙ୍କ କଥା ମାଳିକାରେ ମହାପୁରୁଷ କେଖିଥିଲେ କି ଏହିଭଳି ଉ-ଦ୍ଧତ ଝିଅ ମାନେ ନା ବଡ଼ ମାନଙ୍କୁ ଭ-ୟ କରିବେ ନା ଲ-ଜ୍ୟାକୁ ଡ-ରିବେ ନା ଭଗବାନଙ୍କୁ ସମ୍ମାନ ଦେବେ। ଦୁନିଆ କଣ ହୋଇଗଲା ବୋଲି ଲୋକେ ପ୍ରଶ୍ନ କରିବା ଆରମ୍ଭ କଲେଣି। ମନ୍ଦିର ସାମ୍ନାରେ ଭଗବାନଙ୍କ ଆଗରେ ଆଧୁନିକ ଗୀତରେ ଭଗବାନଙ୍କ ଧ-ଜ୍ୟା ଉଡାଇଲା ଭଳି ଡ୍ୟାନ୍ସ କରିବାକୁ ମନ କହିଲା କିପରି ଅଣ୍ଟା ହଲିଲା କିପରି।

ଆମେ କଣ ଏତେ ଆଧୁନିକ ହୋଇଯାଇଛନ୍ତି ଯେ ଆମର ଭଗବାନଙ୍କୁ ଡ-ର ନାହିଁ କି ସମାଜକୁ ଭ-ୟ ନାହିଁ। ଲୋକେ ମନ୍ଦିର ସାମ୍ନାରେ ସଂକୀର୍ତ୍ତନ ଚାଲିଥିବା ବେଳେ ଏଭକି ନାଚକୁ ପ୍ରଶୟ ଦେଲେ କିପରି ତାହା ଏବେ ସାଧାରଣରେ ବେଶ ଆଲୋଚନା ହେଉଛି। ଲୋକେ କହୁଛନ୍ତି କଳିଯୁଗର ଶେଷରେ ଏ କୁଆଡେ ଭୟଙ୍କର ବୁଦ୍ଧି। ଯେତେବେଳେ ମଣିଷଙ୍କ ମୁଣ୍ଡରେ କାଳ ପଶେ ସେତେବେଳେ ଏମିତି ସବୁ କାର୍ଯ୍ୟ କାରିବାକୁ ସେମାନେ ଚିନ୍ତା କରନ୍ତି।

ମନ୍ଦିର ସାମ୍ନାରେ ସଂକୀର୍ତ୍ତନ ନାମରେ ଚାଲିଛି ନଇ ପାଣି ଖଲ ଖଲ କୋଉ ବାଡ଼ି ପୋଡା ନେଇଗଲା ମୋ ନଢ଼ିଆ ତେଲ। ତେବେ ମନ୍ଦିର ସାମ୍ନାରେ ଏପରି ଗୀତ ସାଙ୍ଗକୁ ଯୁବତୀଙ୍କ ଆଧୁନିକ ଡ୍ୟାନ୍ସ ସେଦିନ ସନ୍ଧ୍ୟାକୁ ଭକ୍ତିମୟ କରିବା ପରିବର୍ତ୍ତେ ଭାବମୟ କରିଥିଲା। ଯୁବତୀ ଓ ମହିଳାଙ୍କ ଏହି ଆଧୁନିକ ଗୀତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକେ କହୁଛନ୍ତି ଏମାନଙ୍କର କାହାକୁ ହେଲେ ସୁଦ୍ଧା ଟିକିଏ ମଧ୍ୟ ଡ-ର ନାହିଁ। ଏହିଭଳି ଉଦ୍ଧତ ନାରୀଙ୍କ ପାଇଁ ଦିନେ ଦୁନିଆ ଧ୍ୱଂ-ସ ହୋଇଯିବ। ତା ପରେ ବାଜୁଛି ହରେ ରାମ ହରେ ରାମ ରାମ ରାମ ହରେ ହରେ ଆଉ ସେହି ନାମରେ ଏକ ଦମ ଅଣ୍ଟା ହଲା ଡ୍ୟାନ୍ସ କରୁଛନ୍ତି ଯୁବତୀ। ଦାନ୍ତରେ ଖିଲି ଖିଲି ହସ ସାଙ୍ଗକୁ ପାଦର ତାଳେ ତାଳେ ନାଚୁଛନ୍ତି ଯୁବତୀ। ଆଉ ଏହି ଦୃଶ୍ୟ ଦେଖିଲେ ଆମେ କଳିଯୁଗରେ ଅଛୁ ବୋଲି ମନେ ହେଉଛି।

ଏହି ଭିଡିଓ ଏହିପରି କା-ଣ୍ଡ କାର-ନାମା କେବଳ କଳିଯୁଗରେ ସାମ୍ନାରେ ଆସି ପାରେ ଲୋକେ କହୁଛନ୍ତି। ଦିନେ ମାଳିକାରେ ମହାପୁରୁଷ ଲେଖିଥିଲେ ନାରୀ ମାନେ ସବୁ ଉ-ଦ୍ଧତ ହୋଇବେ କେହି ନ ମାନିବେ କାହାକୁ। ଉଗ୍ର ଚଣ୍ଡା ହୋଇ ବଜାରେ ବୁଲିବେ ଭୁଲିଯିବେ ରୀତିନୀତିକୁ। ଲୋକେ କହିଲେଣି ହେ ଭଗବାନ ଥରୁଟିଏ ଆସି ଏଇ ସଂସାରରେ ଏଇ ଉ-ଦ୍ଧତ ଲୋକଙ୍କ ଉପରେ ଟିକେ ଆଖି ପକାଇ ଯାଅ।

ଏପରି ମର୍ଡନ ଲୋକଙ୍କୁ ଦୁନିଆକୁ ପଠାଇଛ ଯେ ଭଜନ ସନ୍ଧ୍ୟାରେ ଆଧୁନିକ ଗୀତ ଗାଇ ମନ୍ଦିର ସାମ୍ନାକୁ ଭାବମୟ କରିବା ବଦଳରେ କିପରି ଗରମ କରୁଛନ୍ତି ତାହା ଉପରେ ନଜର ପକାଇ ଦୁନିଆରୁ ଏଭଳି ଉ-ଦ୍ଧତ ମାନଙ୍କୁ ବିନାଶ କର। ଭଗବାନ ଏମାନଙ୍କର ନା ତୁମକୁ ଡ-ର ଅଛି ନା ଅଛି ମନରେ ତୁମ ପାଇଁ ଭକ୍ତି। ଯଦି ଭକ୍ତିକି ଭ-ୟ ଦୁଇଟି ମଧ୍ୟରୁ କିଛିଥାନ୍ତା ତାହାଲେ କେବେ କଣ ତୁମ ସାମ୍ନାରେ ଏମିତି ଡ୍ୟାନ୍ସ କରିବାକୁ ତାଙ୍କ ବିବେକ କହିଥାନ୍ତା। ଯଦି ଭ-ୟ ଥାନ୍ତା ତେବେ ପାଦ କଣ ଉଠିଥାନ୍ତା ଏପରି ନାଚ ନାଚିବାକୁ।

କେବଳ ଏହି ଗୋଟିଏ କଥା ନୁହେଁ ଆଜ୍ଞା। ଜଣେ ବୟସ୍କ ଲୋକେ ମଧ୍ୟ ଶହ ଶହ ମା ମାନଙ୍କ ସାମ୍ନାରେ ଏକ ଆଧୁନିକ ଗୀତକୁ ଗାଇ ଭାଗବତ କରୁଛନ୍ତି। ଆଉ ସେହି ଗୀତଟି କଣ ଶୁଣିଲେ ଆପଣଙ୍କ ମୁଣ୍ଡ କାମ କରିବନି ଆଜ୍ଞା। ନଇ ପାଣି ଖଲ ଖଲ ଗୀତକୁ ମା ଜଣଙ୍କ ଭାଗବତ ଗାଇଲା ପରି ଗାଉଛନ୍ତି। ଯଦି ବୟସ୍କ ମହିଳା ଏପରି କରନ୍ତି ଯିଏ ଆମ ପରମ୍ପରା ସଂସ୍କୃତିକୁ ମାନି ଆମ ସଂସ୍କୃତିକୁ ପାଳନ କରି ଆଗକୁ ଯିବା କଥା ଆମ ପରମ୍ପରା କୁ ଜାବୁଡି ଧରି ବାଟ ଚାଲିବା କଥା ସେ ଶହ ଶହ ମହିଳାଙ୍କ ସାମ୍ନାରେ ଏପରି ଗୀତ ପରିବେଷଣ କରିବେ ତାହାଲେ ଆପଣ ଅନ୍ୟ କାହାକୁ କଣ କହିବେ। ଏ ଘଟଣା ଦେଖି ଏବେ ତ ଲୋକେ କହିଲେଣି କି କଳିଯୁଗ ଶେଷ ହେବାକୁ ଆଉ ବେସି ସମୟ ନାହିଁ।

Leave a Reply

Your email address will not be published. Required fields are marked *