ରାସ୍ତା ଉପରୁ ଶିକ୍ଷୟିତ୍ରୀଙ୍କୁ ଲିପ କି-ସ୍ କଲେ ଯୁବକ , ଉଠାଇ ନେଇ ଜୋର୍ ଜବ-ରଦସ୍ତି କରି କଲେ ବିବାହ

ବର୍ତ୍ତମାନର ଯୁଗରେ ଅସଦାଚଣ ବଢ଼ି ବଢ଼ି ଚାଲିଛି । ଲୋକେ ନିଜ ସୀମା ଭୁଲି ଯାଉଛନ୍ତି ଆଉ ନିଜର ହିତାହିତ ଜ୍ଞାନକୁ ଭୁଲି ଯାଇ ଏପରି କାଣ୍ଡ ଘଟାଇ ଦେଉଛନ୍ତି , ଯାହା ବିଷୟରେ କହିବା ଅତ୍ୟନ୍ତ ଲ-ଜ୍ଜାକର ଅଟେ । ଲୋକେ କାହିଁକି ଏପରି କାମ କରନ୍ତି ସେ ବିଷୟରେ ବୁଝି ହୁଏ ନାହିଁ । ଧ-ମକ ଦେଇ ମହିଳାଙ୍କ ସହିତ ଜୋର୍ ଜବ-ରଦସ୍ତ କରିବାକୁ ଚେଷ୍ଟା କରିଥାନ୍ତି । ଆଉ ଇଜ୍ଜ-ତ ଲୁ-ଟିବାକୁ ଚେଷ୍ଟା କରିଥାନ୍ତି । ତେବେ ଏପରି ଏକ ଖବର ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଅଛି , ଯାହା ଆପଣଙ୍କୁ ଚମକେଇ ଦେବ । ଜଣେ ବ୍ୟକ୍ତି ରାସ୍ତା ମଝିରେ ଏପରି କାମ କରିଛନ୍ତି , ଯାହା ମୁଣ୍ଡ ନୁଆଇଁ ଦେବ ।

ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ଶିକ୍ଷୟିତ୍ରୀଙ୍କ ସହିତ ଖରାପ ବ୍ୟବହାର କରିଥିଲେ । ତେବେ କେବଳ ଏତିକି ନୁହେଁ , ଖରାପ ବ୍ୟବହାର କରିବା ସହିତ ଯୁବତୀଙ୍କୁ ଲିପ୍ କି-ସ୍ ମଧ୍ୟ କରିଥିଲେ । ଆଉ ତାଙ୍କୁ ଉଠାଇ ନେଇ ଯାଇଥିଲେ । ଆଉ ଜୋ-ର୍ ଜବ-ରଦସ୍ତ କରି ଶିକ୍ଷୟିତ୍ରୀଙ୍କୁ ବିବାହ ମଧ୍ୟ କରି ନେଇଥିଲେ ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ । ତେବେ କିଛି ଦିନ ପୂର୍ବରୁ ଏହା ଶୁଣିବାକୁ ମିଳିଥିଲା କି , କିଡ଼ିଙ୍ଗ ସ୍କୁଲ ଶିକ୍ଷୟୀତ୍ରି ନି-ଖୋଜ ରହିଥିଲେ । ତେେ ତାଙ୍କ ଏହାପରେ ଭବାନୀପଟଣା ଥା-ନାରେ ପରିବାର ଲୋକ ଅଭି-ଯୋଗ କରିଥିଲେ ।

ଆଉ ଏହାପରେ ପୋ-ଲିସ ଅଭି-ଯୋଗ ଆଧାରରେ ଶିକ୍ଷୟିତ୍ରୀଙ୍କୁ ଖୋଜାଖୋଜି କରିବା ଆରମ୍ଭ କରି ଦେଇଥିଲା । ଆଉ ଶେଷରେ ତାଙ୍କର ଠିକଣା ଖୋଜି ପାଇ ଯାଇଥିଲା । ତେବେ ଏହାପରେ ଶିକ୍ଷୟିତ୍ରୀଙ୍କ ଠାରୁ ସବୁ ସତ କଥା ବାହାର କରିଥିଲା । ତେବେ ଶିକ୍ଷୟିତ୍ରୀ କହିଥିଲେ କି , ତାଙ୍କୁ ରାସ୍ତା ମଝିରେ ଲିପ୍ କି-ସ୍ କରିଥିଲେ ମୁନିଗୁଡ଼ା ଅଞ୍ଚଳର ଯୁବକ ପ୍ରତାପ ପାତ୍ର ।

ଆଉ ଏହାପରେ ତାଙ୍କୁ ଜବ-ରଦସ୍ତ କରି ବିବାହ କରିବା ପାଇଁ କହିଥିଲେ । କୋର୍ଟକୁ ନେଇ ଏଫିଡେବିଟ କରିଥିଲେ ଆଉ ସେଥିରେ ବିବାହ କରିବା କଥା ଲେଖା ହୋଇଥିଲା , ସେଥିରେ ଶିକ୍ଷୟିତ୍ରୀଙ୍କୁ ସାଇନ୍ ମା-ରିବାକୁ କହିଥିଲେ ।ତେବେ ଶିକ୍ଷୟିତ୍ରୀ ମନା କରିବାରୁ ସେ ତାଙ୍କୁ ମା-ଡ ମା-ରିବା ସହିତ ନ-କ୍ସଲ ମାନଙ୍କ ପାଖରେ ଛାଡି ଦେବ ବୋଲି ଧ-ମକ ଦେଇଥିଲା ଆଉ ଏହାପରେ ଯୁବତୀ ଭ-ୟଭୀ-ତ ହୋଇ ଯାଇ ପ୍ରତାପକୁ ମନ୍ଦିରରେ ବିବାହ କରି ପକାଇ ଥିଲେ ।

ତେବେ ପୋ-ଲିସ ପ୍ରଥମେ ବିବାହ କରିଥିବା କଥା ଶୁଣି ପ୍ରତାପକୁ ଛାଡି ଦେଇଥିଲା କିନ୍ତୁ ପରେ ଶିକ୍ଷୟିତ୍ରୀଙ୍କ ଅଭି-ଯୋଗ ଆଧାରରେ ଗି-ରଫ କରି ଥିଲା ଆଉ ସବୁ ପଚ-ରାଉ-ଚରା କରି ସତ ବାହାର କରିଥିଲା । ତେବେ ବର୍ତ୍ତମାନ ଶିକ୍ଷୟିତ୍ରୀ ଜଣକ ନିଜ ପରିବାର ଲୋକଙ୍କୁ ପାଖରେ ପାଇ ଭୋ ଭୋ ହୋଇ କା-ନ୍ଦିବା ସହିତ ନିଜ ଜୀବନର ସବୁଠାରୁ ଦୁଃ-ଖମୟ ଦିନ ବିଷୟରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *