ଝିଅକୁ ନେଇ ପର ପୁରୁଷ ସହ ପଳେଇଥିଲା ସ୍ତ୍ରୀ, ବାପା ଏବେ ଝିଅକୁ ଫେରି ପାଇ ଖୁସିରେ ଝ-ରିଗଲା ଲୁହ

ବାପା ମାଆଙ୍କର ଝିଅ ମାନେ ସବୁଠାରୁ ଅଧିକ ଗେହ୍ଲା ହୋଇଥାନ୍ତି । ବିଶେଷ କରି ବାପା ମାନଙ୍କର ଝିଅ ଅଧିକ ପ୍ରିୟ ହୋଇଥାନ୍ତି । ବାପା ମାନେ ନିଜ ଝିଅ ପାଇଁ କିଛି ବି କରିପାରନ୍ତି। ସେମାନେ ନିଜ ଝିଅ ପାଇଁ ନିଜ ଜୀବନ ଦେଇ ବି ପାରନ୍ତି ଆଉ ନେଇ ବି ପାରନ୍ତି । ତେବେ ବର୍ତ୍ତମାନ ଏପରି ଏକ ବାପାଙ୍କ କାହାଣୀ ସାମ୍ନାକୁ ଆସିଛି ।

ନୟାଗ଼ଡର ଏହି ବାପାଙ୍କ କାହାଣୀ ଶୁଣିବା ପରେ ଆପଣଙ୍କ ଆଖିରୁ ବି ଲୁ-ହ ଆସିଯିବ । ଗଣମାଧ୍ୟମ ଆଗରେ ସେ ନିଜ ଦୁଃ-ଖ କାହାଣୀ ବଖାଣି କହିଛନ୍ତି କି , ତାଙ୍କ ସ୍ତ୍ରୀ ଆଉ ଗୋଟିଏ ପୁଅ ପାଇଁ ତାଙ୍କୁ ଭୁଲିଗଲା ଆଉ ନିଜ ପ୍ରେମିକ ସହିତ ଫେ-ରାର ହୋଇଗଲା । କିନ୍ତୁ ତାର ଗୋଟିଏ ଝିଅ ଅଛି ବୋଲି ଭୁଲିଗଲା ଆଉ ଛାଡି ପଳାଇଲା ।

ଆଉ ଦୁଃଖର କଥା ଏହା ଯେ , ତାଙ୍କ ଛୋଟ ଝିଅକୁ ମଧ୍ୟ ତାଙ୍କ ସ୍ତ୍ରୀ ନେଇ ପଳାଇ ଥିଲା ଆଉ ନିଜ ସହିତ ରଖି ବହୁତ ଅ-ତ୍ୟାଚା-ର କରୁଥିଲା । ଟିକେ ଟିକେ କଥାରେ ମା-ଡ଼ ମା-ରିବା ଠାରୁ ଆରମ୍ଭ କରି ଗା-ଳି ଗୁ-ଳଜ ମଧ୍ୟ କରୁଥିଲା । ଛୋଟ ଝିଅଟିଏ ଟିକିଏ ପରି-ସ୍ରା କରିଦେଲେ ମଧ୍ୟ ସ୍ତ୍ରୀକୁ ଭଲ ଲାଗୁ ନଥିଲା ଆଉ ସେ ଏପରି ପଦକ୍ଷେପ ଗ୍ରହଣ କରୁଥିଲା ।

ଝିଅକୁ ମା-ଡ଼ ମା-ରିବାକୁ ଆଗେଇ ଆସୁଥିଲା ଆଉ ଭୁଲି ଯାଉଥିଲା ମାଆର ମମତା । ତେବେ ସେ ଯାହା ବି ହେଉ ନା କାହିଁକି ବର୍ତ୍ତମାନ ବହୁତ ଖୋଜାଖୋଜି ପରେ ଯୁବକ ତାଙ୍କ ଝିଅକୁ ଖୋ-ଜି ପାଇଛନ୍ତି ଆଉ ସ୍ତ୍ରୀ କାହା ସହିତ ପଳାଇଛନ୍ତି ସେ କଥା ମଧ୍ୟ ଜାଣି ପାରିଛନ୍ତି । ତେବେ କୁନି ଝିଅ ଖନେଇ ଖନେଇ କହୁଛି ତାକୁ କିଏ ସବୁ ମା-ଡ଼ ମା-ରୁଥିଲେ ଆଉ ଏ କଥା ଶୁଣି ଆପଣଙ୍କ ଆଖିରୁ ବି ଲୁ-ହ ଆସିଯିବ ।

Leave a Reply

Your email address will not be published. Required fields are marked *