ବଡ଼ ଭଉଣୀକୁ ବଞ୍ଚାଇବାକୁ ଯାଇ ବସ ଭିତରେ ଚାପି ହୋଇଗଲା ସାନ ଭଉଣୀ । ଚାଲିଗଲା ଜୀବନ ।

ବର୍ତ୍ତମାନ ସମୟରେ ଏକ ଅତି ଭ-ୟଙ୍କର , ମର୍ମ-ନ୍ତୁଦ ଏବଂ ଦୟନୀୟ ଦୁର୍ଘ-ଟଣା ସବୁଠି ଚର୍ଚ୍ଚାର ବିଷୟ ସାଜିଛି । କାରଣ ଏହି ଦୁର୍ଘ-ଟଣାରେ ସାନ ଭଉଣୀ ନିଜ ବଡ଼ ଭଉଣୀକୁ ବଞ୍ଚାଇବାକୁ ଯାଇ ନିଜେ ବସ ଭିତରେ ଚାପି ହୋଇ ଯାଇଛି । ବଡ଼ ଭଉଣୀର ଜୀବନ ହୁଏତ ବଞ୍ଚି ଯାଇଛି କିନ୍ତୁ ସାନ ଭଉଣୀ ସମ୍ପୂର୍ଣ୍ଣ ଭାବରେ ଚାପି ହୋଇ ଯିବାରୁ ତାକୁ କଟର ସାହାଯ୍ୟରେ କାଟି ବାହାରକୁ ବାହାର କରାଯାଇଥିଲା । କିନ୍ତୁ ବାହାର କରିବା ପରେବି ସୁଦ୍ଧା ସାନ ଭଉଣୀ ଅନସୂୟାର ଜୀବନ ଆଉ ନଥିଲା । ବସ ଭିତରେ ଚାପି ହୋଇ ଅକାଳରେ ଅନସୂୟାର ଜୀବନ ଚାଲି ଯାଇଛି । ନୂଆବର୍ଷ ଦୁହିଁଙ୍କର ବେଶ ଧୂମଧାମରେ ଯାଇଥିଲା ।

କିନ୍ତୁ ବଡ଼ ଭଉଣୀର ସ୍ୱାସ୍ଥ୍ୟ ଖରାପ ଥିବାରୁ ସାନ ଭଉଣୀ ବଡ଼ ଭଉଣୀକୁ ବସ ଯୋଗେ କଟକ ବଡ଼ ମେଡ଼ିକାଲକୁ ଚେକ-ଅପ ପାଇଁ ନେଇ ଯାଉଥିଲା । ଘରେ ବାହାରିବା ବେଳେ ଦୁହେଁ ଘରକୁ ଫେରି ଆସିବେ ବୋଲି କହି ଯାଇଥିଲେ । କିନ୍ତୁ ଘରକୁ କେବଳ ଜଣେ ହିଁ ଫେରିଥିଲା । ଆଜ୍ଞା ହଁ ! ଅତ୍ୟଧିକ କୁହୁଡ଼ି ଯୋଗୁଁ ହିଁ ଏଭଳି ଏକ ମର୍ମ-ନ୍ତୁଦ ସଡ଼କ ଦୁର୍ଘ-ଟଣା ଘଟି ଯାଇଛି ।

ଅତ୍ୟଧିକ କୁହୁଡ଼ି କାରଣରୁ କଟକ ଜିଲ୍ଲା ନିଶ୍ଚିତକୋଇଲିର କରପଡ଼ା ଛକ ନିକଟରେ ବସ ଏବଂ ଟ୍ରକ ମୁହାଁମୁହିଁ ଧ-କ୍କା ହୋଇଥିଲା । ବସ ଭିତରେ ସେହି ସମୟରେ ୬୦ ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିଲେ । ବସ ଭିତରେ ଅଧିକାଂଶ ଲୋକ ଚାପି ହୋଇ ଯାଇଥିବାରୁ ସେମାନଙ୍କୁ ବସ ଭିତରେ ହିଁ ଅକ୍ସିଜେନ ଦିଆଯାଇଥିଲା ।

କିନ୍ତୁ କିନ୍ତୁ ଏହି ଦୁର୍ଘ-ଟଣାରେ ଦୁଇଜଣଙ୍କ ମୃ-ତ୍ୟୁ ହୋଇଥିବା ବେଳେ ୪୦ ରୁ ଅଧିକ ଲୋକ ଆ-ହତ ହୋଇଛନ୍ତି । ସେଥିମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁ-ତର ଥିବାରୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା କରାଯାଉଛି । ସାଲେପୁର ଦୁର୍ଘ-ଟଣାରେ ଆଳି ବ୍ଲକ ଅନ୍ତର୍ଗତ ଉତ୍କଳ ବାଳକାଟି ପଞ୍ଚାୟତ ପଡାଙ୍ଗ ଗାଁର ଅର୍ଜୁନ ଚନ୍ଦ୍ର ବାରିକଙ୍କ ୨୧ ବର୍ଷୀୟ ଝିଅ ଅନସୂୟା ବାରିକଙ୍କର ମୃ-ତ୍ୟୁ ହୋଇଛି ।

ଅନସୂୟା +2 ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିଲେ । ଝିଅର ଏଭଳି ମୃ-ତ୍ୟୁକୁ ପୁରା ପରିବାର ସହ୍ୟ କରିପାରି ନାହାଁନ୍ତି । ଏହି ଦୁର୍ଘ-ଟଣା ପରେ ଟ୍ରକ ଏବଂ ବସ ଡ୍ରାଇଭର ମଧ୍ୟ ଫ-ସି ରହିଥିଲେ ଏବଂ ଗାଡ଼ିରୁ ବାହାରି ପାରି ନଥିଲେ । ଘଟ-ଣାସ୍ଥଳରେ ଅଗ୍ନିଶମ ବାହିନୀ ଆସି କଟର ସାହାଯ୍ୟରେ ବସ ଏବଂ ଟ୍ରକକୁ କାଟି ସେମାନଙ୍କୁ ଉ-ଦ୍ଧାର କରିଥିଲା । ତେବେ ଏଥିରେ ଦୁଇ ଜଣଙ୍କର ମୃ-ତ୍ୟୁ ମଧ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *