ଏହି ଲ-ଜ୍ୟାଜ-ନକ ଭିଡ଼ିଓ,ଆପଣଙ୍କ ର-କ୍ତ ଗରମ କରିଦବ,ଦେଖନ୍ତୁ ଭିଡ଼ିଓ …….

ବନ୍ଧୁଗଣ ଆପଣ ସମସ୍ତେ ଜାଣିଥିବେ ଦୁନିଆଁରେ ବର୍ତ୍ତମାନ ସୋସିଆଲ ମିଡ଼ିଆର ଚାହିଦା କେତେ ମାତ୍ରାରେ ବଢିଯାଇଛି । ଲୋକେ ସମସ୍ତ ପ୍ରକାରର ଏହାରି ଉପରେ ନିର୍ଭର ହୋଇ ରହୁଛନ୍ତି । ସକାଳ ଠାରୁ ଆରମ୍ଭ କରି ସଂଧ୍ୟା ଯାଏଁ ଏହା ଉପରୁ ନଜର ଉଠୁନାହିଁ । ବାରମ୍ବାର ଲୋକମାନେ ଏହାକୁ ଦେଖୁଛନ୍ତି ଆଉ ସବୁକିଛି ଭୁଲି ଯାଉଛନ୍ତି । ତେବେ ମନୋରଞ୍ଜନର ମାଧ୍ୟମ ଗୁଡିକ ମଧ୍ୟରୁ ଏହା ଗୋଟିଏ ଅଟେ ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓ ଗୁଡିକ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆପଣ ମାନେ ଜାଣିଥିବେ ସମସ୍ତଙ୍କ ସହାୟତା କରିବାପାଇଁ ପୋ-ଲିସ ରହିଥାନ୍ତି । ତେବେ ଏମାନଙ୍କ ମଧ୍ୟରୁ କେତେକ ଭଲ ହୋଇଥିବା ବେଳେ ଆଉ କେତେକ ବହୁତ ଖରାପ ବ୍ୟବହାର କରିଥାନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓରେ ଆପଣ ଦେଖିପାରିବେ କି , କିପରି ଦୁଇଜଣ ଲୋକ ଜଣେ ପୋ-ଲି-ସଙ୍କ ନିକଟକୁ ଆସି ଗାଡି ଚୋରି ହେବା ନେଇ ଅଭି-ଯୋଗ ଲେଖିବାକୁ କହନ୍ତି , କିନ୍ତୁ ପୋଲିସ ବାବୁ ସିଧା ସିଧା ମନା କରନ୍ତି ଆଉ ତାଙ୍କୁ ଗା-ଳି ମଧ୍ୟ କରନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ସେହି ଲୋକ ଜଣକ ଜିଲ୍ଲାର ଏସଏସପି ଥିଲେ । ଆଉ ପରେ ସେହି ପୋ-ଲିସ କର୍ମୀଙ୍କୁ କାମରୁ ନିଲ-ମ୍ବିତ କରାଯାଇଥିଲା । ଅନ୍ୟ ଏକ ଭିଡ଼ିଓରେ ଆପଣ ଦେଖିପାରିବେ କି , ବାଇକର ମାନଙ୍କର ଏକ ଗ୍ୟା-ଙ୍ଗ ଆସି ହଠାତ ପେଟ୍ରୋଲ ଟାଙ୍କି ଉପରେ ଆକ୍ର-ମଣ କଲେ ଆଉ ମାଗଣାରେ ପେଟ୍ରୋଲ ଭର୍ତ୍ତି କରିବା ସହିତ ଲୋକମାନଙ୍କ ଠାରୁ ଚୋ-ରି କରି ନେଇଗଲେ । ତେବେ ସିସିଟିଭିରେ ଏହି କାରନାମା ରେ-କର୍ଡ ହୋଇ ଯାଇଥିଲା ।

ଆପଣ ଜାଣିଥିବେ କି , କର୍ମ କରିବାର ଇଚ୍ଛା ଥିଲେ ମଣିଷ ଯେମିତି ହେଉ ନା କାହିଁକି ସଫଳତା ପାଇଥାଏ । ଆମେରିକାରୁ ଆସିଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ କି , କିପରି ଗୋଟିଏ କୁନି ଝିଅ ନିଜ ପାଦରୁ ଜୋତା ଖସିବା ପରେ ମଧ୍ୟ ଦୌଡ଼ିବା ଛାଡି ନଥିଲା ଆଉ ପ୍ରଥମ ମଧ୍ୟ ହୋଇଥିଲା। ଅନ୍ୟ ଏକ ଭିଡ଼ିଓରେ ଜଣେ ସରକାରୀ କର୍ମଚାରୀଙ୍କ ସହିତ ଖରାପ ବ୍ୟବହାର କରିବା କେତେ ମହ-ଙ୍ଗା ହୋଇପାରେ ଆପଣ ଜାଣିପାରିବେ । ବ୍ୟକ୍ତି ଜଣକ ଟ୍ରାଫିକ ପୋଲି-ସଙ୍କ ସହିତ ଖରାପ ବ୍ୟବହାର କରିଥିଲେ ଆଉ ତାପରେ ଠିକ୍ ମଜା ପାଇଗଲେ ।

ଶେଷ ଭିଡ଼ିଓରେ ଆପଣ ଦେଖିପାରିବେ କି , ଜଣେ ଝିଅ ନିଶାରେ ଟଳଟଳ ହେଉଛି । ମଜାର କଥା ଏହା ଯେ , ଝିଅଟି ଆଉ କାହାକୁ ଚିହ୍ନି ପାରୁନାହିଁ । ଆଉ ଯାଉଥିବା ଟ୍ୟାକ୍ସିରେ ହିଁ ନିଜର ନକ୍ସା ଦେଖାଉଛି । ସେ ଚାଳକଙ୍କ ଠାରୁ ଟ୍ୟାକ୍ସି ଛଡାଇ ନେଉଛି । ଆଉ ତାପରେ ଅନେକ କଥା କହିବାରେ ଲାଗିଛି । ଆଉ ଟ୍ୟାକ୍ସି ଚାଳକ ଜଣକ ଝିଅକୁ କିଛି ନ କହି ତାଙ୍କ ଭିଡ଼ିଓ କରିଥିଲେ ଆଉ ସିଧାସଳଖ ପୋ-ଲି-ସକୁ ଡକାଇଥିଲେ । ଏହାପରେ ଝିଅର ପ୍ରକୃତ ମଜା ବାହାରି ଯାଇଥିଲା ।

Leave a Reply

Your email address will not be published. Required fields are marked *