ମହିଳା ସାମ୍ବାଦିକା ଦେବସ୍ମିତାଙ୍କ ମାମ-ଲାରେ ଏଭଳି କହିଲେ ଓକିଲ । କହିଲେ ସେ କୌଣସି ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ନୁହଁନ୍ତି ,, ଯାହାକୁ ହାତ ମା-ରିବା ସଧାରଣ କଥା …..

ବର୍ତ୍ତମାନ ସମୟରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେମିତି ଚହଳ ପଡ଼ି ଯାଇଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତିରେ ଫିଲ୍ମ ରିଲିଜକୁ ନେଇ ବି-ବାଦ ଜାରି ରହିଥିଲା । ସେଥିରେ ଟୁଟୁ ନାୟକ ଚର୍ଚ୍ଚାରେ ଥିଲେ । ଆଉ ଏବେ ମହିଳା ସାମ୍ବାଦିକା ଦେବସ୍ମିତାଙ୍କୁ ଚା-ପୁଡ଼ା ମା-ରିବା ଅଭି-ଯୋଗରେ ତାଙ୍କୁ ଘରୁ ଗି-ରଫ କରିଛି ପୋ-ଲିସ । ଯାହାକୁ ନେଇ ସୋସିଆଲ ମିଡ଼ିଆ ଅନେକ ବିଶିଷ୍ଟ ବ୍ୟକ୍ତି ନିଜ ନିଜର ମତ ଦେଉଛନ୍ତି । ଏହାରି ମଧ୍ୟରେ ଜଣେ ଓକିଲ ମଧ୍ୟ ଏହାକୁ ନେଇ ନିଜର ମତ ରଖିଛନ୍ତି । ତାଙ୍କ କହିବା କଥା ଯେ ଦୁନିଆରେ ସବୁ ଲୋକଙ୍କର ନିଜର ସ୍ୱାଭିମାନ ରହିଛି ।

ତେଣୁ ସେ ପ୍ରଥମେ ଜଣେ ମହିଳା ଏବଂ ତାପରେ ସେ ହେଉଛନ୍ତି ଦେଶର ଚତୁର୍ଥ ପିଲର ଅର୍ଥାତ ସାମ୍ବାଦିକ । ତେଣୁ ତାଙ୍କ ଦେହରେ ହାତ ଦେବା ଆଦୋୖ ଉଚିତ ନଥିଲା । ସାଧରଣତଃ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଭଳି ଚାଲେ ଯେ ଜଣେ ନିର୍ଦେଶକ କିମ୍ବା ପ୍ରଯୋଜକ ନିଜର ସହକର୍ମୀ ମହିଳା କିମ୍ବା ଅଭିନେତ୍ରୀଙ୍କ ସହିତ ମିଳାମିଶା କରି ପାରନ୍ତି । କିନ୍ତୁ ଏଠାରେ ସାମ୍ବାଦିକା କୌଣସି ଅଭିନେତ୍ରୀ ନୁହଁନ୍ତି । ସେ ଇଣ୍ଡଷ୍ଟ୍ରିର ଯେତେ ବଡ଼ ଲୋକ ହୋଇଥାନ୍ତୁ ନା କାହିଁକି ମିଡ଼ିଆ ଫିଲଡ଼ରେ ସେ ଜଣେ ସାଧାରଣ ଲୋକେ । ତେଣୁ ଏଭଳି ଭାବରେ ମହିଳାଙ୍କ ବିନା ଅନୁମତିରେ ଛୁଇଁବା ଏକ ମାରା-ତ୍ମକ ଭୁଲ ହୋଇଥିବା ସେ କହିଛନ୍ତି ।

ଦେବସ୍ମିତା ଜଣେ ଭଦ୍ର ଏବଂ ଜଣେ ଭଲ ଝିଅ ଏବଂ ସେ ମିଡ଼ିଆ ଲାଇନରେ ପ୍ରାୟ ଦୀର୍ଘ ବର୍ଷ ହେବ କାମ କରି ଆସୁଛନ୍ତି । ଆଉ ତାଙ୍କ ସମ୍ମାନକୁ ହାନୀ ପହଞ୍ଚାଉଥିବା ଭଳି ଏକ ଘ-ଟଣା ଘଟିବା ପରେ ସେ ଥା-ନାରେ ଟୁଟୁ ନାୟକଙ୍କ ନାମରେ ଅଭି-ଯୋଗ ଆଣିଥିଲେ । ଯାହାକୁ ଆଧାର କରି ପୋ-ଲିସ ତାଙ୍କୁ ତାଙ୍କ ଘରୁ ଗି-ରଫ କରିଛି ।

କିନ୍ତୁ ଏଡ଼ଭୋକେଟଙ୍କ କହିବା କଥା ଯେ ଟୁଟୁ ନାୟକଙ୍କ ଏଭଳି ଏକ କାମ ତାଙ୍କ ପାଇଁ ଆଗାମୀ ସମୟରେ ମ-ହଙ୍ଗା ପଡ଼ିପାରେ । ଆଉ ଆଗକୁ ସେ ଏଭଳି କାମ କରିବା ପୂର୍ବରୁ ହଜାରେ ଥର ଭାବିବେ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ଏହି ମାମ-ଲା ଖୁବଶୀଘ୍ର ରଫାଦଫା କରାଯାଉଛି ନା ଏହି ମାମ-ଲା ଆହୁରି ଉଗ୍ର ରୂପ ଧାରଣ କରୁଛି ।

Leave a Reply

Your email address will not be published. Required fields are marked *