ସମ୍ପ-ର୍କୀୟଙ୍କ ଭାଇ ଆଣିଲେ ଗୁରୁ-ତର ଅଭି-ଯୋଗ , ଚାରି ଦିନ ବିତି ଯାଇଥିଲେ ବି ଶବ ହସ୍ତାନ୍ତର କରାଯାଉ ନାହିଁ

ଆଜିକୁ ବିତି ଗଲାଣି ୫ ଦିନ । ସେହି କାଳ ରାତିରେ ଘଟି ଯାଇଥିବା ଦୁର୍ଘ-ଟଣା କଥା ଆଜି ବି ଜୀବିତ ହୋଇ ରହିଛି । ଆଜି ବି ସେହି କଥା କେହି ଭୁଲି ପାରୁ ନାହାନ୍ତି । ଆଜି ବି ସମସ୍ତଙ୍କ ଛାତି ଥରାଇ ଦେଉଛି ସେହି ଅଭୁଲା ରାତି । ସମସ୍ତଙ୍କ ହୃଦୟକୁ ଥରାଇ ଦେଇଥିଲା ସେହି ଛାତିଥରା ଦୃ-ଶ୍ୟ । କେହି ବି ଶାନ୍ତିରେ ଟିକିଏ ପେଟକୁ ଦାନା ନେଇ ପାରୁ ନାହାଁନ୍ତି । କାହିଁକି ନା ସବୁ କିଛି ଓଲଟା ପାଲଟା କରିଦେଲା କରମଣ୍ଡଳ ଏକ୍ସପ୍ରେସ । କେତେ କେତେ ଅସହାୟଙ୍କ ଜୀବନକୁ ବ-ର୍ବାଦ କରିଦେଲା ସେ ।

ସବୁକିଛି ଛାରଖାର କରି ରଖିବା ପୂର୍ବରୁ ଟିକିଏ ବି ଚିନ୍ତା କରିଲା ନାହିଁ । ବାସ୍ ଏବେ ସବୁକିଛି ସାଧାରଣ ହୋଇ ସାରିଲାଣି । ସେହି ଟ୍ରାକ ଦେଇ ଟ୍ରେନ ଚଳାଚଳ ସାଧାରଣ ହୋଇ ଗଲାଣି । କିଛି କିଛି ଟ୍ରେନ ବର୍ତ୍ତମାନ ଚାଲିବାରେ ଲାଗିଛି । ଅନ୍ୟ ପକ୍ଷରେ ମୃତକ ମାନଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଛି ଆଉ କିଛି କିଛି ଲୋକ ଆସି ତାଙ୍କ ସମ୍ପର୍କୀୟ ମାନଙ୍କ ଶ-ବକୁ ଖୋଜିବାରେ ଲାଗିଛନ୍ତି । ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲି ବୁଲି ସେମାନେ ଖୋଜିବାରେ ଲାଗିଛନ୍ତି । କେଉଁ ହସ୍ପିଟାଲରେ ତାଙ୍କ ନିଜ ଲୋକଙ୍କୁ ପାଇବେ ଆଉ ଶେଷ ଦର୍ଶନ କରି ଘରକୁ ନେଇଯିବେ । ଘରେ ସମସ୍ତେ ଟିକିଏ ଦେଖି ଦେଇ ତାଙ୍କୁ ଦାହ କରିଦେବେ ।

ତେବେ ଏହାରି ମଧ୍ୟର ସଙ୍ଗୀନ ଅଭି-ଯୋଗ ଆଣିଛନ୍ତି ବିହାରରୁ ଆସିଥିବା ଜଣେ ବ୍ୟକ୍ତି । ଯିଏକି ନିଜ ଭାଇଙ୍କ ଶ-ବକୁ ଆଜି ଯାଏଁ ପାଇ ନାହାଁନ୍ତି । ଆଜିକୁ ୪ ଦିନ ବିତି ଯାଇ ସାରିଥିଲେ ମଧ୍ୟ ତାଙ୍କ ଭାଇଙ୍କ ଶ-ବକୁ ତାଙ୍କୁ ହସ୍ତାନ୍ତର କରା ଯାଇନାହିଁ । ଭୁବନେଶ୍ବରର ଅନେକ ହସ୍ପିଟାଲ ସେ ବୁଲି ସାରିଲେଣି ଆଉ ଶେଷରେ ନିଜ ଭାଇଙ୍କ ଶ-ବକୁ ମଧ୍ୟ ପାଇ ସାରିଲେଣି । କିନ୍ତୁ ଦୁଃ-ଖର ବିଷୟ ଏହା ଯେ , ତାଙ୍କୁ ଶବ ହସ୍ତାନ୍ତର କରା ଯାଇନାହିଁ । ସେ ଅପେକ୍ଷା କରି ରହିଛନ୍ତି କେବେ ଶ-ବ ମିଳିବ , କିନ୍ତୁ ହସ୍ପିଟାଲ କର୍ତୃପକ୍ଷ ତାଙ୍କୁ ଶ-ବ ଦେଉ ନାହାଁନ୍ତି ।

ନାନାଦି କଥା କହି ସେମାନେ ଭୁଲାଇ ଦେଉଛନ୍ତି ବୋଲି ବ୍ୟକ୍ତି ଜଣକ କହିଛନ୍ତି । ତେବେ ଅନ୍ୟ ପକ୍ଷରେ ବ୍ୟକ୍ତି ଜଣକ କହିଛନ୍ତି କି , ଯେତେବେଳେ ଭାଇଙ୍କ ଶ-ବ ତାଙ୍କୁ ମିଳି ଥିଲା , ସେତେବେଳେ ହସ୍ପିଟାଲ କର୍ତୃପକ୍ଷ ତାଙ୍କୁ କହିଥିଲେ କି , ଏବେ ଶ-ବ ଦିଆ ଯିବ ନାହିଁ ଡିଏନଏ ଟେଷ୍ଟ କରାଯିବା ପରେ ଯାଇ ଶ-ବ ଦିଆ ଯିବ । ତେବେ ସେହି ଟେଷ୍ଟ କେବେ ହେବ ଆଉ ତାଙ୍କୁ ଶ-ବ କେବେ ମିଳିବ , ସେ ନେଇ ବ୍ୟକ୍ତି ଜଣକ ଅପେକ୍ଷା କରି ରହିଛନ୍ତି । ଏତେ ଅବହେଳା ତାଙ୍କୁ ଭଲ ଲାଗୁନାହିଁ । ଆଉ କେତେ ଦିନ ସେ ଏପରି ଅପେକ୍ଷା କରି ରହିବେ ବୋଲି ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *