ପ୍ରକୃତ ଭଲ ପାଇବାର ମାନେ ଖାଲି ଶାରୀ-ରିକ ସଂ-ପର୍କ ନୁହେଁ , ପ୍ରେମର ଅର୍ଥ ସମ୍ମାନ

କୁହାଯାଏ ପ୍ରେମ ଶାଶ୍ଵତ ଆଉ ଚିରନ୍ତନ । ସେଥିପାଇଁ ଆଜି ଆମେ ରାଧା ଆଉ କୃଷ୍ଣଙ୍କୁ ପୂଜା କରୁଛୁ । ସେମାନେ ବିବାହ କରି ନାହାନ୍ତି ସତ କିନ୍ତୁ ସେମାନଙ୍କ ମଧ୍ୟରେ ଏପରି କିଛି ଭଲ ପାଇବା ଥିଲା , ଯେଉଁଥି ପାଇଁ ଆଜି ସେମାନଙ୍କର ଉଦାହରଣ ଚାରିଆଡ଼େ ଦିଆ ଯାଉଛି । ତେବେ ଏପରି କିଛି କଥା ବର୍ତ୍ତମାନ ଆମେ ଏଥିପାଇଁ କହୁଛୁ କାରଣ ଦିଲ୍ଲୀର ସେହି ଲୋ-ମଟା-ଙ୍କୁରା ଘ-ଟଣା ବିଷୟରେ ଆପଣ ସମସ୍ତେ ଜାଣି ସାରିଥିବେ। ଯେଉଁ ନାରୀକୁ ସେ ଭଲ ପାଉଥିଲା , ତାକୁ ହିଁ ହତ୍ୟା କରି ତାର ଖଣ୍ଡ ଖଣ୍ଡ କରିଦେଲା ଜଣେ ବ୍ୟକ୍ତି

ତେବେ ଏହାକୁ ନେଇ ସାରା ଦୁନିଆଁରେ ଚର୍ଚ୍ଚା ହେବାରେ ଲାଗିଛି । ଆଜିର ଦୁନିଆଁରେ ପ୍ରେମ ମାନେ ଶାରୀ-ରିକ ସ-ମ୍ପର୍କ ହୋଇଯାଇଛି । ସେଥିପାଇଁ ବାସ୍ ଗୋଟିଏ ରାତି ହୋଟେଲ ଯାଉଛନ୍ତି ଆଉ ତାପରେ ପରସ୍ପର ସହିତ କିଛି ଦିନ ରହି ସମ୍ପ-ର୍କ ଭା-ଙ୍ଗି ଦେଉଛନ୍ତି । ଯାହା କି ପ୍ରକୃତରେ ଗ୍ରହଣ ଯୋଗ୍ୟ ନୁହେଁ। ତେବେ ଦିଲ୍ଲୀରେ ଘ-ଟିଥିବା ଘ-ଟଣା ବିଷୟରେ ଲିଜା କହିଛନ୍ତି କି , ଯଦି ଜଣେ ଝିଅ ନିଜ ବାପା ମାଆଙ୍କୁ ଛାଡି ଆସି ନିଜ ପ୍ରେମିକ ସହିତ ରହୁଥିଲା ଆଉ ତାକୁ ନିଜର ସବୁକିଛି ଦେଇ ଦେଇଥିଲା , ତେବେ ତାର ପ୍ରେମିକ ଏତେ ବଡ କାମ କିପରି କରିପାରିଲା ।

ଯଦି ପ୍ରକୃତରେ ଭଲ ପାଇଥାନ୍ତା , ତେବେ ବିବାହ ପାଇଁ ମନା କରିବା ପରେ ଏମିତି କିଛି କା-ଣ୍ଡ କରିନଥାନ୍ତା । କାହିଁକି ନା ଝିଅର କିଛି ସମସ୍ୟା ଥାଇପାରେ । ଯେଉଁଥିପାଇଁ ସେ ପୁଅକୁ ବିବାହ କରିବାପାଇଁ ମନା କରି ଦେଇଥିଲା । ତେବେ ଏପରି କାହିଁକି ପୁଅ କଲା ସେ କଥା ତ ସିଏ ଜାଣିଥିବ । ବୋଧହୁଏ ନିଜ ସ୍ବାର୍ଥ ଆଉ ଅହ-ଙ୍କାର ଆଗରେ ସେ ଝିଅକୁ ଦେଖି ପାରି ନଥିବ ଆଉ ଯେଉଁଥି ପାଇଁ ସେ ଭାବି ଥିବ କି , ଝିଅ ମୋର ଯଦି ହେବ ନାହିଁ ତେବେ ଆଉ କାହାର ହେବ ନାହିଁ । ଆଉ ସେଥିପାଇଁ ଏପରି ଜ-ଘନ୍ୟ କା-ଣ୍ଡ କରିବା ପାଇଁ ତାର ହାତ ଯାଇଥିବ ।

କିନ୍ତୁ ଏହା ଲୋ-ମଟା-ଙ୍କୁରା ଘ-ଟଣା ଅଟେ । ଜଣେ ଝିଅକୁ ହ-ତ୍ୟା କରି ତାର ୩୫ ଖଣ୍ଡ କରିବାକୁ କିପରି ବା ଜଣେ ମଣିଷର ହାତ ଗଲା । ଅନ୍ୟ ପକ୍ଷରେ ଯଦି ସୁପ୍ରିମ କୋର୍ଟ ଏହି ପୁଅ ଆଉ ଝିଅ ଏକାଠି ଲିଭ୍ ଇନ ରେ ରହିବାକୁ ଅପ-ରାଧ ବୋଲି କହି ନାହାନ୍ତି , ତେବେ ସମସ୍ତେ ରହିପାରିବେ । କିନ୍ତୁ ଆଗକୁ କଣ ଘଟିବ , ତାପରେ ଯାଇ କୋର୍ଟ ଆଉ କିଛି ନୂଆ ନିୟମ ପ୍ରଣୟନ କରିପାରନ୍ତି । ସେ କଥା ତ କେବଳ ସମୟ ହିଁ କହିବ । ନଚେତ୍ ଆଗକୁ ଏପରି ଅନେକ ହ-ତ୍ୟା କା-ଣ୍ଡ ବିଷୟରେ ଶୁଣିବାକୁ ମିଳିବ ।

Leave a Reply

Your email address will not be published. Required fields are marked *