ଆଉ ନିଜକୁ ସମ୍ଭାଳି ନପାରି ଦୀପିକା କହିଦେଲେ ସତ ।

ଦିନେଶ ମତେ ନୁହେଁ ମୋ ଦେହକୁ ଭଲ ପାଉଥିଲେ। ତାଙ୍କର ମୋ ପ୍ରତି ଭଲ ପାଇବା ଆଦୌ ନଥିଲା ସେ କେବଳ ମୋ ଶରୀର ସାଥେ ଖେଳିବାକୁ ଭଲ ପାଇବାର ନାଟକ କରୁଥିଲେ। ଗଣମାଧ୍ୟମ ସମ୍ମୁଖରେ ଦୀପିକା ବଖାଣିରେ ବିବାହ ପୂର୍ବରୁ ଦିନେଶ ଓ ତାଙ୍କ ଭିତରେ ଥିବା ସ-ମ୍ପର୍କ। କେବେ ସେ ଜାଣିପାରିଥିଲେ ଦିନେଶ ତାଙ୍କ ସହ ନାଟକ କରୁଥିଲେ। ଦିନେଶ ତାଙ୍କ ଠାରୁ କଣ ଚାହୁଁଥିଲେ ଏ ସବୁ ଘ-ଟଣା ଦୀପିକା ମନ ଖୋଲି କହି ଦେଇଛନ୍ତି କାରଣ ସେ ଆଉ ନିଜର କ-ଷ୍ଟକୁ ସମ୍ଭାଳି ନପାରି ନିଜର ମନର କଥାକୁ ପ୍ରକାଶ କରିଛନ୍ତି।

ଦୀପିକା କହିଲେ ଦିନେଶ ମତେ ଯେତେବେଳେ ପ୍ରଥମେ ଭଲ ପାଇଥିଲେ ମୁଁ କହିଥିଲି କି ଦିନେଶ ତୁମେ ମୋ ଠାରୁ ଦୁଇ ବର୍ଷ ସାନ ଅଛ ବୋଲି ହେଲେ ଦିନେଶ କହିଥିଲେ ଭଲ ପାଇବାରେ ବୟସ କି କଳା ଗୋରା ଦେଖା ଯାଏନି। ତା ପରେ ଆମେ ଦୁହେଁ ଦୁହିଁଙ୍କୁ ଭଲ ପାଇଲୁ। ଦିନେଶ ମୋର ବହୁତ ଯତ୍ନ ନେଉଥିଲେ ମୁଁ ବି ତାଙ୍କର ଯତ୍ନ ନେଉଥିଲି। ଦୁହେଁ ଦୁହିଁଙ୍କ ସୁଖ ଦୁଃ-ଖର ସାଥି ହୋଇଥିଲୁ।

ସବୁ କିଛି ଠିକ ଠାକ ଚାଲିଥିଲା ହେଲେ ହଟାତ ଦିନେଶ ବଦଳି ଗଲେ। ହଁ ଯେବେ ଦୀପିକା ଦିନେଶଙ୍କୁ କହିଲେ ସେ ଗର୍ଭ-ବତୀ ଅଛନ୍ତି ସେବେ ଦିନେଶଙ୍କ ମୁଣ୍ଡ ଭିତରେ ସେହି କଥା ପଶିଲା। ଦିନେଶ ଯେତେବେଳେ ମୋ ଠାରୁ ଜାଣିବାକୁ ପାଇଲେ ମୁଁ ଗର୍ଭ-ବତୀ ଅଛି ବୋଲି ଦିନେଶ କହିଲେ ପିଲା ନ-ଷ୍ଟ କରିଦେବାକୁ ହେଲେ ମୁଁ ଗୋଟେ ମା ମୁଁ କିପରି ଚାହିଁବି ମୋ ପିଲା ଦୁନିଆର ଆଲୋକ ଦେଖିବା ପୂର୍ବରୁ ମ-ରିଯାଉ ବୋଲି।

ମୁଁ ଦିନେଶଙ୍କ କଥା ନ ଶୁଣି ଦିନେଶଙ୍କୁ କୋର୍ଟ ମ୍ୟାରେଜ କରିବାକୁ ବାଧ୍ୟ କଲି। ବାସ ସେବେଠୁ ଦିନେଶ ଆଉ ମୋ ଭିତରେ ଆରମ୍ଭ ହେଲା ଫାଟ। ଦିନେଶଙ୍କ ପରିବାର ଲୋକେ ବି ଚାହୁଁନଥିଲେ ମୁଁ ତାଙ୍କ ଘରକୁ ବୋହୁ ହୋଇ ଯାଏ। ମୁଁ ଦିନେଶଙ୍କୁ ଅନେକ ବୁଝାଇବାକୁ ଚେଷ୍ଟା କରିଥିଲି କିନ୍ତୁ ଦିନେଶ ବୁଝିବାକୁ ପ୍ରସ୍ତୁତ ନଥିଲେ। ସେବେ ମୁଁ ଅନୁଭବ କଲି ଦିନେଶ ମତେ ନୁହେଁ ମୋ ଶରୀରକୁ ଭଲ ପାଇବାକୁ ଚାହୁଁଛନ୍ତି। ତା ପରେ ଦିନେଶ ମତେ ସବୁଥିରେ ବ୍ଳକ କରିଦେଲେ। ଦିନେଶଙ୍କ ସହ ଯୋଗାଯୋଗ କରିବା ମୋ ପାଇଁ ସମ୍ଭବ ନଥିଲା ମୁଁ ଶେଷରେ ପୋ-ଲି-ସର ସାହାଯ୍ୟ ନେଲି। ଦିନେଶ ଜେଲ ବି ଗଲେ।

ତାଙ୍କ ପରିବାର ଲୋକେ ମତେ ଟଙ୍କାର ଲୋଭ ଦେଖାଇ କେ-ଶ ସମାଧାନ କରିବାକୁ କହିଲେ ମାତ୍ର ଦୀପିକା ସେଥରେ ରାଜି ହୋଇନଥିବା କହିଛନ୍ତି। ସେପଟେ କିଛି ଦିନ ପରେ ଦୀପିକା ଜାଣିବାକୁ ପାଇଥିଲେ କି ଦିନେଶଙ୍କ ବିବାହ ଏକ କଦଳୀ ବ୍ୟବସାୟ କରୁଥିବା ଝିଅ ସହ ହେବ ବୋଲି ପ୍ରସ୍ତୁତି ଚାଲିଛି। ତେଣୁ ଦୀପିକା ଆସି ଦିନେଶଙ୍କ ଘର ଆଗରେ ଧାରଣାରେ ବସିଥିବା କହିଲେ କାରଣ ଦୀପିକାଙ୍କ କହିବା କଥା ଦିନେଶଙ୍କ ବିବାହ କେତେବେଳେ ହୋଇ ଯାଇଥାନ୍ତା

ସେ ଜାଣି ପାରିନଥାନ୍ତେ କାରଣ ଦିନେଶଙ୍କ ଘର ଠାରୁ ଦୀପିକାଙ୍କ ଘର ପାଞ୍ଚ କିଲୋମିଟର ଦୂର। ତେବେ ଦୀପିକା ଆହୁରି କହିଛନ୍ତି କି ମୁଁ ଚାହେଁନି ମୁଁ ଦିନେଶଙ୍କ ସେକେଣ୍ଡ ସ୍ତ୍ରୀ ହୁଏ ବୋଲି। ତେଣୁ ମତେ ନ୍ୟା-ୟ ଓ ମୋ ପୁଅକୁ ବାପାର ପରିଚୟ ଦେବା ପାଇଁ ମୁ ଧାର-ଣାରେ ବସିଛି। ତେବେ ଦେଖିବାକୁ ବାକି ରହିଲା ଦୀପିକାଙ୍କୁ କେବେ ଗ୍ରହଣ କରୁଛନ୍ତି ଦିନେଶ।

Leave a Reply

Your email address will not be published. Required fields are marked *