ଦିନେଶ ମତେ ଗିଫ୍ଟ ମାଗିଥିଲେ ମୁଁ ଦିନେଶଙ୍କୁ କୁକୁର ଗିଫ୍ଟ କରିଥିଲି କିନ୍ତୁ ,କିନ୍ତୁ ପୁଣି କଣ ଦେଖନ୍ତୁ ପୁରା ଖବର।

ଦିନେଶ ସବୁ ଭୁଲି ଯାଉଛନ୍ତି ତାଙ୍କ ମାଙ୍କ ଭାଷାରେ ଦିନେଶ ଏବେ ବାୟା ହୋଇ ଯାଇଛନ୍ତି।ତାଙ୍କର କିଛି ମନେ ପଡୁନି କି ଯେମିତି କହୁଛନ୍ତି ସେ ମତେ ଗିଫ୍ଟ କରିଥିଲେ। ମୁଁ ତାଙ୍କ ଠାରୁ ପଇସା ଆଣିଥିଲି ମୁଁ ତାଙ୍କ ଠାରୁ ପଇସା ଆଣିଥିଲି ନା ସେ ମତେ ଗିଫ୍ଟ ମାଗିଥିଲେ ? ଦିନେଶ ମତେ କହିଥିଲେ ତୁ ଦୋକାନ ଆରମ୍ଭ କରିବା ପୂର୍ବରୁ ମତେ ଏକ କୁକୁର ଗିଫ୍ଟ କରେ ମୁଁ 18 ହଜାର ଟଙ୍କା ଦେଇ ଦିନେଶଙ୍କୁ ଏକ କୁକୁର ଗିଫ୍ଟ କରିଥିଲି। ହେଲେ ଏବେ ଦିନେଶ ମୋ ନାଁରେ କିପରି ମି-ଛ କହୁଛନ୍ତି। କିପରି କହୁଛନ୍ତି ଦିନେଶ କି ମୁଁ ତାଙ୍କ ଠାରୁ ଟଙ୍କା ଆଣୁଥିଲି ତାଙ୍କର କିଛି ମନେ ଅଛି ନା ନାହିଁ। ସେ କଣ ସବୁ କଥା ଭୁଲି ଯାଉଛନ୍ତି କି ?

ଯେମିତି କି ମୋ ସହ କଣ କରିଥିଲେ। ମତେ ଦିନେ କଣ କଥା ଦେଇଥିଲେ। ମୋ ପୁଅର ବାପା କିଏ। ସବୁ ଜାଣି ଦିନେଶ ଅଜଣା ପରି ହେବା ପଛର କାରଣ କଣ ବୋଲି ଦୀପିକା ପଚାରିଛନ୍ତି।

ଦୀପିକା ଆହୁରି କହିଛନ୍ତି କି ଯେଉଁ କୁକୁର ମୁଁ ଦିନେଶଙ୍କୁ ଗିଫ୍ଟ କରିଥିଲି ସେହି କୁକୁରର ରୁମ ମୁଁ ଧାରଣାରେ ବସିଥିବା ବେଳେ ଦିନେଶଙ୍କ ପରିବାର ଲୋକେ ମୋ ଉପରକୁ ଫୋପାଡିଥିଲେ। ଏତେ କଷ୍ଟ ଦେଉଥିବାରୁ ଧନ୍ୟବାଦ ତୁମ ମାନଙ୍କୁ। ହେଲେ ମୋ ପୁଅର ଭୁଲ କଣ ଆମ ଦୁହିଁଙ୍କ ଭୁଲ ପାଇଁ ସେ କାହିଁକି କଷ୍ଟ ପାଇବ। କିଛି ଭୁଲ ନକରି ମଧ୍ୟ ଆମ ପୁଅ ଆମ ଦୁହିଁଙ୍କ ପାଇଁ ଅନେକ କଷ୍ଟ ସହିଲାଣି। DNA ଟେଷ୍ଟ ରି-ପୋର୍ଟ ପଜେଟିଭି ଆସିଲା ଦିନେଶ ହିଁ ମୋ ପୁଅର ବାପା ବୋଲି ପୃଭୁ ହେଲା ହେଲେ ତଥାପି ଦିନେଶ ଏବେ ଜାଣି ଶୁଣି ଅଭିନୟ କରୁଛନ୍ତି।

ଦିନେଶ କଣ ଜାଣି ନାହାଁନ୍ତି ସେ ମୋ ସାଥିରେ କଣ କରିଛନ୍ତି ଦିନେଶ ଜାଣି ନାହାଁନ୍ତି କି ଏ ପୁଅ ତାଙ୍କର ବୋଲି। ହେଲେ ବି ଦିନେଶ ନିଜର ସ୍ଵଛ ଭାବ ମୂର୍ତ୍ତି ପାଇଁ ଗଣ ମାଧ୍ୟମ ସମ୍ମୁଖରେ କହିଲେ ମୁଁ କୁଆଡେ ତାଙ୍କୁ ଟଙ୍କା ମାଗୁଥିଲି। ମୁଁ କୁଆଡେ ତାଙ୍କୁ ଡାକୁଥିଲି ମୋ ସହ ଯିବା ପାଇଁ। ମୁଁ ତାଙ୍କୁ ଡାକୁ ନଥିଲି ଦିନେଶ ମତେ ପାଗଳ ପରି ଭଲ ପାଉଥିଲେ ଯାହା ଫଳରେ କି ଦିନେଶ ମତେ ଏକା କେଉଁ ଜାଗାକୁ ଯିବାକୁ ଛାଡୁ ନଥିଲେ ଏକା ଗଲେ କାଳେ ମୁଁ କୌଣସି ଅସୁବିଧାରେ ପଡିବି ତେଣୁ ସେ ମୋ ସାଥିରେ ସବୁ ଆଡେ ଯାଉଥିଲେ।

ହେଲେ ଏବେ ଦିନେଶ ସବୁ କଥା ଭୁଲି ଯାଇ ମୋ ଉପରେ ଦୋ-ଷ ଲଦି ଦେବାକୁ ବସିଛନ୍ତି। ଯେଉଁ ଦିନେଶ ମତେ ଦିନେ କହୁଥିଲେ ତୁମ କ-ଷ୍ଟ ଦେଖି ସହିପାରିବିନି ସେହି ଦିନେଶ ଓ ତାଙ୍କ ପରିବାର ଲୋକେ ମତେ ନାନା କଷ୍ଟ ଦେଉଛନ୍ତି। ଦିନେଶ କଣ ଜାଣି ପାରୁନାହାନ୍ତି ମୁଁ ବାହାରେ ବର୍ଷା ଖରା ଶୀତ କାକରରେ କେତେ କଷ୍ଟ ପାଉଥିବି।ମୋ କଥା ଛାଡ଼ନ୍ତୁ ଆମ ଦୁହିଁଙ୍କ ଭୁଲ ପାଇଁ ଏକ ନିରିହ ସନ୍ତାନ କ-ଷ୍ଟ ପାଉଛି। ମାକୁ ଝୁରି ଝୁରି ମୋ ପୁଅର ଦେହ ଖରାପ ହେଇଗଲା। ଏଇ ଜାଗାରେ ଯଦି ଦିନେଶଙ୍କ ମା ଭଉଣୀ କିଏ ବସିଥାନ୍ତା ଦିନେଶ ତାଙ୍କ କ-ଷ୍ଟ ଦେଖି ସହି ପାରିଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ଦୀପକା।

ସେପଟେ ଧାରଣାକୁ ଆଉ କିଛି ଦିନ ପରେ ଏକ ମାସ ପୁରୀ ଯିବ। ଦୀପିକା ଧାର-ଣାରେ ବସିରହିଛନ୍ତି ନ୍ୟା-ୟ ପାଇଁ। ହେଲେ ଦିନେଶ କିନ୍ତୁ ସେପଟେ ସିଧାସଳଖ କହିଛନ୍ତି କି ସେ ଦୀପିକାଙ୍କୁ ବିବାହ କରିବାର ସମ୍ଭାବନା ନାହିଁ। ଆ-ଇନ ଯାହା କହିବ ଦିନେଶ ମାନି ନେବେ। ତେବେ ଦେଖିବାକୁ ବାକି ରହିଲା କେବେ ହେଉଛି ଘଟ-ଣାର ଶେଷ।

Leave a Reply

Your email address will not be published. Required fields are marked *