ନ-ଗ୍ନ ଦେହ ଦେଖିଲୁ ମଜା ନେଲୁ ଟଙ୍କା ଦେ।

ରାତି ଅଧରେ ଆପଣଙ୍କ ମୋବାଇଲ କୁ ଆସୁଛି କି ଭିଡିଓ କଲ। ନିଜକୁ କ-ଣ୍ଟ୍ରୋଲ କରି ନପାରି ସଚେ-ତନ ଅଭା-ବରୁ ଆପଣବି କଣ ଭିଡିଓ କଲ ରିସିଭି କରି ହେଉଛନ୍ତି କି ଠ-କାମୀ ର ଶି-କାର। କଣ ସୁନ୍ଦରୀ ଯୁବତୀ ମାନେ ତାଙ୍କ ନ-ଗ୍ନ ଚେହେରା ଦେଖାଇ ଆପଣଙ୍କ ପାଖରୁ ଟଙ୍କା ଆଦାୟ କରି ନେଉଛନ୍ତି। କଣ ଏହି ସୁନ୍ଦରୀ ଯୁବତୀ ଆପଣଙ୍କୁ ଭିଡିଓ କଲ କରି ଭ-ୟଭୀ-ତ କରାଇ ଟଙ୍କା ଆଦାୟ କରୁଛନ୍ତି କି। ବନ୍ଧୁଗଣ ହୋଇଯାଆନ୍ତୁ ସତ-ର୍କ।

ସଚେ-ତନ ନଥିଲେ ଆପଣ ହୁଏତ ଗଣି ପାରନ୍ତି ମୋଟା ଅଙ୍କର ଟଙ୍କା। ବିନା କାରଣରେ ଚାଲିଯାଇ ପାରେ ଆପଣଙ୍କ କ-ଷ୍ଟ ଅର୍ଜିତ ଧନ। ନିଜ ସମ୍ମାନ କୁ ଡ-ରି ଆପଣବି ଦେଇ ପାରନ୍ତି ହଜାର ହଜାର ଟଙ୍କା। ରାତି ଅଧରେ ଯଦି ଆପଣଙ୍କ ପାଖକୁ ଭିଡିଓ କଲ ଆସୁଛି ଆଉ ତାହା ଅଚିହ୍ନା ନମ୍ବରରୁ ତେବେ ଦେଖି ଚାହିଁ କଲ ରିସିଭି କରନ୍ତୁ। ନହେଲେ ଆପଣ ବି ଫସି ପାରନ୍ତି ଏହି ଯୁବତୀ ମାନଙ୍କ ମାୟା ଜା-ଲରେ। ଆପଣ ବି ହରାଇ ପାରନ୍ତି ହଜାର ହଜାର ଟଙ୍କା।

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏକ ସାଂଘା-ତିକ ଘ-ଟଣା । ହେଲେ ସଚେତନ କାରଣରୁ ଯୁବକ ଜଣଙ୍କ ବର୍ତୀ ଯାଇଥିବା ବେଳେ ଅନେକ ଜଣଙ୍କ ପାଇଁ ସେ ନିଜେ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଦିନ ସମୟ ରାତି 10 ଟା ବାଜି 30 ମିନିଟ। ଏକ ଯୁବକଙ୍କ ମୋବାଇଲକୁ ହଟାତ ଆସିଲା ଭିଡିଓ କଲ ତାହା ମଧ୍ୟ ଏକ ଅଜଣା ନମ୍ବର ରୁ। ଯୁବକ ଜଣଙ୍କ ଏନେଇ ଖୁବ ସଚେ-ତନ ଥିଲେ।

ଭିଡିଓ କଲ ଆସିବା ମାତ୍ରେ ଯୁବକ ଜଣଙ୍କ ଆଶା ଆଶଙ୍କା ଭିତରେ ରହିଲେ। ମନକୁ ଭ-ୟ ଆସିଲା ଭିଡିଓ କଲ ରିସିଭି କରିବା ପାଇଁ ତେଣୁ ଯୁବକ ଜଣଙ୍କ ଭିଡିଓ କଲ ରିସିଭି କଲେ ନାହିଁ। ଭିଡିଓ କଲ ଟି ରିଙ୍ଗ ହୋଇ ହୋଇ କ-ଟିଯିବା ପରେ। ଯୁବକ ଜଣଙ୍କ ଅତି ଚତୁରତାର ସହିତ ଅଡିଓ କଲ କରିଥିଲେ। ହେଲେ ଅଡିଓ କଲ ରିସିଭି ହେଲା ନାହିଁ।

ତା ପରେ ଯୁବକ ଜଣଙ୍କ ଦେଖନ୍ତି ତ ଅଚିହ୍ନା ନମ୍ବରରୁ ଆସିଥିବା ଭିଡିଓ କଲର ଡିପିରେ ଏକ ସୁନ୍ଦରୀ ଯୁବତୀଙ୍କ ଫଟୋ ଅଛି ତେଣୁ ଯୁବକ ଜଣଙ୍କ ସ-ନ୍ଦେହ ସେତେବେଳେ ବେଳେ ପ୍ରାୟ ସତ ହେବାରେ ଲାଗିଥିଲା ଯୁବକ ଜଣଙ୍କ ପାଖକୁ ଅଡିଓ କଲ କା-ଟିବା ପରେ ପୁଣି ଥରେ ଭିଡିଓ କଲ ଆସିଲା। ଏଥର କିନ୍ତୁ ଯୁବକ ଭିଡିଓ କଲ ରିସିଭି କରିଥିଲେ।

ଏମିତି ସୁନ୍ଦରୀ ଯଦି ରାତି ଅଧରେ ଭିଡିଓ କଲ କରିବ ତେବେ କେହି କଣ କେବେ ଭିଡିଓ କଲ ରିସିଭି କରି ନପାରି ରହି ପାରିବ କି ମାତ୍ର ଯୁବକ ସିନା ଭିଡିଓ କଲ ରିସିଭି କଲେ ହେଲେ କିନ୍ତୁ ବ୍ୟାକ କ୍ୟାମେରା କରି ଥିଲେ। ଆଉ ଯେତେବେଳେ ମୋବାଇଲ ସ୍କ୍ରିନ ଦେଖନ୍ତି ତ ଦେଖିଲେ ଜଣେ ସୁନ୍ଦରୀ ଯୁବତୀ ଏକ ଦମ ନ-ଗ୍ନ ଶରୀର ଦେଖାଇ ଭିଡିଓ କଲ କରିଛନ୍ତି ଏହା ପରେ ଯୁବତୀ ଜଣଙ୍କ ଫୋନ କଲ କା-ଟି ଦେଇଥିଲେ।

ଯେହେତୁ ଯୁବକ ଜଣଙ୍କ ଭିଡିଓ କଲ ରିସିଭି କରିବା ସମୟରେ କ୍ୟାମେରା ବ୍ୟାକ କରିଥିଲେ। ତେଣୁ ଯୁବତୀଙ୍କ ଉଦ୍ୟଶ ପୂରଣ ହୋଇ ପାରିନଥିଲା। ଆଉ ସଚେ-ତନ ଯୁବକ ମଧ୍ୟ ବଞ୍ଚି ଯାଇଥିଲେ ଯୁବତୀଙ୍କ ଚକ୍ରା-ନ୍ତରୁ। ଯଦି ଯୁବକ ଜଣଙ୍କ ସଚେ-ତନ ନଥାନ୍ତେ ତେବେ ଯୁବତୀ ଜଣଙ୍କ ତାଙ୍କ ନ-ଗ୍ନ ଶରୀର ଦେଖାଇ ଯୁବକଙ୍କୁ କରିଥାନ୍ତା ବ୍ଲା-କମେ-ଲ ଆଉ କହିଥାନ୍ତା କି ଟଙ୍କା ଦିଅ ଆଉ ଟଙ୍କା ନଦେଲେ ଏହି ନ-ଗ୍ନ ଫଟୋ କୁ ମୁଁ ତୁମ ଫେସବୁକ ରେ ଟ୍ୟାଗ କରି ପୋଷ୍ଟ କରିବି। ଆଉ ତା ପରେ ନିଜ ଆତ୍ମ ସମ୍ମାନ ଭ-ୟରେ ଯୁବକ ଟଙ୍କା ଦେବାକୁ ବାଧ୍ୟ ହୋଇଥାନ୍ତା। ତେବେ ବନ୍ଧୁଗଣ ସଚେ-ତନ ହୁଅନ୍ତୁ ଆଉ ସତ-ର୍କ ରୁହନ୍ତୁ ନଚେତ ଆପଣ ବି ହୋଇ ପାରନ୍ତି ଠକା-ମିର ଶି-କାର ।

Leave a Reply

Your email address will not be published. Required fields are marked *