ବ୍ୟୋମକେଶ ତ୍ରିପାଠୀ ଦେଲେ ବୋହୁ ଚୟନ କରିବାର ମନ୍ତ୍ର।

ବ୍ୟୋମକେଶ ତ୍ରିପାଠୀ ବର୍ତ୍ତମାନ ସମାଜକୁ ଓ ଏକ ଘଟ-ଣାକୁ ଲକ୍ଷ କରି ଗଣମାଧ୍ୟମରେ ଦେଇଛନ୍ତି ବୋହୁ ଚ-ୟନ କରିବାର ଗୁରୁମନ୍ତ୍ର। ସେ କହିଛନ୍ତି କି ଯେତେବେଳେ ବୋହୁ ଚୟନ କରିବାକୁ ଯାଉଛନ୍ତି ସେତେବେଳେ ବୋହୂକୁ ପ୍ରଥମେ ଏହି ପ୍ରଶ୍ନ କରନ୍ତୁ କି ତାଙ୍କର କଣ କଣ ନି-ଶା ଅଛି। କି ବୋହୂଟିଏ ପୂର୍ବରୁ ମ-ଦ ପିଏ କି ନାହିଁ ବୋହୁ ପୂର୍ବରୁ ହୁ-କା ଟାଣେ କି ନାହିଁ। ଏଥିପାଇଁ ଏହି ପ୍ରଶ୍ନ ପଚାରନ୍ତୁ କାରଣ ଏହା ପରବର୍ତ୍ତୀ ସମୟରେ ଏକ ପାରିବାରିକ ସୁଖ ଶାନ୍ତିକୁ ନ-ଷ୍ଟ କରୁଛି।

ଯେତେବେଳେ ପରେ ଶାଶୁ ଶଶୁର ଜାଣୁଛନ୍ତି ବୋହୁଟିଏ ମ-ଦ ପିଏ ବା ନି-ଶା ନିଏ ସେତେବେଳେ ଏକ ସୁଖ ପାରିବାରରେ ଉଠୁଛି ଝଡ଼। ତେଣୁ ବ୍ୟୋମକେଶ ତ୍ରିପାଠୀ ବର୍ତ୍ତମାନ ଘ-ଟିଥିବା ଏକ ପାରିବାରିକ ଘଟ-ଣାକୁ ବଖାଣିବା ସମୟରେ କହିଥିଲେ କିପରି ବୋହୁ ପାଇଁ ଏକ ହସ ଖୁସିର ସଂସାର ଉଜୁଡି ଯିବାକୁ ବସିଥିଲା। ବୋହୁ ପାଇଁ ନୁହେଁ ଵଂର ବୋହୂର ନି-ଶା ଅର୍ଥାତ ମ-ଦ ସିଗା-ରେଟ ଟାଣିବା ପାଇଁ।

ବାଲିଅନ୍ତା ଥା-ନା ଅଞ୍ଚଳର ଏକ ପରିବାର ଏବେ ଏଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପୁଅ ଟିଏ ଭାରତ ବାହାରେ କାର୍ଯ୍ୟରତ ଥିବା ବେଳେ ଶାଶୁ ଶଶୁର ଓ ବୋହୁ ଭୁବନେଶ୍ୱର ରେ ରହୁଥିଲେ। ତେବେ ଯେତେବେଳେ ପୁଅ ଫରେନ କଣ୍ଟ୍ରିରୁ ଫେରିଲେ ସେତେବେଳେ ପୁଅ ବୋହୂ ମିଶି ଘର ଭିତରେ କବାଟ ବନ୍ଦ କରି ମ-ଦ ପିଉଥିଲେ ସିଗା-ରେଟ ଟାଣୁଥିଲେ ଆଉ ଜୋରେ ପା-ଟି ତୁ-ଣ୍ଡ ମଧ୍ୟ କରୁଥିଲେ।

ତେବେ ଯେତେବେଳେ ଜୋର ପା-ଟି ତୁ-ଣ୍ଡ ଶୁଣନ୍ତି ଶାଶୁ ଶଶୁର ଘର କବାଟ ଖୋଲି ଦେଖନ୍ତି ତ ବୋହୁ ନି-ଶାରେ ଚୁର ହୋଇ ରହିଛି। ତେଣୁ ଏହାକୁ ନେଇ ସେମାନେ ବୋହୂକୁ ବାରଣ କଲେ କି ସ୍ୱାସ୍ଥ୍ୟ ପାଇଁ ମ-ଦ ହାନି କାରଣ ଆଉ ତୁମେ ଆମ ଘରର ବୋହୁ ଆମ ମାନ ସମ୍ମାନ ତୁମ ସହିତ ଜଡିତ। ଏହା ପରେ ମଧ୍ୟ ନା ବୋହୁ ମ-ଦ ପାଖରୁ ଦୁରେଇ ରହିଥିଲେ ନା ପୁଅ ମ-ଦ ପାଖରୁ ଦୁରେଇ ରହିଥିଲେ।

ଏମିତି କି ପର ମୁହୂର୍ତ୍ତରେ ବୋହୁ ସେମାନଙ୍କ ସାଙ୍ଗ ମାନଙ୍କୁ ଘରକୁ ଡାକି ଆଣି ପାଟି କରିଥିଲେ ଯାହା ଫଳରେ ବୋହୁଙ୍କ ଏପରି କା-ଣ୍ଡ କାର-ନାମା ରେ ଶାଶୁ ଶଶୁର ଅତିଷ୍ଠ ହୋଇ ପଡ଼ିଥିଲେ। ଏହାକୁ ମଧ୍ୟ ଯେତେବେଳେ ଶାଶୁ ଶଶୁର ବାରଣ କଲେ ବୋହୁ ଶାଶୁ ଶଶୁରଙ୍କୁ ବୁଝାଇବାକୁ ଯାଇ କହିଲେ କି ମୁଁ କେଉଁ ବାହାରେ ଯାଇଁ ମ-ଦ ପିଉନି କି ହୁ-କା ଟାଣୁନି ମୁଁ ଘର ଭିତରେ ହିଁ ମ-ଦ ପିଉଛି ଆଉ ହୁ-କା ଟାଣୁଛି।

ଏହା ପରେ ଶାଶୁ ଶଶୁର ବୋହୁଙ୍କୁ କଣ ପ୍ରତି ଉତର ଦେବେ ଜାଣି ପାରିନଥିଲେ। ତେବେ ବର୍ତ୍ତମାନ ସମୟରେ ଏଭଳି ଘ-ଟଣା ଯଦିଓ ନୂଆ ନୁହେଁ। କିନ୍ତୁ ଯେହେତୁ ଶାଶୁ ଶଶୁର ସମାଜରେ ବାସ କରନ୍ତି ସେମାନେ ଓଡ଼ିଆ ଘରର ପରମ୍ପରା କୁ ପୂର୍ବରୁ ମାନି ଆସିଛନ୍ତି ତେଣୁ ସେମାନଙ୍କୁ ଏହି ଘ-ଟଣା ଗଭୀର କ-ଷ୍ଟ ଦେଇଥିଲା।

ଏହା ପରେ ଏହି ଘଟ-ଣାକୁ ନେଇ ଆଇ-ନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେତେବେଳେ ବୋହୁଟିଏ ଚୟନ କରୁଛନ୍ତି ବା ପୁଅ ପାଇଁ ବୋହୁ ଖୋଜିବା ଆରମ୍ଭ କରୁଛନ୍ତି ସେହି ସମୟରେ ଆଗ ଦେଖନ୍ତୁ କି ବୋହୁ ନି-ଶା ପାଣି ଗ୍ରହଣ କରେ କି ନାହିଁ। ଏହା ନ ପଚାରି ବୋହୂ କରି ଆଣିବା ପରେ ପାରିବାରିକ ଝଡ଼ ସୃଷ୍ଟି ହୋଇଛି।

ଆଜିର ମର୍ଡନ ଜମାନା ରେ ବୋହୁ ମାନେ ଯେପରି ଆଧୁନିକ ସଭ୍ୟତାକୁ ଅତି ସହଜରେ ଆପଣେଇ ନେଉଛନ୍ତି ସେହିଭଳି ଶାଶୁ ଶଶୁର ମାନେ ଏହାକୁ ଘୋର ବି-ରୋଧ ମଧ୍ୟ କରୁଛନ୍ତି। ତେଣୁ ଶାଶୁ ଶଶୁର ମାନେ ବୋହୁଟିଏ କରି ଘରକୁ ବୋହୁ ଆଣିବା ପୂର୍ବରୁ ବୋହୂକୁ ଯଦି ପଚାରିବେ କି ସେ ନି-ଶା ସେ-ବନ କରେ କି ନାହିଁ ତେବେ ପରେ ଆଉ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି ଆଇ-ନଜୀବୀ ବ୍ୟୋମକେଶ ତ୍ରିପାଠୀ।

Leave a Reply

Your email address will not be published. Required fields are marked *