ପ୍ରେମର ପରିଣାମ କଣ ଏତେ ଭ-ୟଙ୍କର , ପ୍ରେମୀ ଯୁଗଳଙ୍କୁ ଉଲ-ଗ୍ନ କରି ବୁଲାଇଲେ ଗାଁ ଲୋକ

ସମାଜ ଯେତେ ଶିକ୍ଷିତ ହୋଇ ହୋଇ ଯାଉଅଛି , ଲୋକମାନଙ୍କର କାର୍ଯ୍ୟକଳାପ ସେତେ ତଳକୁ ତଳକୁ ଖସି ହୋଇ ଯାଉଛି । ଲୋକେ ଅତ୍ୟନ୍ତ ନୀ-ଚ୍ଚ କାମ କରିବାରେ ଲାଗିଛନ୍ତି ଆଉ ଏସବୁ କଥା ଶୁଣିବା ପରେ ବାସ୍ତବରେ ସମସ୍ତଙ୍କର ମୁଣ୍ଡ ତଳକୁ ହୋଇ ଯାଉଛି । ଶିକ୍ଷିତ ସମାଜର ଅଶିକ୍ଷିତ କାର୍ଯ୍ୟ । ପ୍ରେମର ପରିଣାମ ଭୋଗିବାକୁ ପଡିଛି ପ୍ରେମୀ ଯୁଗଳଙ୍କୁ । ନିଜର ସମ୍ମାନ ହରାଇ ବସିଛନ୍ତି ପ୍ରେମୀ ଯୁଗଳ । ଆଉ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ସେମାନଙ୍କର ଭିଡ଼ିଓ ।

ଛତିଶଗଡ଼ର ଉରନ୍ଦବେଡା ଗ୍ରାମରୁ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି , ଏଭଳି ଖବର ଯାହା ଆପଣଙ୍କୁ ଲଜ୍ଜିତ କରି ପକାଇବ । ଗାଁ ଲୋକମାନେ ଏଭଳି କାମ କରିଛନ୍ତି , ଯାହା ଦ୍ୱାରା ପ୍ରେମୀ ଯୁଗଳ ଆଉ କାହାକୁ ମୁହଁ ଦେଖାଇ ପାରୁ ନାହାଁନ୍ତି । ବାସ୍ତବରେ ଏହି ଗ୍ରାମର ଜଣେ ବିବାହତ ପୁରୁଷ ସେହି ଗ୍ରାମର ଜଣେ ମହିଳାଙ୍କୁ ଭଲ ପାଇ ବସିଥିଲେ । ଆଉ ଦୁହିଁଙ୍କ ମଧ୍ୟରେ ଅତ୍ୟନ୍ତ ନିବିଡତା ବଢି ଯାଇଥିଲା । ଲୋକ ଲ-ଜ୍ଜାକୁ ଭ-ୟ କରି ଦୁହେଁ ଲୁ-ଚି ଲୁ-ଚି ଦେଖା ହେଉଥିଲେ । ଆଉ ସବୁଦିନ ଦେଖା କରିବା ଭଳି ସେଦିନ ମଧ୍ୟ ଦେଖା କରିବାପାଇଁ ଯାଇଥିଲେ ଗାଁ ପାଖରେ ଥିବା କାଜୁ ବଣକୁ ।

କିନ୍ତୁ ସେଦିନ ଉଭୟଙ୍କ ପାଇଁ ଥିଲା କାଳ ଦିନ । ଆଉ ସେଦିନ ତାଙ୍କ ସହ ଏଭଳି କିଛି ହେବ ବୋଲି ସେମାନେ ସ୍ୱପ୍ନରେ ବି ଭାବି ନଥିଲେ । ତେବେ ସୂଚନା ମୁତାବିକ , ଉଭୟେ ଯାଇ ଗାଁ ପାଖରେ ଥିବା ଏକ କାଜୁ ବଣ ମଧ୍ୟରେ କଥାବାର୍ତ୍ତା କରୁଥିଲେ । ଆଉ ଏହି ସମୟ ମଧ୍ୟରେ ଗାଁ ର କିଛି ଲୋକ ସେମାନଙ୍କୁ ଦେଖି ନେଇଥିଲେ । ଆଉ ଏ ବିଷୟରେ ସେହି ବିବାହିତ ପୁରୁଷଙ୍କର ସ୍ତ୍ରୀଙ୍କୁ ଜଣାଇ ଦେଇଥିଲେ । ତେବେ ସମସ୍ତେ ଆସି ତାଙ୍କୁ ଧ-ରି ପକାଇଥିଲେ । ଆଉ ଶାସ୍ତି ସ୍ୱରୁପ ସେମାନେ ଉଭୟ ପୁରୁଷ ଆଉ ମହିଳାଙ୍କୁ ଉଲ-ଗ୍ନ କରି ଦେଇଥିଲେ ।

ଆଉ ଏହାପରେ ଗୋଟିଏ ଗଛରେ ବାନ୍ଧି ପକାଇ ବହୁତ ମା-ଡ଼ ମା-ରିଥିଲେ । ଖାଲି ସେତିକି ନୁହେଁ ମା-ଡ଼ ମା-ରି ଲହୁ ଲୁହାଣ କରି ସାରିବା ପରେ ସେମାନଙ୍କ ମନ ଶାନ୍ତ ହୋଇନଥିଲା । ସେମାନେ ଉଭୟ ପୁରୁଷ ଆଉ ମହିଳାଙ୍କୁ ନେଇ ଗାଁ ସାରା ବୁଲାଇ ଥିଲେ । ଆଉ ସେମାନଙ୍କ ମଧ୍ୟରୁ କିଛି ଲୋକ ଉଭୟଙ୍କର ସେହି ଉଲ-ଗ୍ନ ଭିଡ଼ିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ବର୍ତ୍ତମାନ ସେମାନଙ୍କର ଇ-ଜ୍ଜ-ତ ସୋସିଆଲ ମିଡିଆରେ ଘୁରି ବୁଲୁଛି । କିନ୍ତୁ ଏହା ମଧ୍ୟରେ ସେମାନେ ଜାଣି ପାରିନଥିଲେ କି ସେମାନେ ଆଇ-ନକୁ ନିଜ ହାତକୁ ନେଇ ଯାଇଛନ୍ତି । ତେବେ ଏହାପରେ ପୋ-ଲି-ସ ଘଟ-ଣା ସ୍ଥ-ଳରେ ପହଞ୍ଚି କିଛି ଲୋକଙ୍କୁ ଗି-ରଫ କରିଥିଲା ।

Leave a Reply

Your email address will not be published. Required fields are marked *