ରଜରେ ତୁମେ ହସଖୁସି କଲ , ଆମ ହସଖୁସି କାଇଁ , ଭାଇର ମୃ-ତ୍ୟୁ ପରେ କାନ୍ଦି କାନ୍ଦି ଚି-ତ୍କାର କରି କହିଲା ଭଉଣୀ :-

ରଜରେ ସବୁ ପରିବାରରେ ଖୁବ ଖୁସିର ମାହୋଲ ଥାଏ । କିନ୍ତୁ ଯେଉଁ ପରିବାର ଜଣେ ସଦସ୍ୟକୁ ହରାଇଛି ସେ ବା ଆଉ କିପରି ଖୁସିରେ ରହି ପାରିବ । ଘରେ ବାପା ମା ଭାଇ ଭଉଣୀ ୭ ଜଣ ପରିବାର । ଖୁବ ଖୁସିରେ ଦିନ କଟି ଯାଉଥିଲା । କିନ୍ତୁ ପରିବାର ପରିବାର ମଧ୍ୟରେ ବି-ବା-ଦ ଏତେ ସୃ-ଷ୍ଟି ହେଲା ଯେ ସାନ ଭାଇର ମୃ-ତ୍ୟୁ ହେଲା । ଆଉ ତାହାକୁ ବର୍ତ୍ତମାନ ସାରା ପରିବାର ହ-ତ୍ୟା କରାଯାଇଥିବା ଅଭି-ଯୋଗ କରିଛନ୍ତି ।

ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିବା ଏହି ଘଟ-ଣାରେ ଏକ ପରିବାରର ସାନ ପୁଅର ହ-ତ୍ୟା ହୋଇଛି । ତେବେ କିଛିଦିନ ପୂର୍ବରୁ ସାନ ପୁଅ ନି-ଖୋ-ଜ ଥିବା ପରିବାର ଲୋକେ ଥା-ନାରେ ଅଭି-ଯୋଗ କରିଥିଲେ । ଏହାକୁ ନେଇ କ-ଳହ ଲାଗିଥିବା ପରିବାରକୁ ଦାୟୀ ମଧ୍ୟ କରିଥିଲେ । ମାତ୍ର ୪ ଦିନ ପରେ ପୁଅର ଶ-ବ ମିଳିଥିଲା । ଯାହାକୁ ନେଇ ପରିବାର ସମେତ ସାରା ଅଞ୍ଚଳରେ ଦୁଃ-ଖର ଛା-ୟା ଖେଳି ଯାଇଛି ।

ଭଉଣୀ କାନ୍ଦି କାନ୍ଦି କହିଛି ” ସାନ ଭାଇ ଛୋଟ ପିଲାଟା , ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲା ଆଉ ଶାର୍ଟ ପ୍ୟାଣ୍ଟ ଆଣିଥିଲା କଲେଜ ଯିବ । କିନ୍ତୁ ସବୁ ହସ ଖୁସି ତାର ଛଡ଼ାଇ ନିଆଗଲା । ” ଏହି ମାମ-ଲାରେ ସେ ଏହା ମଧ୍ୟ କହିଛନ୍ତି ଯେ ଶ-ତ୍ରୁ ପରିବାରର ଜଣେ ବ୍ୟକ୍ତି କିପରି ତାଙ୍କ ନାମରେ ଅଭି-ଯୋଗ ହେବାରୁ ଏଣୁ ତେଣୁ ଶୁଣାଉଥିଲେ । ଆଉ ଏହାକୁ ନେଇ ମୃତ-କଙ୍କ ପରିବାର ଲୋକେ ସେଇମାନେ ହିଁ ହ-ତ୍ୟା କରିଥିବା ଅଭି-ଯୋଗ କରିଛନ୍ତି । ୬ ଭାଇ ଭାଇ ଭଉଣୀ ବର୍ତ୍ତମାନ କା-ନ୍ଦି କା-ନ୍ଦି ନ-ୟାନ୍ତ ।

ରଜ ପାଇଁ ସବୁ ପରିବାରରେ ଯେତେବେଳେ ଖାସ ଖୁସିର ମାହୋଲ ତାଙ୍କ ପରିବାରରେ ସେଇଟା ଆଉ ନାହିଁ । ନିଜ ସାନ ଭାଇକୁ ଯଦି ମା-ରି ଦିଆଗଲା । ତେବେ ସେମାନେ ଆଉ କାହା ପାଇଁ ବଞ୍ଚିବେ । ଖୁବ ସ୍ନେହ ଶ୍ର-ଦ୍ଧାରେ ରହୁଥିଲେ ୭ ଭାଇ ଭଉଣୀ । କିନ୍ତୁ ଏପରି ଘଟ-ଣା ଘଟିଯିବ ବୋଲି କେହି ଜାଣି ନଥିଲେ । ପରିବାର ପରିବାର ବି-ବା-ଦ ମଧ୍ୟରେ ପିଲାଟିର ନି-ରୀ-ହ ଜୀବନ ବ-ଳି ପଡିଗଲା । ତେବେ ବର୍ତ୍ତମାନ ସୁଦ୍ଧା ହ-ତ୍ୟା କରିଥିବା ବ୍ୟକ୍ତି ବିଷୟରେ ଜଣା ପଡ଼ିନାହିଁ । କିନ୍ତୁ ଆମେ କହିବାକୁ ଚାହିଁବୁ ଯେ ଯିଏବି ବ୍ୟକ୍ତି ଏପରି ହ-ତ୍ୟା କରିଛନ୍ତି ତା ମଧ୍ୟରେ ମାନବିକତା ହିଁ ନାହିଁ ।

Leave a Reply

Your email address will not be published. Required fields are marked *