ଭଉଣୀ ସମାନ ଛାତ୍ରୀକୁ ଟୋକା ଲଗାଇ ଦେଲା କି-ସ । କଲେଜ ଦେଖିବାକୁ ମିଳିଲା ଏପରି ବ-ର୍ବର ଦୃଶ୍ୟ

ବର୍ତ୍ତମାନ ସମୟରେ ସ୍କୁଲ କଲେଜ ଆଉ ସ୍କୁଲ କଲେଜ ହିସାବରେ ନାହିଁ । ମଡର୍ନ ଯୁଗରେ ପିଲା ସବୁ ଏମିତି ମର୍ଡନ ହୋଇ ଗଲେଣି ଯେ ଆଉ ନିଜକୁ ସଂଯ-ତରେ ରଖି ପାରୁ ନାହାଁନ୍ତି । କଲେଜ କ୍ୟାମ୍ପସରେ ଏମିତି ସବୁ ବ-ର୍ବର ଦୃ-ଶ୍ୟ ଦେଖିବାକୁ ମିଳୁଛି ଯାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କୁଲକୁ ମନ୍ଦିର ସଦୃ-ଶ ମାନା ଯାଇଥାଏ । କିନ୍ତୁ ଆଜିକାଲି ସ୍କୁଲକୁ ପିଲା ନର୍କ ସଦୃ-ଶ୍ୟ କରି ସାରିଲେଣି । ନାନା ଅନୈ-ତିକ କାର୍ଯ୍ୟ ବି ସ୍କୁଲରେ କରୁଛନ୍ତି । ଯାହାର ଭିଡ଼ିଓ ପ୍ରାୟ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହିପରି ଏକ କଲେଜର ଭାଇରଲ ଭିଡ଼ିଓ ବିଷୟରେ କହିହୁ ।

ତେବେ ଆପଣ ଭିଡ଼ିଓ ଦେଖି ଭାବିବେ ଯେ ତାହା ରେଗିଙ୍ଗ ନା ଟରଚର । ଭାଇରଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ କଲେଜର କିଛି ପିଲା ଗୋଟିଏ ସ୍ଥାନରେ ରୁ-ଣ୍ଡ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଚେୟାର ରେ ବସି ଏକ ନାଲି ପାଇପ ଧରିଛି ଏବଂ ଜୋର ଜବ-ରଦସ୍ତ ଜଣେ ଝିଅକୁ ବସାଇ ରଖିଛି । ଆଉ ଅନ୍ୟ ଜଣେ ପୁଅକୁ ତାକୁ କି-ସ କରିବାକୁ ଏବଂ ପ୍ରୋପୋଜ କରିବାକୁ କହୁଛି । ସେଠାରେ ଥିବା ଅନ୍ୟ ସବୁ ମେଞ୍ଚଡ଼ ପିଲା ତାହା ଦେଖି ବେଶ ମଜା ଉଠାଉଛନ୍ତି ଏବଂ କେହି କେହି ଭିଡ଼ିଓ ମଧ୍ୟ କରୁଛନ୍ତି ।

ଆଜିକାଲିକା ପିଲାଙ୍କୁ ଦେଖି ନିଅନ୍ତୁ । କଲେଜକୁ ନାଟକ ଘର ବନେଇ ଦେଲେଣି । କଲେଜକୁ ପାଠ ପଢିବାକୁ ଆସି ଏପରି ଭାବରେ ଅ-ଶ୍ଳୀଳ କାମ କରୁଛନ୍ତି ଛାତ୍ର ଛାତ୍ରୀ । ପିଲାଟି ଯେମିତି ଚେୟାରରେ ବସି ଅ-ର୍ଡର ଦେଉଛି ଲାଗୁଛି କଲେଜ ଯେମିତି ତାର ବାପା ସମ୍ପତ୍ତି । ଖାଲି ଏତିକି ନୁହେଁ ସେ କୁଆଡ଼େ ତା ସାଙ୍ଗର ବାହାଘର କରାଇ ଦେଉଛି । ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ଜୁନିୟର କଲେଜର ଜଣେ ଛାତ୍ର ସମସ୍ତଙ୍କୁ ଏକତ୍ରିତ କରି ଜଣେ ଝିଅକୁ ଅ-ଶ୍ଳୀଳ ଗା-ଳି କରୁଥିବା ଏବଂ ସମସ୍ତଙ୍କ ଆଗରେ ସେହି ଝିଅକୁ କି-ସ କରିବାକୁ ବାଧ୍ୟ କରୁଥିବାର ଭିଡ଼ିଓ ଏବେ ଭାଇରଲ ହେଉଛି ।

ତେବେ ଏହି ଭିଡ଼ିଓ ଭାଇରଲ ହେବାପରେ ବଡ଼ ବଜାର ଥା-ନା ପୋଲି-ସର ଏକ ଟିମ ମୁଖ୍ୟ ଅଭି-ଯୁକ୍ତ ଅଭିଷେକ ନାୟକଙ୍କୁ ଥା-ନାକୁ ଆଣି ଜେ-ରା କରିଥିଲା । ପରେ ଏକ ମା-ମଲା ରୁ-ଜ୍ଜୁ କରି ଅଭିଷେକକୁ ଗି-ରଫ କରି କୋ-ର୍ଟ ଚା-ଲାଣ କରିଛି ପୋ-ଲିସ । ତେବେ ଏହି ଘଟ-ଣାରେ ସୁପ୍ରିମକୋର୍ଟଙ୍କ ନିର୍ଦେ-ଶନାମା ଅନୁସାରେ ଆଣ୍ଟିରେଗିଂ ଅନୁଯାୟୀ ଅଭିଷେକ ବିରୋ-ଧରେ ଏକ ମାମ-ଲା ରୁ-ଜ୍ଜୁ ହୋଇଛି ।

Leave a Reply

Your email address will not be published. Required fields are marked *