ଘର ସାମ୍ନାରେ ମହିଳା ପ-ରିସ୍ରା କରିବାକୁ ବସିଥିବା ସମୟରେ ଅଜାଗାରେ ମା-ରିଲା ପଡ଼ିଶା । ଗୁରୁ-ତର ହେଲେ ମହିଳା ।

ରାତିରେ ଜଣେ ମହିଳା ନିଜ ଘର ସାମ୍ନାରେ ପ-ରିସ୍ରା କରିବାକୁ ବସିଥିବା ସମୟରେ ପଡ଼ିଶା ଲୋକ ଆସି ଏକ ଲୁହା ରୋଡ଼ରେ ମହିଳାଙ୍କ ଗୁପ୍ତା-ଙ୍ଗରେ ଆ-ଘାତ କରିଥିଲେ । ଆଉ ଯେଉଁ କାରଣରୁ ମହିଳା ଜଣକ ହଠାତ ଅଚେ-ତ ହୋଇ ପଡ଼ି ଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆପଣ ଭାବନ୍ତୁ ଯେ ଆଜିକାଲି ମଣିଷ ନିଜର ମାନସିକତା ବାସ୍ତବରେ ହରାଇ ବସିଛି । କାରଣ ଏହା କେଉଁ ପ୍ରକାରର ବ୍ୟବହାର ଯେ ମହିଳା ନିଜ ଘର ସାମ୍ନାରେ ପରି-ସ୍ରା କରିବା ସମୟରେ ଜଣେ ପଡ଼ିଶା ଏଭଳି ଅ-ତ୍ୟାଚା-ର କରିବ । ତେବେ ଏହି ମାମ-ଲାରେ ଜଣେ କିମ୍ବା ଦୁଇ ଜଣ ନୁହଁନ୍ତି ଏକାଧିକ ଲୋକ ମିଶି ମହିଳାଙ୍କ ଗୁପ୍ତା-ଙ୍ଗକୁ ରୋଡ଼ରେ ମା-ଡ଼ କରିଥିଲେ ।

ତେଣୁ ଘଟ-ଣାସ୍ଥଳରେ ହିଁ ମହିଳା ଜଣକ ଗୁରୁ-ତର ହୋଇ ଯାଇଥିଲେ । ତେବେ ଏଭଳି ଏକ ଘ-ଟଣା ବିଷୟରେ ଜଣା ପଡ଼ିବା ପରେ ବର୍ତ୍ତମାନ ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚିଛି ଏବଂ ତ-ଦନ୍ତ ଆରମ୍ଭ କରିଛି । ରାମଚନ୍ଦ୍ର ମିଶନ ଅଞ୍ଚଳରେ ଘଟିଥିବା ଏଭଳି ଏକ ଘଟ-ଣାକୁ ନେଇ ପୋ-ଲିସ ଅଧିକାରୀ ବୀର କୁମାର କହିଛନ୍ତି ରୁଦ୍ରପୁର ଗ୍ରାମରେ ରହୁଥିବା ୩୫ ବର୍ଷୀୟ ମହିଳା ନିଜ ଘର ନିକଟରେ ଥିବା ଏକ ନାଳରେ ପ-ରିସ୍ରା କରୁଥିଲେ ।

ଆଉ ଏହି ସମୟରେ ସାମ୍ନାରେ ରହୁଥିବା ଗୁରୁଦେବଙ୍କ ସ୍ତ୍ରୀ , ପଡ଼ିଶା ଘରର ମହିଳା ନାଳ ନିକଟରେ ପ-ରିସ୍ରା କରୁଥିବା ଦେଖିବାକୁ ପାଇଥିଲେ । ଆଉ ଏହାପରେ ରା-ଗରେ ଘରକୁ ଯାଇ ଗୁରୁଦେବଙ୍କ ସ୍ତ୍ରୀ ଏକ ଲୁହା ରୋଡ଼ ଆଣି ପଡ଼ିଶା ଘରର ମହିଳାଙ୍କୁ ମା-ଡ଼ ମା-ରିବା ସହିତ ତାଙ୍କ ଗୁପ୍ତ-ଙ୍ଗାରେ ଆ-ଘାତ ଦେଇଥିଲେ ।

ଫଳରେ ମହିଳା ଜଣକ ଗୁରୁ-ତର ଭାବରେ ଆ-ହତ ହୋଇଥିଲେ । ମହିଳା ଜଣକ ଅଚେତ ହୋଇ ପଡ଼ିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେରେ ଭର୍ତ୍ତି କରିଛନ୍ତି । ପୀ-ଡ଼ିତା ପରିବାର ଲୋକଙ୍କ ଅଭି-ଯୋଗ ଆଧାରରେ ପୋ-ଲିସ ଏହି ଘଟ-ଣାର ତ-ଦନ୍ତ ଆରମ୍ଭ କରିଛି । ଘଟ-ଣାରେ ସଂପୃକ୍ତ ଥିବା ଗୁରୁଦେବ , ରାଜୀବ ତଥା ଗୁରୁଦେବଙ୍କ ସ୍ତ୍ରୀଙ୍କ ବିରୋ-ଧରେ ମାମ-ଲା ରୁଜ୍ଜୁ କରି ତ-ଦନ୍ତ ଆରମ୍ଭ କରିଛି । କହିରଖିବୁ ଯେ ବାସ୍ତବରେ ଏଭଳି ମାନସିକତା ଠାରୁ ଦୂରେଇ ରହିବା ଉଚିତ । ମହିଳା ଜଣକ ଘର ସାମ୍ନାରେ ପରି-ସ୍ରା ବସିଥିଲେ ତାହାକୁ ବି-ରୋଧ କରିବାର ଅନେକ ଉପାୟ ରହିଛି । କିନ୍ତୁ ଏହିଭଳି କାର-ନାମା ଆଦୋୖ ଗ୍ରହଣୀୟ ହେବ ନାହିଁ ।

Leave a Reply

Your email address will not be published. Required fields are marked *