ବିବାହକୁ ମାସେ ପୁରିନି କିଏ ନେଲା ସ୍ବାମୀର ଜୀବନ ।

ଏଇ ଏବେ ଏବେ ପଡ଼ିଥିଲା ହାତ ଗଣ୍ଠି । ଏଇ ଏବେ ଏବେ ଦୁହେଁ କରିଥିଲେ ନିଜର ଅନେକ ଦିନର ପ୍ରେମକୁ ସାର୍ଥକ । ହେଲେ ବିବାହକୁ ଏକ ମାସ ପୁରିନୀ ଲିଭିଗଲା ସ୍ତ୍ରୀ ମଥାରୁ ସିନ୍ଦୁର । ହଁ ଆଜ୍ଞା ଅନେକ ଦିନର ପ୍ରେମକୁ ସଫଳ କରିଥିଲେ ଯୁବକ ଯୁବତୀ । ହେଲେ ବିବାହର ଏକ ମାସ ଭିତରେ କିଏ ନେଲା ସ୍ୱାମୀର ଜୀବନ । କିଏ ସ୍ୱାମୀକୁ ଏପରି ନି-ର୍ମମ ଭାବରେ ହ-ତ୍ୟା କରି ଫୋପାଡି ଦେଲା । ବନ୍ଧୁଗଣ ଏପରି ଘ-ଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ କନିକା ବ୍ଲକରେ । ପରିବାରରେ ଖେଳୁଥିଲା ଖୁସିର ଲହରୀ । ନୂଆ ନୂଆ ପ୍ରେମକୁ ସାର୍ଥକ କରିଥିବାରୁ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଥିଲା ଅସରନ୍ତି ଭଲ ପାଇବା ।

ଆଉ ଶେଷରେ ଦୁହେଁ ନିଜର ଅନେକ ଦିନର ପ୍ରେମକୁ ସାର୍ଥକ କରିବା ପାଇଁ । ବାସ୍ତବତାର ରୂପ ଦେବା ପାଇଁ ଦୁହେଁ ହିନ୍ଦୁ ରୀତି ନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବାଜା ବଜାଇ ବା-ଣ ଫୁଟାଇ ଯୁବକ ଜଣଙ୍କ ବର ହୋଇ ଯାଇ ସ୍ତ୍ରୀ ମଥାରେ ସିନ୍ଦୂର ଦେଇ କରିଥିଲେ ନିଜର ସାତ ଜନ୍ମର ସାଥି । ହେଲେ ସବୁ କିଛି ବଦଳି ଯାଇଥିଲା । ସବୁକିଛି ନିମିସକେ ମଧ୍ୟରେ ଏପଟ ସେପଟ ହୋଇଯାଇଥିଲା । ପ୍ରେମିକା ହାତରୁ ମେହେନ୍ଦି ଛାଡ଼ି ନଥିଲା କିନ୍ତୁ ମଥାରୁ ଲିଭିଗଲା ସିନ୍ଦୂର । କାନ୍ଥରୁ ବିବାହର ଚିତ୍ର ଜକ ଜକ ହୋଇ ଦିଶୁଥିବା ବେଳେ । ସବୁ କିଛି,କିଛି କ୍ଷଣରେ ହିଁ ହୋଇଗଲା ଏପଟ ସେପଟ ।

ହଁ ବନ୍ଧୁଗଣ ଏହି ଘ-ଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କିଏ ଓ କାହିକି ନେଲା ଯୁବକଙ୍କ ଜୀବନ ତାର କାରଣ ଖୋଜୁଛି ପୋ-ଲିସ । ସେପଟେ ପରିବାରରେ ଖେଳି ଯାଇଛି ଦୁଃ-ଖର କଳା ପାହାଡ । ସାହି ପଡିଶା ବନ୍ଧୁ ବାନ୍ଧବ ସମସ୍ତେ ଦୁଃ-ଖରେ ଭା-ଙ୍ଗି ପଡିଛନ୍ତି । ଏଇତ ନୂଆ ନୂଆ ଜୀବନର ଆଉ ଏକ ଅଧ୍ୟାୟ କରୁଥିଲେ ସ୍ବାମୀ ସ୍ତ୍ରୀ । ହେଲେ କିଏ ଓ କାହିକି ସେମାନଙ୍କ ହସ ଖୁସିର ସଂସାରକୁ ଉଜାଡି ଦେଲା ତାହାର କାରଣ ଖୋଜି ପାଉ ମହାନ୍ତି କେହି । ଯୁବକ ଜଣଙ୍କ ପରିବା ହାଟକୁ ଯାଇଥିବା ବେଳେ । ସେଠାରେ ତାଙ୍କ ଗଳା କାଟି ତାଙ୍କୁ ହ-ତ୍ୟା କରାଯାଇଥିଲା ।

ହେଲେ କିଏ ଭୀଆଇଲା ଏପରି ହ-ତ୍ୟା କା-ଣ୍ଡ । ଏଇ ଏବେ ଏବେ ପ୍ରେମ କରି ବିବାହ କରିଥିବାରୁ ଯୁବକଙ୍କ ଉପରେ କାହାର ଥିଲା ବ୍ୟକ୍ତିଗତ ରା-ଗ । କାହିଁକି ଘଟିଗଲା ଏପରି ସାଙ୍ଘା-ତିକ ଘ-ଟଣା । ଏହି ଘଟ-ଣାକୁ ବର୍ତ୍ତମାନ ପୋ-ଲିସ ଛାନ ଭିନ କରୁଥିବା ବେଳେ । ସ୍ତ୍ରୀ କହୁଛି କି ପାପ କରିଥିଲି ମୁଁ ଶୋଲ ମଙ୍ଗଲାରେ ମୋ ମଥାରୁ ସିନ୍ଦୂର ପୋଛି ଦେଇ ମତେ ବିଧବା ସଜେଇ ଦେଲ । ତେବେ ସମୟ କହିବ ଯୁବକଙ୍କ ହ-ତ୍ୟା କାରୀ କିଏ ।

Leave a Reply

Your email address will not be published. Required fields are marked *