ଅଭିନେତ୍ରୀ ରଶ୍ମିରେଖା ମୃ-ତ୍ୟୁ ରହସ୍ୟ , କାହିଁକି ରଶ୍ମିରେଖାଙ୍କୁ ଆବଶ୍ୟକ ହେଉଥିଲା ଟଙ୍କା

ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଆ-ତ୍ମହ-ତ୍ୟା ବର୍ତ୍ତମାନ ସମୟରେ ଆହୁରି ରହ-ସ୍ୟଜ-ନକ ହେବାରେ ଲାଗିଛି । ପୂର୍ବରୁ ତ୍ରିକୋଣୀୟ ପ୍ରେମ କାରଣରୁ ହିଁ ତାଙ୍କ ମୃ-ତ୍ୟୁ ହୋଇଥିବା କୁହାଯାଇଥିଲା । ମାତ୍ର ବର୍ତ୍ତମାନ ଏହାର ଅନ୍ୟାନ୍ୟ ରହସ୍ୟ ମାମ-ଲାକୁ ଆହୁରି ଜ-ଟିଳ କରିଛି । ପୂର୍ବରୁ କୁହାଯାଇଥିଲା ଯେ ରାଜା ଏବଂ ରଶ୍ମିରେଖା ମିଳାମିଶା କରୁଥିବାରୁ ସନ୍ତୋଷ ତାଙ୍କର ହ-ତ୍ୟା କରିଥିଲେ । ମାତ୍ର ବର୍ତ୍ତମାନ ଏହି ମାମ-ଲାରେ ଆଉ ଏକ ର-ହସ୍ୟ ପଦାକୁ ଆସିଛି ।

ସୂଚନା ଅନୁଯାୟୀ ରଶ୍ମିରେଖାଙ୍କର ଜଣେ ସାଙ୍ଗଙ୍କ ଅନୁଯାୟୀ ରଶ୍ମିରେଖା ତାଙ୍କୁ ଟଙ୍କା ମାଗିଥିଲେ । ମାତ୍ର ତାଙ୍କ ସାଙ୍ଗ ସେଦିନ ତାଙ୍କୁ ସାହାଯ୍ୟ କରି ପାରି ନଥିଲେ । ଆଉ ଟଙ୍କା ମାଗିବାର ଆଗାମୀ ଦିନ ହିଁ ରଶ୍ମିରେଖା ଆ-ତ୍ମହ-ତ୍ୟା କରିଥିଲେ । ତେବେ ରଶ୍ମିରେଖାଙ୍କୁ ଏତେ ଟଙ୍କାର କଣ ଆବଶ୍ୟକତା ରହିଥିଲା ଯାହାକି ସେ ନିଜର ଏକାଧିକ ସାଙ୍ଗଙ୍କୁ ଟଙ୍କା ମାଗୁଥିଲେ । ପୁଣି ରଶ୍ମିରେଖାଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା କିଏ ପଠାଇ ଥିଲେ । କେଉଁ କାରଣରୁ ତାଙ୍କୁ ଏତେ ଟଙ୍କାର ଆବଶ୍ୟକତା ରହିଥିଲା ?

କେଉଁଠି ନା କେଉଁଠି ଏହି ଟଙ୍କା ମାମ-ଲା ଘ-ଟଣା ସମ୍ବ-ନ୍ଧରେ ଆହୁରି ସନ୍ଦେ-ହ ଜାତ କରୁଛି । ହୁଏତ ଏହି ଟଙ୍କାକୁ ନେଇ ରଶ୍ମିରେଖା ଆ-ତ୍ମହ-ତ୍ୟା କରିଥାଇ ପାରନ୍ତି । ପୁଣି ବର୍ତ୍ତମାନ ସମୟରେ ସନ୍ତୋଷ ଏବଂ ରଶ୍ମିରେଖା ବିବାହ କରି ସ୍ୱାମୀ ସ୍ତ୍ରୀ ଭାବରେ ରହିଥିବା ଲୋକେ କହିଛନ୍ତି । ତେବେ କଣ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏହି ଟଙ୍କା ଦେଣନେଣକୁ ନେଇ କୌଣସି ସମସ୍ୟା ରହିଥିଲା ? ଏସବୁ ରହସ୍ୟ ଜଣା ପଡ଼ିବା ପରେ ଏହି ଘ-ଟଣା ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି ।

ଏପଟେ ରଶ୍ମିରେଖାଙ୍କ ବାପା ଝିଅର ହ-ତ୍ୟା କରାଯାଇଥିବା କହି ସନ୍ତୋଷଙ୍କ ନାମରେ ଏକ ଅଭି-ଯୋଗ ଆଣିଛନ୍ତି । ପୁଣି ରଶ୍ମିରେଖାଙ୍କ ହାତ ଲେଖା ଚିଠି ତାଙ୍କ ହାତଲେଖା ବୋଲି ସ୍ପଷ୍ଟ ହୋଇନାହିଁ । ଯେଉଁ କାରଣରୁ ତାହାକୁ ଫୋରେନ୍ସିକ ଡିପାର୍ଟମେଣ୍ଟକୁ ପଠାଯାଇଛି । ପରେ ଜଣା ପଡ଼ିବ ଯେ ତାହା ରଶ୍ମିରେଖା ନା ଆଉ କିଏ ଲେଖି ତାଙ୍କର ହ-ତ୍ୟା କରିଛି । କିନ୍ତୁ ରଶ୍ମିରେଖାଙ୍କ ହାତଲେଖା ଚିଠି ସ୍ୱାମୀ ସନ୍ତୋଷଙ୍କ ପାଇଁ ର-କ୍ଷା କ-ବଚ ପାଲଟିଛି । ଆଉ ବର୍ତ୍ତମାନ ଆକାଉଣ୍ଟକୁ ଆସିଥିବା ଟଙ୍କା ଉପରୁ ପରଦା ଉଠିବା ବାକି ରହିଲା ।

Leave a Reply

Your email address will not be published. Required fields are marked *