ଝିଅର ରିପୋର୍ଟରେ ଏମିତି କାହିଁକି ଲେଖିଲେ ଡାକ୍ତର । ଆଉ ରା-ଗିଯାଇ ଝିଅର ମା’ ଚପଲ କାଢି ପି-ଟିଲେ ଡାକ୍ତରଙ୍କୁ ।

ନିଜ ଝିଅର ରିପୋର୍ଟରେ ଏମିତି କଣ ଲେଖିଦେଲେ ଯାହାକି ଡାକ୍ତରଙ୍କୁ ଚପଲ ମା-ରିଲେ ମହିଳା । ନିଜ ଝିଅର ପୋ-ଷ୍ଟ ମୋର୍ଟମ ରିପୋ-ର୍ଟରେ ଡାକ୍ତର ଜଣକ ଏଭଳି କିଛି ଲେଖିଦେଲେ । ଯେଉଁ କାରଣରୁ ମା’ ଜଣକ ଉତ୍ୟକ୍ତ ହୋଇ ନିଜ ଚ-ପଲ ବାହାର କରି ଡାକ୍ତରଙ୍କୁ ସାବାଡ଼ କରିଛନ୍ତି । ତେବେ ଅସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘ-ଟଣା କଣ । ସବୁ ମା’ ପାଇଁ ନିଜ ଝିଅ ଖୁବ ଅମୂଲ୍ୟ ହୋଇଥାଏ । ଆଉ ଯଦି ଝିଅର ସ-ନ୍ଦେହ ଜନକ ମୃ-ତ୍ୟୁ ପରେ ତାର ପୋ-ଷ୍ଟମୋ-ର୍ଟମ ରିପୋ-ର୍ଟରେ ଡାକ୍ତର ମଧ୍ୟ ଠିକ କାରଣ ନଦର୍ଶାଇ ଭୁଲ ତଥ୍ୟ ଲେଖନ୍ତି ତେବେ ଏଭଳି କଥାରେ ଯେକେହିବି କ୍ରୋ-ଧିତ ହେବେ । ଆଉ ଏହି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏଭଳି କିଛି ଘଟି ଯାଇଛି ।

ମହିଳା ଜଣକ କହିଛନ୍ତି ଯେ ଯେହେତୁ ପୋ-ଷ୍ଟମୋ-ର୍ଟମ ରିପୋ-ର୍ଟରେ ଭୁଲଭାଲ ଲେଖିଥିବାରୁ ମୁଁ ଡାକ୍ତରଙ୍କୁ ପଚାରିବାକୁ ଯାଇଥିଲି । ହଁ ଆଜ୍ଞା ଝିଅର ସ-ନ୍ଧେହ ଜଣକ ମୃ-ତ୍ୟୁ ପରେ ତ-ଦନ୍ତ ଚାଲିଥିଲା ତାହା ଭିତରେ ଆସିଥିଲା ପୋ-ଷ୍ଟମୋ-ର୍ଟମ ରି-ପୋର୍ଟ । ଆଉ ମଧ୍ୟ ପୋ-ଷ୍ଟମୋ-ର୍ଟମ ରିପୋ-ର୍ଟରେ ଲେଖା ଯାଇଥିଲା ଝିଅ ନିଜେ ନିଜର ଜୀବନ ହାରିଦେଇଛି ।

ତେବେ ମା ଦେଖିବାକୁ ପାଇଛି ଝିଅ ଦେହରେ ଅନେକ ଦାଗ ଚିହ୍ନ ରହିଛି । ତେବେ ଝିଅ ଯଦି ଜୀବନ ହାରିଲା କଣ ଦେହରେ ଅନେକ ଦାଗ କରି ଜୀବନ ହାରିଲା । ତେବେ ଅନେକ ପ୍ରଶ୍ନ ମନକୁ ଆସୁଛି । ତେଣୁ ମା ଜଣକ ସହି ନପାରି ରୋଗୀ ଭଲି ଲାଇନ ଲଗେଇ ଧାଡିରେ ଛିଡା ହୋଇଥିଲେ । ଆଉ ଡାକ୍ତରଙ୍କୁ ଦେହ ଦେଖାଇବା ବାହାନାରେ ଡାକ୍ତରଙ୍କ ପାଖକୁ ଯାଇଁ ଚପଲ କାଢ଼ି ନାଦି ଦେଇଗଲେ ।

ଡାକ୍ତର ଲୋକଙ୍କୁ ଏବଂ ସିକ୍ୟୁରିଟି ଗାର୍ଡ ଙ୍କୁ ଡାକିଲେବି କେହି ପାଖକୁ ଆସିନଥିଲେ । ଆଉ ମହିଳା ଜଣକ ଲଗାତାର ବଡ଼େଇ ଚାଲିଥିଲେ । ଆଉ ଗୋଟିଏ ପ୍ରଶ୍ନ ବାରମ୍ବାର ପଚାରିରିଥିଲେ କହ ମୋ ଝିଅର ରି-ପୋର୍ଟ କାହିଁକି ଭୁଲ ବହାର କରିଥିଲୁ । ହଁ ଆଜ୍ଞା ଏଭଳି ଅନେକ ସମୟ ଧରି ଚାଲି ଆସୁଛି । ତେବେ କିଛି ସମୟ ପରେ ଜଣେ ସିକୁରୀଟି ଗାର୍ଡ ଆସି ଡାକ୍ତରଙ୍କୁ ବଞ୍ଚେଇଥିଲେ । ବର୍ତ୍ତମାନ ମହିଳାଙ୍କ ଦାବି ଯେ ଡାକ୍ତର ଭୁଲ ରି-ପୋର୍ଟ ବାହାର କରିଛନ୍ତି । କାରଣ ତାଙ୍କ ଝିଅ ମରିନି ବରଂ ତାଙ୍କ ଝିଅକୁ ମା-ରି ଦିଆଯାଇଛି । ଆଉ ଏହି ମାମ-ଲାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଲାଗି ରହିଛି ।

Leave a Reply

Your email address will not be published. Required fields are marked *