ଜଣା ପଡ଼ିଲା ସତ !!!!! ଦୁଇ ଦିନର ନବଜାତ ଶିଶୁକୁ କାହିଁକି ବୋରୱେଲ ଭିତରେ ଫିଙ୍ଗି ଦେଇଥିଲା ମା’ ।

ଆଜି ଲୋକେ ଏହା ବିଶ୍ୱାସ କରିବାକୁ ବାଧ୍ୟ ହେବେ ଯେ ବାସ୍ତବରେ ଦୁନିଆରେ କିଛି ଗୋଟାଏ ଅଦୃ-ଶ୍ୟ ଶକ୍ତି ରହିଛି ଯାହା ଅନେକ ଜୀବନକୁ ମୃ-ତ୍ୟୁ ମୁଖରୁ ବଞ୍ଚାଇ ଦେଉଛି । କେତେ ବଡ଼ ବଡ଼ ଲୋକ ଗଭୀର କୂଅ ଖୋଳିବା ସମୟରେ ମଧ୍ୟ ଜୀବନ ହାରି ଦେଉଛନ୍ତି । କିନ୍ତୁ ଏଠାରେ ୬ ଇଞ୍ଚ ଲୁହା ପାଇପ ଭିତରେ ଦୁଇ ଦିନର ନବଜାତ ଶିଶୁ ମୃ-ତ୍ୟୁ ସହିତ ଲ-ଢ଼େଇ କରି ଆସିଛି ।

ଆଉ ଏହା କୌଣସି ସାଧାରଣ କଥା ନୁହେଁ ବରଂ ମୃ-ତ୍ୟୁ ଉପରେ ବିଜୟ କହିଲେ ଚଳେ । ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ଭଗବାନଙ୍କୁ କୋଟି କୋଟି ଧନ୍ୟବାଦ ଜଣାଇଛନ୍ତି ଯେ ନବଜାତ ଶିଶୁଟି ବର୍ତ୍ତି ଯାଇଛି । ଏଭଳି ଭାବରେ ସମ୍ବଲପୁର ପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଲେରିପାଲି ଜଙ୍ଗଲ ଭିତରେ ଏଭଳି ଏକ ବୋରୱେଲ ଭିତରେ ଏକ ନବଜାତ ଶିଶୁର କା-ନ୍ଦ ସ୍ୱର ଶୁଣିବାକୁ ମିଳିଥିଲା । ଯାହାକୁ ବର୍ତ୍ତମାନ ଉ-ଦ୍ଧାର କରାଯାଇଛି ।

ଉଦ୍ଧାରକାରୀ ଦଳ ସହିତ ଡାକ୍ତରୀ ଟିମ ସମସ୍ତଙ୍କୁ ଏହି ଘ-ଟଣା ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଦୁଇ ଦିନ ତଳେ ମା’ ଜଣେ ନାଭି ନାଡ଼ କାଟି ଶିଶୁଟିକୁ ଜନ୍ମ ଦେଇଥିଲା । ଆଉ ଯେତେବେଳେ ଜାଣିବାକୁ ପାଇଥିଲେ ଯେ ପୁଅ ନୁହେଁ କି ବରଂ ଝିଅ ଜନ୍ମ ହୋଇଛି ସେତେବେଳେ ତାକୁ ନେଇ ବୋରୱେଲ ଭିତରେ ଫିଙ୍ଗି ଦେଇଥିଲା ।

କେହିବି ବିଶ୍ୱାସ କରିପାରୁ ନଥିଲେ ଯେ ଦୁନିଆରେ କଣ ଏମିତିବି ମା’ ଅଛନ୍ତି ଯିଏକି ନିଜର ଦୁଇ ଦିନର ଶିଶୁକୁ ଏଭଳି ଫିଙ୍ଗି ଦେଇ ପାରେ । ଦୁଇ ଦିନର ନବଜାତ ଶିଶୁକୁ ଜୀବନ ମୃ-ତ୍ୟୁ ବିଷୟରେ କଣ ବା ଜଣା । କିନ୍ତୁ ସେ ଲୁହା ବୋରୱେଲ ଭିତରରେ କଷ୍ଟ ପାଇ କେବଳ କା-ନ୍ଦୁଥାଏ ।

ଲୋକଙ୍କ କହିବା କଥା ଯେ ଏତେ ଗଭୀର ବୋରୱେଲ ଭିତରୁ କା-ନ୍ଦିବା ଶବ୍ଦ ଶୁଣିବା ମଧ୍ୟ ଭାରି କଷ୍ଟ । ତଥାପି ଲୋକ ଶୁଣିବା ପରେ ସଙ୍ଗେ ସଙ୍ଗେ ଖବର ଦେଇଥିଲେ । ଆଉ ପିଲାଟିକୁ ଉଦ୍ଧାର କରିବା ପରେ ଏହି ଉ-ଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସବୁ ଲୋକ ଏବଂ ସ୍ଥାନୀୟ ଲୋକେ ମଧ୍ୟ ଖୁବ ଖୁସି ଅଛନ୍ତି । ପୁଣି ଜଣେ ମା’ର ଏଭଳି ନିଷ୍ଠୁର ପଣିଆକୁ ସ୍ବୟଂ ଭଗବାନ ମଧ୍ୟ ଜାଣି ପାରିଛନ୍ତି । ଆଉ ଆଶ୍ଚର୍ଯ୍ୟ ଜନକ ଭାବରେ ସେହି ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଦୀର୍ଘ ସମୟର ଅନବରତ ରେସକ୍ୟୁ ଅପରେସନ ପରେ ନବଜାତ ଶିଶୁ ଜଣକ ଭଲରେ ଉ-ଦ୍ଧାର ହୋଇଛି । ପ୍ରାୟ ଆଠ ଘଣ୍ଟାରୁ ଅଧିକ ସମୟ ଏହି ରେସକ୍ୟୁ ଅପରେସନ ଚାଲିଥିଲା । ଆଉ ନବଜାତ ଶିଶୁ ପ୍ରାୟ ୨୦ – ୨୫ ଫୁଟ ତଳେ ଥିଲା । ଆଉ ବର୍ତ୍ତମାନ ସେ ଉ-ଦ୍ଧାର ହୋଇ ସାରିଛି ।

Leave a Reply

Your email address will not be published. Required fields are marked *