କଣ ଏବେ ଦୀପିକାଙ୍କୁ ଗ୍ରହଣ କରିବେ ବି ଶାଶୁ ଘର ଲୋକେ ? ଗମ୍ଭୀର ହେଲା ଦୀପିକା ଦିନେଶ ପ୍ରେମ ମାମ-ଲା ବିବା-ଦ

ଭେସ୍ପା ଶୋରୁମରୁ ଆରମ୍ଭ ହୋଇଥିଲା ପ୍ରେମ । ଦୀପିକା ତ କହୁଥିଲେ ସେ ବୟସରେ ବଡ଼ ବୋଲି । କିନ୍ତୁ ଦିନେଶ ହିଁ ମାନୁ ନଥିଲେ । ଉଭୟେ ଉଭୟଙ୍କୁ ପ୍ରେମ କରି ବସିଲେ । ଶେଷରେ ଶାରୀ-ରିକ ସମ୍ବ-ନ୍ଧ ବି ସ୍ଥାପନ କଲେ । ମାତ୍ର ଯୁବତୀ ଗର୍ଭ-ବତୀ ହେବାପରେ ଉଭେଇଗଲା ସବୁ ପ୍ରେମ । କ୍ରୋ-ଧରେ ପିଲା ନିଜର ନୁହେଁ ବୋଲି ମଧ୍ୟ କହିଲେ ଯୁବକ । ହଁ ଆଜ୍ଞା ! ଆମେ କଥା ହେଉଛୁ ଗଞ୍ଜାମ ଦିନେଶ ଏବଂ ଦୀପିକା ପ୍ରେମ ମାମ-ଲା ସମ୍ବ-ନ୍ଧରେ ଯେଉଁ ଘଟ-ଣା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ।

ଦୁନିଆରେ ସବୁବେଳେ ଦୋ-ଷ ଥିଲେ ଝିଅଙ୍କୁହିଁ କଷ୍ଟ ଏବଂ ଲାଂଛନା ସହିବାକୁ ପଡ଼ିଥାଏ । ମାତ୍ର ପୁଅଙ୍କ ଏସବୁ ସହିବାକୁ ପଡ଼ି ନଥାଏ । ଦିନେଶ ଦୀପିକା ମାମା-ଲାରେ ସମସ୍ତେ ଜାଣିଛନ୍ତି ଯେ ଉଭୟଙ୍କର ଏଥିରେ ଭୁଲ ରହିଛି । ତଥାପି ଦୀପିକା ଗତ ଦେଢ଼ ବର୍ଷ ଚୁପ ରହିଥିଲେ । ମାତ୍ର ଏବେ ନ୍ୟା-ୟ ପାଇଁ ଯେତେବେଳେ ଶାଶୁଘର ସାମ୍ନାରେ ଧାରଣାରେ ବସିଛନ୍ତି ସେତେବେଳେ ତାଙ୍କୁ ନାନା ଦୁଃ-ଖ କ-ଷ୍ଟ , ଲାଂଛନା ଅପ-ମାନ ସହିବାକୁ ପଡ଼ୁଛି । ଏବେ ଆଉ ଦିନେଶ ତାଙ୍କ ସପକ୍ଷରେ ନୁହେଁ ବରଂ ଦିନେଶ ତାଙ୍କ ବିରୋ-ଧରେ ଥା-ନାରେ ଅଭି-ଯୋଗ ଆଣିଛନ୍ତି ଏବଂ ଦୀପିକାଙ୍କ ଠାରୁ ଜନ୍ମ ହୋଇଥିବା ପୁଅ ତାଙ୍କର ନୁହେଁ ବୋଲି ଦାବି କରିଛନ୍ତି ।

ଏପଟେ ଦିନେଶ ଘର ସାମ୍ନାରେ ଦୀର୍ଘ ୧୫ ଦିନ ଧରି ବସି ରହିଥିବା ଦୀପିକାଙ୍କ ମୁଣ୍ଡ ଉପରେ ଛତାକୁ ଭା-ଙ୍ଗି ଦେଇଛନ୍ତି ଦିନେଶଙ୍କ ମା । ତଥାପି ଦୀପିକା ନମ୍ର ଭାବରେ କହିଛନ୍ତି ତାଙ୍କୁ ବୋହୂ ଭାବରେ ଗ୍ରହଣ କରିବାକୁ ଏବଂ ତାଙ୍କ ପୁଅକୁ ଗ୍ରହଣ କରିବାକୁ । ନ୍ୟା-ୟ ପାଇଁ ଏତେ ଦିନ ବସିବା ପରେ ବି କିଛି ସମାଧାନର ବାଟ ନଜର ଆସିନାହିଁ । ଆଖପାଖ କିଛି ଲୋକ ତାଙ୍କୁ ସହଯୋଗ କରିଛନ୍ତି । କିନ୍ତୁ ଯେତେଥର ସେ ଦିନେଶଙ୍କ ମାଙ୍କ ସହିତ କଥା ହେବାକୁ ଚେଷ୍ଟା କରିଛନ୍ତି ସେତେଥର ତାଙ୍କୁ ଅଶ୍ଳୀ-ଳ ଭାଷାରେ ଗା-ଳିଗୁ-ଲଜ କରିଛନ୍ତି ଦିନେଶଙ୍କ ମା ।

ନିଜ ପୁଅର ଭୁଲ ଥିବା ସେମାନେ ବେଶ ଭଲ ଭାବରେ ଜାଣିଛନ୍ତି । ତଥାପି ମାନିବାକୁ ନାରାଜ ଅଛନ୍ତି । ଏପଟେ ଯିଏ ସପକ୍ଷରେ ରହିବା କଥା ଅର୍ଥାତ ଦିନେଶ ହିଁ ତ ଚୁପଚାପ । ଯାହା ସବୁ କା-ଣ୍ଡ ହୋଇଛି କେବଳ ଦିନେଶ ପାଇଁ । ଦିନେଶ ପାଇଁ ହିଁ ଆଜି ଦୀପିକା ଖରା ବର୍ଷା ଶୀତ ସହି ନିଜ ପିଲାକୁ ନ୍ୟା-ୟ ଦେବାପାଇଁ ବସି ରହିଛନ୍ତି । ଆଶା କରିଛନ୍ତି ଯେ ହୁଏତ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ଏବଂ ସେ ନିଜ ଶାଶୁ ଘରେ ରହିବେ । କିନ୍ତୁ ପରିସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *