ମାମୁଁଙ୍କୁ ପ୍ରେମ କରିବାକୁ ମା ଶିଖାଉଛି ଝିଅକୁ,ଏମିତି ମା ଜଗତେ ନାହିଁ।

ମାମୁଁ ବାପା ସମାନ ହେଲେ ସେଇ ମାମୁଁଙ୍କ ସହ ପ୍ରେମ ସ-ମ୍ପର୍କ ରଖିବାକୁ ମା ନିର୍ଦେଶ ଦେଉଛି ଝିଅକୁ। ମା ଶିଖାଉଛି ମାମୁଙ୍କୁ କେଉଁ ଭଳି ପଟେଇ ବାକୁ ହେବ। ମା ଫୁସୁଫୁସୁ କହୁଛି ମାମୁଁଙ୍କ ସହ କଥା ହେବାକୁ। ଏଭଳି କିଛି ବ୍ୟକ୍ତିଙ୍କ ପାଇଁ ସମାଜ ଧୀରେ ଧୀରେ କଳୁ-ଷିତ ହେବାରେ ଲାଗିଛି। ଧନ୍ୟ ସେ ମା ଆଉ ଧନ୍ୟ ତାଙ୍କ ମ-ନ୍ତ୍ରଣା । ଏମିତି ମା ତ ଖୋଜିଲେ ବି ସାରା ବ୍ରହ୍ମାଣ୍ଡରେ ମିଳିବେ ନାହିଁ।

ନିଜ ଝିଅର ଘର ଭା-ଙ୍ଗୁଛି ନିଜେ ମା। ନିଜ ଝିଅକୁ ଶିଖାଇ ମାମୁଁକୁ ପ୍ରେମ କରିବାକୁ ପର୍ବତାଉଛି। ରାତି ଅଧରେ ମା ଝିଅକୁ କରୁଛି ଟିୟୁସନ। ପଚାରୁଛି ପାଖରେ କେହି ନାହାଁନ୍ତି ତ ଆଉ ତା ପରେ ଯେଉଁ ବା-ର୍ତାଆ-ଳପ ଚାଲୁଛି ତାହା ଯିଏ ଶୁଣୁଛି ସେ ମୁଣ୍ଡରେ ହାତ ଦେଉଛି। ମାମୁଁଙ୍କୁ ପ୍ରେମ କରିବାକୁ ମା କରୁଛି ସାହାଯ୍ୟ।

ଏହି ମାମୁଁ ଭାଣିଜୀଙ୍କ ପ୍ରେମ ଆଳାପର ଅଡିଓ ଭାଇରାଲ ହୋଇଥିବା ବେଳେ ସାରା ଓଡ଼ିଶାର ଲୋକେ ଏହି ମାମୁଁ ଭାଣିଜୀଙ୍କୁ ଅନେକ କଥା କହିଥିଲେ। ମାମୁଁ ଭାଣିଜୀକୁ କହୁଥିଲେ କି ତୁ ଶାଢୀରେ ଭାରି ସୁନ୍ଦର ଲାଗୁ ଆଉ ଟିକେ ମୋଟା ହେଲେ ଆହୁରି ସୁନ୍ଦର ଲାଗିବୁ। ତୁ ଆଦୌ ବେସ୍ତ ହନି ମୁଁ ଅଛି। ତେବେ ପବିତ୍ର ସମ୍ପ-ର୍କରେ କଳ-ଙ୍କର ଛିଟା ଲାଗିବା ପରେ ଦୁନିଆ ଏହି ମାମୁଁ ଭାଣିଜୀଙ୍କୁ ଛି ଛିକାର କରିଥିଲେ । ହେଲେ କିନ୍ତୁ ଏବେ ଯେଉଁ ଅଡିଓ ଭାଇରାଲ ହେଉଛି ତାହା ଏକ ସଭ୍ୟ ସମାଜକୁ କେଉଁ ବାର୍ତା ଦେଉଛି ତାହା ଆପଣ ମାନେ ଚିନ୍ତା କରନ୍ତୁ।

ମାମୁଁ ଓ ମା ମିଶି ଭାଙ୍ଗିଥିଲେ ଝିଅର ସୁନାର ସଂସାର। ମାମୁଁ ପ୍ରେମ ଗପ ଗପି ପବିତ୍ର ସମ୍ପ-ର୍କକୁ ପା-ପ ସମ୍ପ-ର୍କରେ ପରିଣତ କରିବା ପରେ ମା ସେହି ପାପ ସମ୍ପ-ର୍କ ସହ କଥା ହେବାକୁ ବାରଣ କରିବା ବଦଳରେ ଝିଅକୁ ଆହୁରି ପର୍ବତାଉଛି କି ମାମୁଁ ସହ କଥା ହେବା ପାଇଁ।ଝିଅର ଘର ଭା-ଙ୍ଗି ଖୁସି ହେଉଛନ୍ତି ମା ଓ ଝିଅ। ଝିଅ ବି କୌଣସି ଗୁଣରେ କମ ନାହିଁ।

ମାମୁଁ ଙ୍କ ସହ ଫୁସୁଫୁସୁ ହୋଇ କଥା ହେଉଥିବା ବେଳେ ମା ସହ ଟୁପୁଟୁପୁ ହେଉଛି। ଏବେ ଲୋକେ କହୁଛନ୍ତି ଏହି ମାମୁଁ ଭାଣିଜୀ ମାଙ୍କୁ ଉପଯୁକ୍ତ ଦ-ଣ୍ଡ ମିଳୁ ନହେଲେ ଭାଣିଜୀର ଶାଶୁ ଘର ଲୋକେ ଏମାନଙ୍କ ପାଇଁ ଅନେକ କ-ଷ୍ଟ ପାଇଥିବେ। ସେପଟେ ମାମୁଁ କଥା ଦେଇଛନ୍ତି ଭାଣିଜୀକୁ ଆଉ ମାତ୍ର କେଇଟା ଦିନ ପରେ ମୁଁ ଯିବି ତତେ ଦେଖା କରିବାକୁ। ଭାଣିଜୀ ମାମୁଁଙ୍କୁ ଦେଖା କରିବାକୁ ବୋଧେ ହୁଏ ଏବେ ଠାରୁ ଦିନ ଗଣିବା ଆରମ୍ଭ କରିଦେଇଥିବେ।ସେପଟେ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଉଙ୍କି ମା-ରୁଛି କି ଏହି ମାମୁଁ ଭାଣିଜୀଙ୍କ ପ୍ରେମ ସମାଜକୁ କି ବାର୍ତା ଦେଉଛି।

Leave a Reply

Your email address will not be published. Required fields are marked *