ୟୁଟ୍ୟୁବର ରାଜୁ ଦାସ ଅର୍ଥାତ ସାହୁ ବାବୁଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସବୁ ଥା-ନାରେ ଏ-ତଲା ।

ଜଣାଶୁଣା ୟୁଟ୍ୟୁବର ରାଜୁ ଦାସଙ୍କ ନାମରେ ବର୍ତ୍ତମାନ ସବୁ ଥା-ନାରେ ଏ-ତଲା । ୟୁଟ୍ୟୁବର ରାଜୁ ଦାସଙ୍କ ନାମରେ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି । ଗତ କିଛିଦିନ ତଳେ ରାଜୁ ଦାସ ଜଣେ ଯୁବତୀଙ୍କ ଅଭି-ଯୋଗ କାରଣରୁ ଚର୍ଚ୍ଚାରେ ଥିଲେ । ଯେଉଁଠି ଯୁବତୀ ଜଣକ ରାଜୁ ଦାସଙ୍କ ଉପରେ କୋ-ଧିତ ହୋଇଥିଲେ କାରଣ ରାଜୁ ରାସ ୟୁଟ୍ୟୁବରେ ଷ୍ଟ୍ରାଇକ ଦେବା କାରଣରୁ ଯୁବତୀଙ୍କ ୟୁଟ୍ୟୁବ ବ୍ଲକ ହୋଇ ଯାଇଥିଲା । ଆଉ ସେତେବେଳେ ମଧ୍ୟ ରାଜୁ ଦାସଙ୍କ ବ-ୟାନ ସାମ୍ନାକୁ ଆସିଥିଲା । କିନ୍ତୁ ବର୍ତ୍ତମାନ ଆଉ ଏକ ମାମଲାକୁ ନେଇ ରାଜୁ ଦାସ ସମସ୍ୟାରେ ପଡ଼ିଥିବା କୁହାଯାଉଛି ।

କହିରଖିବୁ ଯେ ଗତ କିଛିଦିନ ତଳେ ରାଜୁ ଦାସ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ । ଯେଉଁଥିରେ ଗେରୁଆ ବସ୍ତ୍ର ପିନ୍ଧି ବଜରଙ୍ଗବାଲିଙ୍କ ଭକ୍ତ ଭାବରେ ଏକ କମେଡ଼ି ପରିଶେଷଣ କରିଥିଲେ । କିନ୍ତୁ ଏହାକୁ ନେଇ ବଜରଙ୍ଗ ଦଳର ସଦସ୍ୟ ମାନେ ଉତ୍କ୍ଷିପ୍ତ ହୋଇଛନ୍ତି ଏବଂ ଏହାକୁ ନେଇ ସବୁଠି ବର୍ତ୍ତମାନ ସମାଲୋଚନା ଆରମ୍ଭ ହୋଇଛି ।

ଲୋକଙ୍କ କହିବା କଥା ଯେ ଏହା ହିନ୍ଦୁ ଧର୍ମ ଏବଂ ବଜରଙ୍ଗ ଭକ୍ତଙ୍କ ପ୍ରତି ଅପମାନ ସଦୃଶ୍ୟ ଅଟେ । ତେଣୁ ସମସ୍ତେ ଭିଡ଼ିଓ ଡିଲିଟ ପାଇଁ ଦାବି ମଧ୍ୟ କରିଥିଲେ ହେଁ ଏବେ ସୁଦ୍ଧା ରାଜୁ ଦାସଙ୍କ ୟୁଟ୍ୟୁବ ଚ୍ୟାନେଲରୁ ସେହି ଭିଡ଼ିଓ ଡିଲିଟ ହୋଇନାହିଁ । ଯାହାକି ରାଜୁ ଦାସଙ୍କ ପାଇଁ ସମସ୍ୟା ଆହୁରି ବଢ଼ାଇ ଦେଇଛି ବୋଲି କୁହାଯାଉଛି ।

ତେବେ କୁହାଯାଉଛି ଯେ ଯଦି ରାଜୁ ଦାସ ସେହି ଭିଡ଼ିଓକୁ ଡିଲିଟ ନକରନ୍ତି ତେବେ ଆଗାମୀ ସମୟରେ ସବୁ ଥା-ନାରେ ତାଙ୍କ ନାମରେ ଏ-ତଲା ରହିବ । ଏମିତି କିଛି ରୋକଠୋକ ଶୁଣାଇଛନ୍ତି ବଜରଙ୍ଗ ଦଳ । ତେବେ ବଜରଙ୍ଗ ଦଳର କହିବା କଥା ଯେ ରାଜୁ ଦାସ ବଜରଙ୍ଗ ଦଳର ଚରିତ୍ରରେ ଅଭିନୟ କରି ପାରିବେ । ସେଥିରେ କୌଣସି ସମସ୍ୟା ନାହିଁ ।

କିନ୍ତୁ ବଜରଙ୍ଗ ଦଳ ଯେମିତି ଅନେକ ସାହାଯ୍ୟ ଏବଂ ଭଲ ସାମାଜିକ କାର୍ଯ୍ୟ କରୁଛି ତାହାକୁ ନଦର୍ଶାଇ ପ୍ରେମୀ ଯୁଗଳଙ୍କୁ ହଇରାଣ କରିବା ଏବଂ ପ୍ରେମର ବି-ରୋଧ କରୁଥିବା ଢ଼ଙ୍ଗରେ ଯେଉଁ ଉପସ୍ଥାପନ କରାଯାଇଛି ଯାହାଦ୍ୱାରା ସମାଜକୁ ଏକ ଭୁଲ ଶିକ୍ଷା ଯାଉଛି । ଯେଉଁ କାରଣରୁ ବଜରଙ୍ଗ ଦଳ ଉତ୍କ୍ଷିପ୍ତ ହୋଇଛନ୍ତି । ତେବେ ସେ ଭିଡ଼ିଓରେ ସବୁଠାରୁ ବଡ଼ ଖରାପ କଥା ହେଉଛି ସେଥିରେ ମହିଳାଙ୍କ ଅନ୍ତ ବ-ସ୍ତ୍ର ଚୋ-ରି କରାଯାଉଛି । ଯାହା ବାସ୍ତବରେ ନିନ୍ଦ-ନୀୟ ଅଟେ ।

Leave a Reply

Your email address will not be published. Required fields are marked *