କେବେ କଲେ ଚପରାସି ର କାମ ତ କେବେ କଲେ ବଡାପାଉଁ, ପଇସା ପାଇଁ କୋରିୟୋଗ୍ରାଫର କଲେ ଏମିତି କାମ

ବଲିଉଡ଼ ର କୋରିୟୋଗ୍ରାଫର୍ ଧର୍ମେଶ ଏଲାନ୍ଦେ ଶନିବାର ଦିନ ନିଜର ୩୭ ତମ ଜନ୍ମ ବାର୍ଷିକ ପାଳନ କରିଛନ୍ତି। ଧର୍ମେଶ କୁ ଦୁନିଆ ଲୋକେ ସେବେ ଜାଣିଥିଲେ ଯେବେ ପ୍ରଥମ ଥର ପାଇଁ ସେ ଟିଭି ସିରିଏଲ ଡ୍ୟାନ୍ସ ଇଣ୍ଡିଆ ଡ୍ଯାନ୍ସ …

Read More