ବ-ନ୍ଧୁ-କ ଦେଖାଇ ଦିଅର କଲା ଦୁ-ଷ୍କ-ର୍ମ। ଏବଂ ସ୍ୱାମୀ ମହିଳାଙ୍କ ଦୁଃଖ ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ରହିବ ନାହିଁ : ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ସାରା ଭାରତରେ ନାରୀ ନିର୍ଯ୍ୟା-ତନା ବୃଦ୍ଧି ପାଇବାରେ ଲାଗିଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବଳ-ତ୍କାରର ଶି-କା-ର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌ-ତୁ-କ ନିର୍ଯ୍ୟା-ତନାକୁ ସହ୍ୟ ନ କରି ପାରି ଆ-ତ୍ମହ-ତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲ-ଜ୍ୟାଜ-ନକ ହେବାରେ ଲାଗିଛି। ବର୍ତ୍ତମାନ ସମାଜରେ ଶିକ୍ଷିତ ଗୋଷ୍ଠୀଙ୍କ ସହ ବସ୍ଥାନ ହୋଇଥିଲେ ମଧ୍ୟ ପ୍ରାଚୀନ କାଳରୁ ଚାଲି ଆସୁଥିବା ନାରୀ ମାନଙ୍କ ପ୍ରତି ନିର୍ଯ୍ୟା-ତନା ଏବଂ ଅ-ତ୍ୟାଚା-ର ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି।

ସ୍ୱାମୀ ସ୍ତ୍ରୀର ସମ୍ପର୍କ ଜନ୍ମ ଜନ୍ମାନ୍ତର ସମ୍ପର୍କ ହୋଇଥାଏ। ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅ-ଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବି-ପ-ଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତି-ଶ୍ରୁତି ଦେଇଥାନ୍ତି। କିନ୍ତୁ ବୈବାହିକ ଜୀବନ ଓ ସଂସାରରେ ଏମିତି ଏକ ମୋଡ଼ ଆସେ ଯାହାକି ପରସ୍ପରକୁ ଶ-ତ୍ରୁ କରି ଦେଇଥାଏ ଏବଂ ଜୀବନ ନେବା ପାଇଁ ପଛେଇ ନଥାନ୍ତି।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱାସ ଘା-ତ-କ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି।

ତେବେ ଆପଣମାନେ ଜାଣିଛନ୍ତି ଯେ ଭାଉଜ ଓ ଦିଅର ମଧ୍ୟ ମାଆ ଓ ପୁଅର ସମ୍ପର୍କ ହୋଇଥାଏ। ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ପଢିଲା ପରେ ଆପଣଙ୍କ ମଥା ଲ-ଜ୍ୟାରେ ନଇଁ ଯିବ। ସ୍ୱାମୀ ଛାଡି ଦେବା ପରେ ଦିଅର ଫାଇଦା ଉଠେଇଲା। ବିବାହର ପ୍ରତିଶ୍ରୁତି ଦେଇ ଦୁ-ଷ୍କ-ର୍ମ କଲା। ତେବେ ଏଭଳି ଘ-ଟ-ଣା ରାଜଧାନୀ ଉପକଣ୍ଠ ଧଉଳି ଥା-ନା ଅଞ୍ଚଳରେ ଘଟିଛି।

ସୂଚନାନୁଯାୟୀ, ମହିଳା ଜଣକ ସଦାଶିବ ସ୍ଵାଇଁଙ୍କୁ ବିବାହ କରିଥିଲେ। କିନ୍ତୁ ଏହା ପୂର୍ବରୁ ସଦାଶିବ ଜଣେ ବିବାହିତ ପୁରୁଷ ଅଟନ୍ତି। ମହିଳାଙ୍କୁ ଧୋ-କା ଦେଇ ଦ୍ୱିତୀୟ ବିବାହ କଲେ। ପୋଲିସ ଚାକିରୀର ଫାଇଦା ଉଠେଇ ଥିଲେ ସଦାଶିବ। ମହିଳାଙ୍କୁ ଦୁ-ଷ୍କ-ର୍ମ କରିବା ପରେ ଛାଡି ଦେଇ ଥିଲେ। ଏହାପରେ ମହିଳାଙ୍କ ସୌନ୍ଦର୍ଯ୍ୟତା ଆଡ଼କୁ ସଦାଶିବଙ୍କ ସାନ ଭାଇ ସର୍ବେଶ୍ଵର ସ୍ଵାଇଁଙ୍କ ମନ ବଢ଼େଇ ନେଇଥିଲେ।

ତେବେ ସେ ମହିଳାଙ୍କୁ ବିବାହ କରିବେ ବୋଲି ମିଛ ପ୍ରତିଶ୍ରୁତି ଦେଇ ୩ ଥର ଦୁ-ଷ୍କ-ର୍ମ କରିଥିଲେ। ସେ ମହିଳା ଙ୍କୁ ନିଜ ଗାଁ ଘର ଡେଲାଙ୍ଗ ନେଇ ଯାଇଥିଲେ ଦେଖେଇବା ପାଇଁ। ଏହାପରେ ମହିଳାଙ୍କୁ ପୋଖରୀ କୂଳ ଆଡେ ନେଇ ବ-ନ୍ଧୁ-କ ଦେଖାଇ ଦୁ-ଷ୍କ-ର୍ମ କରିଥିଲେ। ପରବର୍ତ୍ତୀ ସମୟରେ ବିବାହ କରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏହାପରେ ପୋ-ଲି-ସରେ ଅଭି-ଯୋଗ ଦେଲେ ଜୀବନରୁ ମା-ରି ଦେବେ ବୋଲି ଫୋନରେ ଧ-ମ-କ ଦେଇଥିଲେ।

ତେବେ ମହିଳା ଜଣକ ଧଉଳି ଥା-ନାରେ ଅଭି-ଯୋଗ କରିଥିଲେ ମଧ୍ୟ ପୋ-ଲି-ସ କୌଣସି ଆକ୍ସନ ନେଉ ନାହିଁ। ମହିଳା ଦେଇଥିବା ଅଭି-ଯୋଗ ଏବଂ ପ୍ରମାଣପତ୍ର ସେ ସବୁକୁ ସଦାଶିବ ଲଞ୍ଚ ଦେଇ ନ-ଷ୍ଟ କରି ଦିଆଯାଇଛି ବୋଲି ମହିଳା ଅଭି-ଯୋଗ ମଧ୍ୟ ଆଣିଛନ୍ତି। ମହିଳା ଜଣକ ଦୁଃ-ଖରେ ଛଟପଟ ହେଉ ଥିଲେ ମଧ୍ୟ ପୋ-ଲି-ସ ଶୋଇ ରହିଛି।

Leave a Reply

Your email address will not be published. Required fields are marked *