” ଭଲ ଆମେ ଜାତେରାରୁ ପାଇଥିଲୁ ” ଏମିତି ମିହିର ଦାସଙ୍କୁ କହିଥିବା ମହିଳାଙ୍କର ହୋଇଛି ମୃ-ତ୍ୟୁ ।

” ଆମେ ଭଲ ପାଇ ଘରୁ ପଳାଇ ଆସିଲୁ । ଏବେ କିନ୍ତୁ ବଡ଼ମାଁ ତାଙ୍କୁଦୋଷ ଦଉଚୁ । ଆମେ ଜାତେରାରୁ ଭଲ ପାଇଥିଲୁ । ” ଏମିତି କିଛି କହି ଭାଇରଲ ହୋଇଥିବା ମହିଳାଙ୍କର ମୃ-ତ୍ୟୁ ହୋଇଛି । ଆଜ୍ଞା ହଁ ! ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ପ୍ରଶ୍ନ ଥିଲା ଭଲ ଟା ମା’ କେଉଁଠୁ ପାଇଲ ? ଉତ୍ତର ଆସିଥିଲା ” ଆମେ ଭଲ ଜାତେରାରୁ ପାଇଥିଲୁ । ଆଉ ଏହି ଉତ୍ତର ସେତେବେଳେ ମୋବାଇଲରେ ଘରଠୁ ଘର ସବୁଠି ଭାଇରଲ ହୋଇଥିଲା । କିନ୍ତୁ ସେହି ସ୍ୱର ଆଉ ଶୁଣିବାକୁ ମିଳିବନି । ଯିଏ ଭାଇରଲ ହେଉଥିବେ କିନ୍ତୁ ତାଙ୍କ ସ୍ୱର ଆଉ ଶୁଣିବାକୁ ମିଳିବନି । ଏକଥା ବିଶ୍ୱାସ ନହୋଇ ପାରେ କିନ୍ତୁ କଥାଟା ସତ ।

ଛୋଟ ଛୋଟ ପିଲାଙ୍କୁ ଛାଡ଼ି ଚାଲି ଯାଇଛନ୍ତି ଏହି ମହିଳା ଜଣକ । ଆଉ ବର୍ତ୍ତମାନ ତାଙ୍କ ମୃ-ତ ଦେହକୁ ହସ୍ପିଟାଲରେ ସାମ୍ନାରେ ରଖି କ୍ଷ-ତି ପୂରଣ ଦାବି କରି ସମ୍ପର୍କୀୟ ମାନେ ଧାରଣାରେ ବସିଛନ୍ତି । କଟକ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଏଭଳି କିଛି ଅଭିଯୋଗ କରିଛନ୍ତି , ମୃ-ତ ମହିଳାଙ୍କ ସମ୍ପ-ର୍କୀୟ ମାନେ ।

ମୃ-ତ ମହିଳା ଜଣକ ହେଉଛନ୍ତି ସେହି ଭାଇରଲ ଗାର୍ଲ , ମହିସାଲଣ୍ଡା ପଞ୍ଚାୟତର ଦୁଧିଆନାଲି ଗାଁର ନଖୀ ସୁଣ୍ଠି । ନଖୀ ଆଉ ନାହାଁନ୍ତି । ନଖୀଙ୍କର ଏକ ଅସ୍ତ୍ରୋ-ପଚାର ଚାଲିଥିବା ସମୟରେ ସେ ଗୁରୁ-ତର ହୋଇ ପଡ଼ିଥିଲେ । ସେଠାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ହୋଇଥିଲା ।

ତାଙ୍କର ମୃତ୍ୟୁ ପରେ ଡାକ୍ତରଖାନା ପରିସରରେ ଅନେକ ଗ-ଣ୍ଡଗୋ-ଳ ଦେଖା ଦେଇଛି । କିନ୍ତୁ ପରିବାର ଲୋକଙ୍କୁ ସମସ୍ତେ ବୁଝାସୁଝା କରିଥିଲେ । କ୍ଷତି ପୂରଣ ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ମିଳିଛି । ଅନ୍ୟପଟେ ଚିକିତ୍ସା ସମୟରେ ଭୁଲ କାରଣରୁ ନଖୀଙ୍କ ମୃ-ତ୍ୟୁ ହୋଇଥିବା ନେଇ ଅଭି-ଯୋଗ ସହିତ କ୍ଷ-ତିପୂ-ରଣ ଦାବିରେ ମେଡ଼ିକାଲ ସାମ୍ନାରେ ଧାରଣାରେ ବସିଥିବା ଗ୍ରାମବାସୀ ମାନେ ଧାରଣାରୁ ଓହରି ଯାଇଛନ୍ତି । ଘଟଣାସ୍ଥଳରେ ଜିଲ୍ଲାପାଳ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ହିଁ ଧାରଣା ହଟିଥିଲା । ଅପଟେ ନଖୀଙ୍କ ମା’ କା-ନ୍ଦି କା-ନ୍ଦି ନ-ୟାନ୍ତ ଏବଂ କହୁଛନ୍ତି ଯେ ତାଙ୍କର କେବଳ ଝିଅ ଦରକାର ।

Leave a Reply

Your email address will not be published. Required fields are marked *