ଘରେ ପଶିଥିବା 3 ଡକା-ୟତଙ୍କ ସହ ଏକା ଲ-ଢ଼ିଲେ ୨୦ ବର୍ଷୀୟ ଛାତ୍ରୀ । ସାହସ ଦେଖି ପଳାଇଲେ ଡକା-ୟତ ମାନେ ।

ଗୁଜୁରାଟର ସୁରଟ ଜିଲ୍ଲାର ଏକ ଘରେ ରାତି ସମୟ ରେ ଏକ ଘରେ ୩ ଡକା-ୟତ ପ୍ରବେଶ କଲେ । ପରୀକ୍ଷା ଥିବାରୁ ସେହି ସମୟ ରେ ଛାତ୍ରୀ ଜଣକ ବସି ପାଠ ପଢ଼ୁଥିଲା । ଛାତ୍ରୀ ଟି ସାହସ ର ସହିତ ଡକାୟ-ତ ମାନଙ୍କ ସହ ସଂ-ଘ-ର୍ଷ କଲା । ଡକା-ୟତ ମାନେ ଛାତ୍ରୀ ର ହାତକୁ ଛୁ-ରୀ ରେ ଆକ୍ର-ମଣ କଲେ । ଏହା ସତ୍ତ୍ୱେ ମଧ୍ୟ ଛାତ୍ରୀ ଟି ଡକା-ୟତ ମାନଙ୍କୁ ପଳାଇବାକୁ ବାଧ୍ୟ କରିଦେଈଛି ।

ଝିଅ ମାନଙ୍କୁ ଶିଖାଯାଉଥିବା ଆ-ତ୍ମର-କ୍ଷାର କୌଶଳ କେତେ ଉପଯୋଗୀ ହୋଇପାରେ ତାହାର ଏକ ବଡ଼ ଉଦାହରଣ ଗୁଜୁରାଟର ସୁରଟରୁ ସାମ୍ନାକୁ ଆସିଛି । ସୁରଟ ଗ୍ରାମାଞ୍ଚଳର ପାଲସାନା ଅଞ୍ଚଳରେ ଏକ ଘରେ ଲୁ-ଟ୍ କରିବା ଉଦଦେଶ୍ୟରେ ପଶିଥିବା ତିନି ଜଣ ଡକା-ୟତଙ୍କ ଜଣେ ପାଠ ପଢୁଥିବା ଛାତ୍ରୀ ସାମ୍ନା କରିଛି । ଛାତ୍ରୀ ଟି ନିଜ ଜୀବନକୁ ଖାତିର ନକରି ଡକା-ୟତ ମାନଙଙ୍କୁ ସାମ୍ନା କଲା । ଆ-ହ-ତ ହେବା ପରେ ମଧ୍ୟ ତାର ସାହସ ଡକା-ୟତ ମାନଙ୍କୁ ପଳାଇଯିବାକୁ ବାଧ୍ୟ କରିଥିଲା ।

ସୂଚନା ଅନୁଯାୟୀ ସୁରଟର ପାଲସାନା ଥା-ନା ଅନ୍ତର୍ଗତ ଚଲଥାନ ଅଞ୍ଚଳରେ ରାତି ୧.୩୦ ସମୟରେ ଛୁ-ରୀ ନେଇ ୩ ଡକା-ୟତ ଏକ ଘରେ ପଶିଲେ । ଘରେ ପଶିବା ପାଇଁ ଡକା-ୟତ ମାନେ ପ୍ରଥମେ ମୁଖ୍ୟ ଦ୍ୱାରର କବାଟ ର କୁଣ୍ଡି କୁ ଭାଙ୍ଗିଦେଲେ । ଘର ର ଏକ କୋଠରୀରେ ପାଠ ପଢ଼ୁଥିବା ୨୦ ବର୍ଷ ର ଛାତ୍ରୀ ରିୟା ଯେତେବଳେ ଡକା-ୟତ ମାନଙ୍କ ଘରେ ପଶିବାର ଶଦ୍ଦ ଶୁଣିବାକୁ ପାଇଲା ସେତେବେଳେ ସେ ସ-ତ-ର୍କ ହେଇଗଲା ।

ଲୁ-ଟ୍ ଉଦ୍ଦେଶ୍ୟ ରେ ଘରେ ପଶିଥିବା ଡକା-ୟତ ମାନେ ଯେତେବଳେ ଛୁ-ରୀ ରେ ରିୟା କୁ ଆକ୍ର-ମଣ କଲେ ସେତେବେଳେ ସେ ନିଜକୁ ର-କ୍ଷା କରିବାକୁ ଯାଇ ଡକା-ୟତ ମାନଙ୍କ ସହ ସଂ-ଘ-ର୍ଷ କଲା । ଛାତ୍ରୀ ଟି ତିନି ଡକା-ୟତଙ୍କ ସାମ୍ନାରେ ସାହସ ହରାଇଲା ନାହିଁ । ଡକା-ୟତ ମାନେ ଛାତ୍ରୀ ର ହାତ କୁ ଛୁ-ରୀରେ ଆକ୍ର-ମଣ କଲେ । ଛାତ୍ରୀ ଟିର ହାତରୁ ର-କ୍ତ ବାହାରୁଥିଲେ ମଧ୍ୟ, ସେ ଡକା-ୟତ ମାନଙ୍କୁ ସାମ୍ନା କଲା । ଏହି ଶବ୍ଦ ଶୁଣି ଛାତ୍ରୀ ଟିର ବାପା,ମାଆ ଏବଂ ସାନ ଭଉଣୀ ମଧ୍ୟ ଉଠିଗଲେ ।

ଛାତ୍ରୀ ର ସାହସ ଦେଖି ଡକା-ୟତ ମାନେ ପଳାଇଯିବାକୁ ବାଧ୍ୟ ହେଲେ । ଡକା-ୟତଙ୍କ ଆକ୍ର-ମଣରେ ଆ-ହ-ତ ହୋଇଥିବା ରିୟା ବାର୍ଡୋଲିର ପାଟିଦାର ସାଇନ୍ସ କଲେଜରେ ପାଠ ପଢୁଛି । ପରୀକ୍ଷା ଥିବାରୁ ସେ ରାତିରେ ବସି ପାଠ ପଢୁଥିବାବେଳେ ଡକା-ୟତ ମାନେ ଘରର ପଛପଟୁ ପ୍ରବେଶ କଲେ । ଅବଶ୍ୟ, କଲେଜରେ ଛାତ୍ରୀ ଙ୍କୁ ଶିକ୍ଷା ଦିଆଯାଉଥିବା ଆ-ତ୍ମର-କ୍ଷା କୌଶଳର କିଛି ପଦକ୍ଷେପ ଆଧାରରେ ସେ ସାହସର ସହିତ ଡକା-ୟତମାନଙ୍କୁ ସାମ୍ନା କଲ । ଡ-କାୟ-ତ ମାନଙ୍କ ଉଦ୍ଦେଶ୍ୟ ଘର ଲୁ-ଟିବାର ଥିଲା ।

ଜଣେ ଡକାୟତ ଛାତ୍ରୀର ସାନ ଭଉଣୀ ଉପରେ ଆକ୍ର-ମଣ କରିବାକୁ ଚେଷ୍ଟା କଲା । ଛାତ୍ରୀ ଜଣକ ସଙ୍ଗେ ସଙ୍ଗେ ଡକା-ୟତ ଆଡକୁ ଦୌଡ଼ି ଯାଇ ତାଙ୍କୁ ଠେଲି ଦେଲା । ଡକା-ୟତମାନେ କେବଳ ରୋଷେଇ ଘରର ଏକ ଡବା ନେଇପାରିଛନ୍ତି, ସାହସୀ ଛାତ୍ରୀ ଙ୍କୁ ଚିକିତ୍ସା ପାଇଁ କୋକଡୋଡାରା ଅଞ୍ଚଳର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି । ଛାତ୍ରୀ ଟିର ହାତରେ ୨୪ ଟି ସିଲେଇ ପଡିଛି । ପୋ-ଲି-ସ ତ-ଦ-ନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *