ପ୍ରେମ କିଛି ମାନେ ନାହିଁ । ଜାତି , ଧର୍ମ ଆଉ ବର୍ଣ୍ଣ ପ୍ରେମରେ କିଛି ବି ଅର୍ଥ ରଖେ ନାହିଁ । ପ୍ରେମ କେତେବେଳେ କାହା ସହ ବି ହୋଇ ଯାଇପାରେ । ଆଉ ପ୍ରେମ କରିବା ପରେ ପ୍ରେମୀଯୁଗଳ ଏକାଠି ହେବା ପାଇଁ ବ୍ୟଗ୍ର ହୋଇ ପଡ଼ିଥାନ୍ତି । ତେବେ ଏହି ପ୍ରେମର ପ୍ରକୃତ ସଂଜ୍ଞା କଣ ସେ କଥା କିଏ ବା ଜାଣିଛି । ଆଜିକାର ଦୁନିଆଁରେ ସମସ୍ତେ ପ୍ରେମ କରୁଛନ୍ତି ଆଉ କିଛି ନିୟ-ମକୁ ମାନୁ ନାହାଁନ୍ତି । ବାସ୍ ମନ ଯାହା କହୁଛି , ପ୍ରେମୀଯୁଗଳ ତାହା କରି ବସୁଛନ୍ତି ।
ତେବେ ଏଭଳି ଏକ ଖବର ବିଷୟରେ ବର୍ତ୍ତମାନ ଶୁଣିବାକୁ ମିଳିଛି । ଆଉ ଖବରଟି ହେଉଛି ମଧ୍ୟପ୍ରଦେଶର ଚନ୍ଦ୍ରମୁଲି ଖୁଟାର ଅଞ୍ଚଳର । ତେବେ ଏହି ଖୁଟାରର ବାସିନ୍ଦା କମଲେଶଙ୍କର ୧୬ ବର୍ଷୀୟ ନାବା-ଳକ ପୁଅ ଦ୍ଵାଦଶ ଶ୍ରେଣୀରେ ପାଠ ପଢୁଥିଲେ । ଆଉ ତାଙ୍କର ବିବାହ ଜଣେ ୩୨ ବର୍ଷୀୟ ମହିଳାଙ୍କ ସହ କରି ଦିଆଗଲା । କିନ୍ତୁ ବିବାହ ପାଇଁ ତାଙ୍କ ମନରେ ଟିକିଏ ବି ଇଚ୍ଛା ନଥିଲା । ତେବେ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଥିଲା ।
ଅନ୍ୟପକ୍ଷରେ ବିବାହର ପାଞ୍ଚ ଦିନ ପର୍ଯ୍ୟନ୍ତ ମହିଳା ଜଣକ ନିଜ ନାବା-ଳକ ସ୍ୱାମୀଙ୍କ ସହ ଶାଶୁଘରେ ରହିବା ପରେ ଛଅ ଦିନ ବେଳକୁ ସ୍ୱାମୀଙ୍କୁ ନେଇ କୁଆଡ଼େ ଫେ-ରାର ହୋଇ ଯାଇଥିଲେ । ଆଉ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଥିଲା । ତେବେ ପୁଅଟିର ବାପା ମାଆ ବ୍ୟସ୍ତ ହୋଇ ପଡ଼ିଥିଲେ । ଆଉ ପୁଅକୁ ଖୋ-ଜିବା ପାଇଁ ବାହାରି ପଡ଼ିଥିଲେ । ତେବେ ଯେତେ ଖୋ-ଜାଖୋ-ଜି ପରେ ମଧ୍ୟ ପୁଅର କୌଣସି ପତ୍ତା ମିଳି ନଥିଲା । ଆଉ ସେମାନେ ବାଧ୍ୟ ହୋଇ ପୋ-ଲିସ ନିକଟରେ ଅଭି-ଯୋଗ କରିଥିଲେ ।
ଏହାବ୍ୟତୀତ ବାଳକଲ୍ୟାଣ ସମିତିରେ ମଧ୍ୟ ଅଭି-ଯୋଗ କରିଥିଲେ । ତେବେ ତାଙ୍କ ବାପାଙ୍କ କହିବା ଅନୁଯାୟୀ , ପୋ-ଲି-ସ ଏପର୍ଯ୍ୟନ୍ତ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରି ନାହିଁ । କେବଳ ଖାତା କାଗଜ ମଧ୍ୟରେ ପୋଲି-ସର କାମ ସୀମିତ ହୋଇ ରହିଯାଉଛି । ଅନ୍ୟପକ୍ଷରେ ସୂଚନା ଅନୁଯାୟୀ , ମହିଳା ଜଣକ ଆଗରୁ ଆହୁରି ୨ ଜଣଙ୍କୁ ବିବାହ କରିଥିଲେ । ପ୍ରଥମେ ୬ ବର୍ଷ ପୂର୍ବରୁ ସେ ଜଣଙ୍କୁ ବିବାହ କରିଥିଲେ ଆଉ ତାର ବର୍ଷେ ପରେ ତାଙ୍କୁ ଛାଡି ଦେଇଥିଲେ । ଆଉ ତାପରେ ପୁଣିଥରେ ଜଣଙ୍କୁ ବିବାହ କରିଥିଲେ , ତାଙ୍କ ଠାରୁ ମଧ୍ୟ ପଳାଇ ଆସିଥିଲେ । ବର୍ତ୍ତମାନ ଏହି ନାବା-ଳକକୁ ପ୍ରେମ କରି ତୃତୀୟ ଥର ପାଇଁ ବିବାହ କରିଛନ୍ତି ।